Jump to content

କୈଲା ଦେବୀ ମନ୍ଦିର , ଆଜମେର

ଉଇକିପିଡ଼ିଆ‌ରୁ
୨୩:୩୧, ୧୨ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kaila Devi Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କୈଲା ଦେବୀ ମନ୍ଦିର , ଭାରତୀୟ ରାଜ୍ୟ ରାଜସ୍ଥାନ ର କରୌଲି ଜିଲ୍ଲା ର କଇଲା ନାମକ ଗ୍ରାମ ରେ ଥିବା ଏକ ହିନ୍ଦୁ  ମନ୍ଦିର । ଏହାର ନିକଟବର୍ତୀ ସହର କରୌଲି ଏଠାରୁ 23 କିଲୋମିଟର ଦୂର ରେ ଅବସ୍ଥିତ । କୈଲା ଦେବୀ ମନ୍ଦିର କାଲିସିଲ ନଦୀ ର ତଟ ନିକଟ ରେ ଅବସ୍ଥିତ । 

ଇତିହାସ 

ଏହି ମନ୍ଦିର ର ଆରାଧ୍ୟା ଦେବୀ କଇଲା ଦେବୀ । ଏହା ଏକ ମାର୍ବଳ ନିର୍ମିତ ମୂର୍ତି । ମନ୍ଦିର ରେ ଏକ ଦୀର୍ଘ ଅଗଣା ରହିଛି ।  ଏଠାରେ ଭକ୍ତ ମାନେ ବହୁ ସଂଖ୍ୟା ରେ ଲାଲ ରାଗ ର ପତାକା ସ୍ଥାନିତ କରିଥାନ୍ତି । ଚୈତ୍ର ମାସ ରେ ଏଠାକୁ ଭାରତ ର ସବୁ ସ୍ଥାନ ରୁ , ବିଶେଷ କରି ଉତ୍ତର ପ୍ରଦେଶ , ମଧ୍ୟପ୍ରଦେଶ ରୁ ଆସି ଥାନ୍ତି । ଏହି ସମୟ ରେ ଏଠାରେ ଏକ ମେଳା ମଧ୍ୟ ହେଇଥାଏ । ଏହି ମେଳା 15 ଦିନ ଧରି ଚାଲିଥାଏ । ହାରାହାରି 20 ଲକ୍ଷ ଲୋକ ମେଲା ପାଇଁ ଆସୁଥିବାର ପ୍ରକାଶ । 

ଯାତାୟାତ 

ଏଠାରୁ ନିକଟତମ ବିମାନ ବନ୍ଦର ର ଅବସ୍ଥିତି ଜୟପୁର ଠାରେ ଓ ଏହା 170 କିଲୋମିଟର ଦୂର ରେ । କଇଲାଦେବୀ ରେଳପଥ ଦ୍ଵାରା ସଯୋଗୀତ । ପଶ୍ଚିମ ମଧ୍ୟ ରେଳପଥ ର ମୁମ୍ବାଇ ଦିଲ୍ଲୀ ଲାଇନ ଏହି ସହର ନିକଟ  ଦେଇ ଯାଇଛି । ଗାଙ୍ଗପୁର ସହର ରେ ଏହାର ଷ୍ଟେସନ ରହିଛି । ସଡକ ପଥ ରେ ଏହି ସ୍ଥାନ ଆଗ୍ରା , ଦିଲ୍ଲୀ , ଜଯପୁର , ମଥୁରା ସହ ସଂଯୁକ୍ତ । 

Climate

ଗ୍ରୀଷ୍ମ କାଳ ରେ ଏଠାରେ ତାପମାତ୍ରା 47 ଡିଗ୍ରୀ ଯାଏ ହେଇଥାଏ ଓ ଶୀତ ଋତୁ ରେ ସର୍ବନିମ୍ମ 12 ଡିଗ୍ରୀ ଯାଏ ହେଇଥାଏ । 

Nearby Places of Interest

  • କେଦାରନାଥ ଗୁମ୍ଫା ଓ ମନ୍ଦିର 
  • ରନ୍ଥାମ୍ଭୋର ଅଭୟାରଣ୍ୟ
  • ନାକାଶକି ଦେବୀ - ଗୋମତୀ ଧାମ 
  • ଶ୍ରୀ ମହାବୀରଜୀ ମନ୍ଦିର 
  • ମେହନ୍ଦିପୁର ବାଲାଜି ମନ୍ଦିର 
  • ବରବାସୀ ମନ୍ଦିର 

ବାହ୍ୟ ସଂଯୋଗ