Jump to content

ଡିଗ୍ଗି ରାଜମହଲ

ଉଇକିପିଡ଼ିଆ‌ରୁ
୨୨:୪୫, ୧୨ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Diggi Palace") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଡିଗ୍ଗି ରାଜମହଲ , ( ବର୍ତମାନ ଡିଗ୍ଗି ରାଜମହଳ ହୋଟେଲ )  ଭାରତୀୟ ରାଜ୍ୟ ରାଜସ୍ଥାନ ର ଜୟପୁର ଠାରେ ସ୍ଥିତ ଏକ ପୁରାତନ ରାଜମହଳ ।[][] ଏହାକୁ ବର୍ତମାନ ଏକ ଏଇତିହ ହୋଟେଲ ରେ ପରିଣତ କରାଯାଇଛି । [] ଏଠାରେ 2006 ମସିହା ରୁ ଜଯପୁର ସାହିତ୍ୟ ସମାବେଶ ପ୍ରତିବର୍ଷ ଅନୁଷ୍ଠିତ ହେଇଥାଏ । .[][]

ଇତିହାସ 

ଏଠାରେ ଥିବା ହାବେଳି ବା ପ୍ରସାଦ କୁ ପୂର୍ବତନ ଡିଗ୍ଗି ନାମକ ଠିକଣା ବା ଇଷ୍ଟେଟ ର  ଠାକୁର ଙ୍କ ମାଲିକାନା ରେ ଥିଲା । ଡିଗ୍ଗି ସ୍ଥାନ ଟି ଜଯପୁର ଠାରୁ 40 କିଲୋମିଟର ଦୂର ରେ ଅବସ୍ଥିତ । ଏହା ଜୟପୁର ର ଅନନ୍ୟ ମହଲ ମାନଙ୍କ ପରି ପ୍ରାଚୀନ ନୁହେଁ । ଏହା 1980 ମସିହା ରେ ନିର୍ମିତ ହେଇଥିଲା । ତେବେ ଏହାକୁ 1991 ମସିହା ରେ ପୁନର୍ବିନ୍ୟାସ ଓ ପରିବର୍ଦ୍ଧନ କରାଯାଇ ଏହାକୁ ତାହାର ମାଲିକ ଠାକୁର ରାମା ପ୍ରସାଦ ସିଂହ ଡିଗ୍ଗି ଙ୍କ ଦ୍ଵାରା ହୋଟେଲ ରେ ପରିଣତ କରାଗଲା । []

ଆଧାର ସମୂହ 

  1. "Not being at Diggi Palace". The Week. Retrieved 28 January 2012. {{cite news}}: More than one of |accessdate= and |access-date= specified (help)
  2. "Review:Diggi Palace". New York Times.
  3. "Take me to the Jaipur palace". The Australian. June 12, 2010.
  4. "Rushdie gag order highlights India's battle for free speech". Sydney Morning Herald. Retrieved 28 January 2012. {{cite news}}: More than one of |accessdate= and |access-date= specified (help)
  5. "Jaipur Literature Festival: Literati glitterati weekend in India". CNNGo. 18 January 2010.
  6. {{cite web}}: Empty citation (help)

ବାହ୍ୟ ସଂଯୋଗ