ଯନ୍ତର ମନ୍ତର
ଯନ୍ତର ମନ୍ତର ଏକ ସୂର୍ଯ୍ୟ ଘଣ୍ଟା ଯାହା ଯହିଁ ରେ ଏକ ବିଶାଳ ତ୍ରିକୋନୀୟ ସ୍ତମ୍ଭ ସହ ଏକ ଗୋଳାକୃତି ଚଟାଣ ସଂଯୁକ୍ତ ହେଇଥାଏ । ଏହି ସ୍ତମ୍ଭ equator ସହ ସମାନ୍ତରାଳ ଭାବେ ଥିବା ବେଳେ ଗୋଲାକାର ଚଟାଣ ପୃଥିବୀ ସହ ସମାନ୍ତରାଳ ଥାଏ । ଏହା ସାହାଜ୍ଯ ରେ ଦିନ ବେଳା ସୂର୍ଯ୍ୟ ର ସ୍ଥିତି ଅନୁସାରେ ସମୟ ଜଣାପଡେ । ଏହା ଏପରି ଗଣନା ସହ ନିର୍ମିତ ହେଇଥାଏ ଯେ ଏଥିରେ ଅଧ ସେକେଣ୍ଡ ଯାଏ ସଠିକତା ର ସହ ସମୟ ଜଣାପଡେ ।
ଭାରତ ରେ ଏହିପାରେ ପାଞ୍ଚ ଟି ଯନ୍ତର ମନ୍ତର ସ୍ଥାପିତ ହେଇଛି । ଜୟପୁର ସ୍ଥିତ ଯନ୍ତର ମନ୍ତର ସେସବୁ ମଧ୍ୟ ରୁ ସର୍ବ ବୃହତ ଓ ଏହା ପୃଥିବୀ ର ବୃହତ୍ତମ ପ୍ରସ୍ତର ନିର୍ମିତ ସୂର୍ଯ୍ୟ ଘଣ୍ଟା । .[୧] ବୃହତ ସମ୍ରାଟ ଜନ୍ତ୍ର ଏକ ସୂର୍ଯ୍ୟ ଘଣ୍ଟା ଯିଏ 2 ସେକେଣ୍ଡ ର ସଠିକତା ସହ ସମୟ ଦେଖାଇ ପାରେ । .[୨]
ଇତିହାସ
18 ଶ ଶତାବ୍ଦୀ ରେ ଜୟପୁର ର ମହାରାଜା ଜୟ ସିଂହ II ସମୁଦାଯ 5 ଟି ଯନ୍ତର ମନ୍ତର ନିର୍ମାଣ କରେଇଥିଲେ । ସେ ସବୁ ଜୟପୁର , ନୂଆ ଦିଲ୍ଲୀ , ଉଜ୍ଜୈନ , ମଥୁରା ଓ ବାରାଣାଶୀ ଠାରେ ଅବସ୍ଥିତ ।
ଜନ୍ତ୍ର ସବୁ କୁ ବିବିନ୍ନ କାର୍ଯ୍ୟ ଅନୁସାରେ ସମ୍ରାଟ ଜନ୍ତ୍ର , ଜଇ ପ୍ରକାଶ , ରାମ ଜନ୍ତ୍ର ଓ ନିୟତି ଚକ୍ର ନାମ ରେ ନାମିତ କରା ଯାଇଥାଏ । ଏହା ସାହାଜ୍ଯ ରେ ପୁରାତନ କାଳ ରେ ସୂର୍ଯ୍ୟ , ଚନ୍ଦ୍ର ଓ ତାରା ମାନକ ଗତିବିଧି ନିରୀକ୍ଷୟନ କରାଯାଉଥିଲା । .[୩]
Name
"ଯନ୍ତର ମନ୍ତର "ନାମ ଟି ଅନ୍ତତଃ 200 ବର୍ଷ ପୁରାତନ ବୋଲି ଏକ 1803 ମସିହା ର ତଥ୍ୟ ରେ ଉଲ୍ଲେଖ ରହିଛି । [୪] ଟେବୁ ଜୟପୁର ରାଜ୍ୟ ସଂଗ୍ରହାଳୟ ରେ ଉପଲଭ୍ଧ ଥିବା1735 ଓ 1737-38 ର ଦଲିଲ ରେ ଏହା କେବଳ " ଜନ୍ତ୍ର " ନାମ ରେ ଲିଖିତ ରହିଛି ଯାହା ପରେ ଭାଷାଗତ ଅପବ୍ରଂଶ ହେଇ ଯନ୍ତର ହେଇଯାଇଛି । [୪] 'ଜନ୍ତ୍ର "ଶବ୍ଦ ଟି ଜନ୍ତ୍ର ବସ୍ତୁ କୁ ବୁଝାଉଥିବା ବେଳେ " ମନ୍ତ୍ର " ଉପଦେଶ ଦେବା ବ ହିସାବକାରିବା କାର୍ଯ୍ୟ କୁ ବୁଝାଇଥାଏ । .[୪] ତେଣୁ ' ଯନ୍ତର ମନ୍ତର " ଶବ୍ଦ ଯୁଗଳ ହିସାବ କରିବାର ବସ୍ତୁ ଜନ୍ତ୍ର କୁ ବୁଝାଇ ଥାଏ । (calculation instrument.)
ପୁନଶ୍ଚ ଦେଖନ୍ତୁ
- Jantar Mantar in Jaipur, Rajathan
- Jantar Mantar in New Delhi
- Jantar Mantar in Varanasi
- List of archaeoastronomical sites sorted by country
- Mantra
- Yantra
ଆଧାର ସମୂହ
- Anisha Shekhar Mukherji (2010), Jantar Mantar: Maharaja Sawai Jai Singh's Observatory in Delhi, Ambi Knowledge Resource, ISBN 978-81-903591-1-5, retrieved 23 July 2013
ବାହ୍ୟ ସଂଯୋଗ ସବୁ
- Jantar Mantar - The Astronomical Observatories of Jai Singh II, "a project initiated by Cornell University Professor of Art, Barry Perlus"
- Pictures with French text