ଶିଶୋଡିଆ ରାଣୀ ବାଗ
ଶିଶୋଡିଆ ରାଣୀ ବାଗ ଓ ପ୍ରସାଦ , ଭାରତୀୟ ରାଜ୍ୟ ରାଜସ୍ଥାନ ର ଜୟପୁର ସହର ଠାରୁ 6 କିଲୋମିଟର ଦୂର ରେ ଅବସ୍ଥିତ । ଏହା ତତ୍ କାଳୀନ ମହାରାଜା ସୱାଇ ଜୟ ସିଂହ II ଙ୍କ ଦ୍ଵାରା 1728 ମସିହା ରେ ନିର୍ମିତ ହେଇଥିଲା । ନିର୍ମାଣ ଶୈଳୀ ଏହି ସ୍ଥାନ ରେ ଏକ ତ୍ରୀସ୍ତରୀୟ ବଗିଚା , ଜଳଭଣ୍ଡାର , ଓ ଚିତ୍ରିତ ପାଭିଲିଆନ ନିର୍ମିତ ହେଇଥିଲା । ବଗିଚା ର ଉପର ଅଂଶ ଠାରେ ଏକ ଦ୍ଵିତଳ ପ୍ରସାଦ ନିର୍ମିତ ହେଇଥିଲା । ପ୍ରସାଦ ରେ ଅନେକ ସଂଖ୍ୟା ରେ ଗାଲେରୀ , ଓ ମୁରାଲ ଚିତ୍ର ରହିଛି । ମୁରାଲ ଅଙ୍କନ ଚିତ୍ର ସବୁ ଭଗବାନ ଶ୍ରୀକୃଷ୍ଣ ଙ୍କ ଉପରେ ଆଧାରିତ ।
ବ୍ୟୁପତ୍ତି
ପ୍ରସାଦ ଓ ବଗିଚା ର ନାମକରଣ ସେ ସମୟ ର ମହାରାଣୀ ଙ୍କ ନାମ ଅନୁସାରେ ହେଇଥିଲା । ମହାରାଣୀ ସୁର୍ଜ୍ୟବଂଶୀ ରାଜପୁତ କୁଳ ର ଶିଶୋଡିଆ ଧାରା ରୁ ଆସିଥିଲେ । ସେମାନେ ରାଜସ୍ଥାନ ର ମେୱାର ଅଞ୍ଚଳ ରେ ଶାସନ କରୁଥିଲେ ।
The palace garden derives its name, Sisodia Rani Garden and Palace, from the rani (queen) for whom it was built. She hailed from the Sisodia line of Suryavanshi (Sun dynasty) Rajputs, who ruled and now nominally rule the region of Mewar in Rajasthan.
References
Further reading
This article related to a location in Rajasthan is a stub. You can help Wikipedia by expanding it. |