Jump to content

ହାୱା ମହଲ

ଉଇକିପିଡ଼ିଆ‌ରୁ
୧୭:୨୬, ୧୨ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Hawa Mahal") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ହାୱା ମହଲ  (English translation: "Palace of Winds" or "Palace of the Breeze") , ଭାରତୀୟ ରାଜ୍ୟ ରାଜସ୍ଥାନ ର ରାଜଧାନୀ ଜଯପୁର ରେ ଅବସ୍ଥିତ । ଲାଲ ଓ ନାରଙ୍ଗି ରାଗ ର ବଳିପଥର ରେ ନିର୍ମିତ ଏହି ରାଜମହଳ ସହର ର ମୁଖ୍ୟ ରାଜମହଳ ପାର୍ଶ୍ଵ  ରେ ମୁଖ୍ୟତ ରାଜପରିବାର ର  ମହିଳା ମାନଙ୍କ ପାଇଁ ନିର୍ମିତ ହେଇଥିଲା । ଏଠାରେ ଉତ୍ଛ ପରଦା ଲାଗିଥିବା ପ୍ରାଚୀର ରହିଥିବାରୁ ମହିଳା ମାନେ ବାହାର କୁ ଦେଝି ପଡ଼ୁଥିବା ବେଳେ ବାହାରୁ ଭିତରକୁ ଦେଖା ଯାଇ ନ ଥାଏ । 

୧୮୭୫ ମସିହା ରେ ହାୱା ମହଲ ର ଚିତ୍ର 

ମହାରାଜା ସୱାଇ ପ୍ରତାପ ସିଂହ ଙ୍କ ଦ୍ଵାରା ୧୭୯୯ ମସିହା ରେ ଏହା ନିର୍ମିତ ହେଇଥିଲା । କ୍ଷେତ୍ରୀ  ମହଲ ର ଭାସ୍କର୍ଜ୍ୟ ରେ ଅନୁପ୍ରାଣିତ ହେଇ ସେ ଏହି ଢାଞ୍ଚା ରେ ଏଇତିହାସିକ ହାୱା ମହଲ ନିର୍ମାଣ ଯୋଜନା କରିଥିଲେ । ଲାଲ ଚାନ୍ଦ ଉସ୍ତାଦ ନାମକ ଜଣେ ସ୍ଥପତ୍ୟକାର  ଙ୍କ ଦ୍ଵାରା କୃଷ୍ଣ  ଓ ଅନ୍ୟ ହିନ୍ଦୁ ଦେବା ଦେବୀ ଙ୍କ ସ୍ଥାପତ୍ୟ ମୂର୍ତି ସହ ଏହାକୁ ଡିଜାଇନ କରିଥିଲେ । ଏହି ମହଳ ର ଅନନ୍ୟ ଶୈଳୀ ଏପରି ଯେ ଏଠାରେ ୯୫୩ ଟି ଝରକା ସବୁ ସୁବଦର ରଙ୍ଗୀନ କାଚ କାମ ହେଇ ନିର୍ମାଣ ହେଇଛି । ଝରକା ସବୁ ରେ ଜାଲି କମ ହେଇ ପରଦା ସବୁ ଲାଗିଥିବା ରୁ ମୁକ୍ତ ବାୟୁ ଭିତର କୁ ଆସିଥାଏ । ଏଥିପାଇଁ ଏହି ମହଲ କୁ ହାୱା ମହଲ ନାମକରଣ କର ଯାଇଥିଲା । ଗ୍ରୀଷ୍ମ କାଳ ରେ ଏହି ମହଲ ଶୀତତାପ ନିୟନ୍ତ୍ରିତ ଘର ପରି ଲାଗେ । [][][]

୨୦୦୬ ମସିହା ରେ ଏହି ମହଲ ର ବ୍ୟାପକ ଉନ୍ନୟନ କରାଯାଇ ୪5୫୬.୮ କୋଟି ଟଙ୍କା ଖର୍ଚ କରାଯାଇଥିଲା । ଇଉନିଟ ଟ୍ରଷ୍ଟ ଅଫ ଇଣ୍ଡିଆ ତରଫ ରୁ ଏହାର ଏଇତିହାସିକ ସ୍ଥାପତ୍ୟ କଳା ର ରକ୍ଷଣବେକ୍ଷଣ କାର୍ଯ୍ୟ ହାତକୁ ନିଆଯାଇଥିଲା । 

Architecture

Detailed view of façade from the main road
Rear view with the two most ornate top storeys

ଏହି ମାହାଲ ଟି ପିରାମିଡ ଆକାର ରେ ପାଞ୍ଚ ମହଲା ରେ ତିଆରି ହେଇଛି । ସାମନା ପାଟ ରେ ଝରକା ସବୁ ରେ ରଙ୍ଗୀନ କାଚାକାମ ହେଇ ମହଲ ର ସୋଭା ବର୍ଧନ କରିଥାଏ । ଭିତର ଗୃହ ମାନଙ୍କୁ ବିଭିନ୍ନ ରଙ୍ଗ ର ମର୍ବଳ ପ୍ରସ୍ତର ଲଗା ଯାଇଥାଏ । ମହଲ ର ମଧ୍ୟ ଭାଗ ରେ ସନ୍ତରଣ ନିମନ୍ତେ ଜଳାଶୟ ଓ ଜଳ ର ଫାଉଣ୍ଟେନ ମଧ୍ୟ ରହିଛି । [][] ଏହି ମହଲ ରେ ଫତେପୁର ସିକ୍ରି ଠାରେ ପଞ୍ଚ ମହଲ ର କଳାକୃତି ସହ ସାମଞ୍ଜସ୍ୟ ରହିଥିବାର ଦେଖା ଯାଏ ।[] 

ହାୱା ମହଲ ରେ ଏକ ପ୍ରତ୍ନତତ୍ଵ ମିଉଜିଆମ ମଧ୍ୟ ଏହାର ମଧ୍ୟ ଭାଗ ର ଅଗଣା ରେ ରହିଛି ।[] ହାୱା ମହଲ ରାଜସ୍ଥାନ ସରକାର ଙ୍କ ପ୍ରତ୍ନତତ୍ଵ ଭିଭାଗ ଦ୍ଵାରା ପ୍ରତ୍ୟକ୍ଷ ପରିଚାଳନା ରେ ରହିଛି । 

ଗମନାଗମନ 

ଜଯପୁର କୁ ପହଞ୍ଚିବାକୁ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ । ବିମାନ ଯୋଗେ ଜଯପୁର ବିମାନ ବନ୍ଦର କୁ ସୁବିଧାରେ ଦିଲ୍ଲୀ ଓ ଅନ୍ୟ ସ୍ଥାନ ରୁ ବିମାନ ରହିଛି ।[] ଭାରତୀୟ ରେଳବାଇ ପକ୍ଷୀ ରୁ ଦେଶ ର ସମସ୍ତ ପ୍ରମୁଖ ସ୍ଥାନ ରୁ ଜଯପୁର କୁ ଟ୍ରେନ ସେବା ପ୍ରତ୍ୟହ ରହିଛି । ଜଯପୁର ଦେଇ ଜାତୀୟ ରାଜପଥ ମଧ୍ୟ ଯାଇଥିବାରୁ ରାସ୍ତା ପରିବହନ ମଧ୍ୟ ସହଜ । 

ହାୱା ମହଲ କୁ ଯିବାକୁ ହେଲେ ତାହା ପାର୍ଶ୍ଵ ବାରଟି ରାସ୍ତା ରେ ଯିବାକୁ ହୁଏ ଓ ପଛ ପଟେ ଥିବା ଦ୍ଵାରା ଦେଇ ଭିତର କୁ ଯାଇ ହୁଏ । 

ଏଠାରୁ ସୂର୍ଯ୍ୟାସ୍ତ ଓ ସୁର୍ଜ୍ୟୋଦୟ ଦୃଶ୍ୟ ଅତି ମନୋହର । [][]

ନୋଟ ସବୁ 

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; Rai ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦ ୨.୧ {{cite web}}: Empty citation (help)
  3. ୩.୦ ୩.୧ {{cite web}}: Empty citation (help)
  4. {{cite web}}: Empty citation (help)
  5. Sitwell, Sacheverel (1962). The red chapels of Banteai Srei: and temples in Cambodia, India, Siam, and Nepal. Weidenfeld and Nicolson. p. 174. Retrieved 7 December 2009. {{cite book}}: |work= ignored (help)
  6. ୬.୦ ୬.୧ {{cite web}}: Empty citation (help)
  7. Rousselet, Loius; Charles Randolph Buckle (2005). India and its native princes: travels in Central India and in the presidencies of Bombay and Bengal. Asian Educational Services. p. 228. ISBN 81-206-1887-4. Retrieved 10 December 2009. {{cite book}}: |work= ignored (help)

ଆଧାର 

  • Tillotson, G.H.R (1987). The Rajput Palaces - The Development of an Architectural Style (Hardback) (First ed.). New Haven and London: Yale University Press. ISBN 0-300-03738-4.

ବାହ୍ୟ ସଂଯୋଗ 

ଉଇକିମିଡ଼ିଆ କମନ୍ସରେ Hawa Mahal-ସମ୍ପର୍କିତ ମିଡ଼ିଆ