Jump to content

ବାଳସମନ୍ଦ ହ୍ରଦ

ଉଇକିପିଡ଼ିଆ‌ରୁ
୨୨:୦୬, ୧୧ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Balsamand Lake") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବାଳସମନ୍ଦ ହ୍ରଦ , ଭାରତୀୟ ରାଜ୍ୟ ରାଜସ୍ଥାନ ର ଜୋଧପୁର ଠାରେ ଯୋଧପୁର - ମଣ୍ଡୋରେ ରାସ୍ତା ରେ 5 କିଲୋମିଟର ଦୂର ରେ ଅବସ୍ଥିତ । ଏହା ଏକ ଲୋକପ୍ରିୟ ପିକନିକସ୍ଥଳଓ ଦର୍ଶନୀୟ ସ୍ଥାନ । ଏହା 1159 ମସିହା ରେ ତତ୍ କାଳୀନ ଗୁର୍ଜରା -ପ୍ରତିହାରା ଶାସକ ମାନଙ୍କ ଦ୍ଵାରେ ନିର୍ମିତ ଏକ କୁତ୍ରିମ ହ୍ରଦ । ଏହାକୁ ଏକ ଜଳାଶୟ ଭାବରେ ମାନଡୋରେ ଅଞ୍ଚଳ କୁ ଜଳ ଯୋଗାଣ ପାଇଁ ନିର୍ମାଣ କରାଯାଇଥିଲା । ଏହା ଲମ୍ବ ରେ 1 କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ଏହାର ଗଭୀରତା 15 ମିଟର ।  

ପରେ ଏହା ନିକଟ ରେ ବାଳାସମନ୍ଦ ହ୍ରଦ ରାଜମହଳ ନିର୍ମିତ ହେଇଥିଲା । ଏହାକୁ ରାଜା ମାନେ ଗ୍ରୀଷ୍ମ କାଳୀନ ଆବାସ ହିସାବ ରେ ବ୍ୟବହାର କରୁଥିଲେ । ଏହାର ଚତୁର୍ପାର୍ଶ୍ୱ ରେ ଘାସ ବଗିଚା , ଆମ୍ବ , ଅମୃତ ଭଣ୍ଡା , ପିଜୁଳି ଇତ୍ୟାଦି ବୃକ୍ଷ ର ବଗିଛ ମଧ୍ୟ ରହିଛି । ଏଠାରେ ମୟୁର , ଶିଅଳ ଆଦି ପଶୁ ପକ୍ଷୀ ମଧ୍ୟ ରହିଥାନ୍ତି । 

List of lakes in India