Jump to content

ରାମବାଗ ପ୍ୟାଲେସ

ଉଇକିପିଡ଼ିଆ‌ରୁ
୧୦:୨୨, ୧୧ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Rambagh Palace") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଫାଇଲ:Showroom.png
ରାମବାଗ ରାଜମହଳ 
ରାମବାଗ ରାଜମହଳ ର ଅଭ୍ୟନ୍ତର ପ୍ରାନ୍ତର 

ରାମବାଗ ରାଜମହଳ , ଭାରତୀୟ ରାଜ୍ୟ ରାଜସ୍ଥାନ ର ରାଜଧାନୀ ଜଯପୁର ରେ ଅବସ୍ଥିତ ପୂର୍ବତନ ମହାରାଜା ଙ୍କ ବାସଗୃହ ଥିଲା ଓ ବର୍ତମାନ ଏହା ଏକ ହୋଟେଲ । ଜଯପୁର ସହର ସୀମାବର୍ତୀ ପ୍ରାଚୀର ରୁ ଭବାନୀ ସିଂହ ରାସ୍ତା ରେ 8 କିଲୋମିଟର ଦୂର ରେ ଏହା ଅବସ୍ଥିତ । 

ଇତିହାସ 

1835 ମସିହା ରେ ଏହାକୁ ରାଜପୁତ୍ର ରାମ ସିଂହ ଙ୍କ ତତ୍ବାବଧାରକ ନର୍ସ ପାଇଁ ଗାର୍ଡେନ ହାଉସ ଭାବରେ ନିର୍ମିତ ହେଇଥିଲା । 1887 ରେ ମହାରାଜା ସାବାଇ ମାନସିଂହ I[]I ଙ୍କ ରାଜୁତି ସମୟ ରେ ଏହାକୁ ଏକ ରାଜକୀୟ ଶିକାର ଆବାସ ସ୍ଥଳ ରେ ପରିଣତ କରାଯାଇଥିଲା ।୨୦ ତମ ଶତାବ୍ଦୀ ର ପ୍ରାରମ୍ଭ କାଳ ରେ   ଏହା ନିକଟ ରେ ଘଞ୍ଚ ଅରଣ୍ୟ ରହିଥିଲା ।ସେତେବେଳେ ସାର ସାମୁଏଲ ସ୍ଵିନ୍ତାନ ଜାକବ ଙ୍କ[] ନକ୍ସା ଅନୁଯାୟୀ ଏହାକୁ ଏକ ରାଜମହଳ ଭାବରେ ବିସ୍ତାର କରା ଯାଇଥିଲା । ମହାରାଜା ସାବାଇ ମାନସିଂହ II ଏହାକୁ ତାଙ୍କର ମୁଖ୍ୟ ବାସଗୃହ କରିଥିଲେ ଓ ୧୯୩୧[] ରେ ଏହାର ପରିବର୍ଦ୍ଧନ କରିଥିଲେ । ଭାରତ ସ୍ଵାଧୀନ ହେଲା ପରେ ରାଜତନ୍ତ୍ର ର ବିଲୋପ କରାଗଲା । ଏହାକୁ ଏକ ସରକାରୀ ଭବନ ରୂପେ ବ୍ୟବହାର କରାଗଲା । ୧୯୫୦ ମସିହା ବେଳକୁ ପୂର୍ବତନ ରାଜପରିବାର ଏହି ମହଲ ତଥା ଏଠାରେ ଥିବା ୪୭ ଏକର ସ୍ଥାନ ରେ ଥିବା ବଗିଚା  ରକ୍ଷଣା ବେକ୍ଷଣ ଅତ୍ୟନ୍ତ୍ୟ ବ୍ୟୟବହୁଳ ହେଇଯିବାରୁ ୧୯୫୭ ରେ ସେମାନେ ଏହାକୁ ଏକ ବିଳାସପୂର୍ଣ ହୋଟେଲ ରେ ପରିଣତ କଲେ । 

ପୁରସ୍କାର 

  •  କୋଣ୍ଡେ ନାଷ୍ଟ ପର୍ଯ୍ୟଟନ ମେଗାଜିନ ଦ୍ଵାରା ଏହା 2009 ମସିହା ରେ ବିଶ୍ଵର ଶ୍ରେଷ୍ଠ ହୋଟେଲ ଭାବରେ ପୁରସ୍କୃତ ହେଇଥିଲା । 

ନୋତ୍ସ ସମୂହ 

  1. Crump, Page 144.
  2. Michell, in 1925, page 42
  3. Crites, page 41

ଆଧାର ସବୁ 

  • Crump, Vivien; Toh, Irene (1996). Rajasthan (hardback). London: Everyman Guides. pp. 400 pages. ISBN 1-85715-887-3.
  • Crites, Mitchell Shelby; Nanji, Ameeta (2007). India Sublime – Princely Palace Hotels of Rajasthan (hardback). New York: Rizzoli. pp. 272 pages. ISBN 978-0-8478-2979-8.
  • Badhwar, Inderjit; Leong, Susan (2006). India Chic. Singapore: Bolding Books. p. 240. ISBN 981-4155-57-8.
  • Michell, George, Martinelli, Antonio (2005). The Palaces of Rajasthan. London: Frances Lincoln. pp. 271 pages. ISBN 978-0-7112-2505-3.{{cite book}}: CS1 maint: multiple names: authors list (link) CS1 maint: Multiple names: authors list (link)
  • William Warren; Jill Gocher (2007). Asia's Legendary Hotels: The Romance of Travel (hardback). Singapore: Periplus Editions. ISBN 978-0-7946-0174-4.

ବାହ୍ୟ ସଂଯୋଗ