Jump to content

କବି

ଉଇକିପିଡ଼ିଆ‌ରୁ
୧୮:୫୮, ୧୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Poet") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

 କବି  ଜଣେ ବ୍ୟକ୍ତି ଯିଏ କବିତା ଲେଖିଥାଆନ୍ତି । . କବିତା ର ବ୍ୟାଖ୍ୟା ଭିନ୍ନ ପ୍ରକାର ରେ ହେଇପାରେ । ତାହା ସ୍ଥଳ ବିଶେଷ , ସମୟାନୁସାରେ ବଦଳି ଥାଏ । କବି ତାଙ୍କ କବିତା କୁ ଲେଖା ଆକାର ରେ ବା ଦର୍ଶକ ଙ୍କ ଆଗରେ ପ୍ରଦର୍ଶନ ଜରିଆ ରେ ଉପସ୍ଥାପନ କରି ଥାନ୍ତି । 

Postmortal fictional portrait of Slovak poet Janko Kráľ (1822-1876) - an idealized romanticized picture of "how a real poet should look like" in Western culture.
The Italian Giacomo Leopardi was mentioned by the University of Birmingham as "one of the most radical and challenging of nineteenth-century thinkers".[]

କବିତା ଲିଖନ ବାସ୍ତବ ରେ ଏକ ଯୋଗାଯୋଗ ମାଧ୍ୟମ । କବିତା କୌଣଶୀ ଦ୍ରବ୍ୟ,  ଘଟଣା , ବିଷୟବସ୍ତୁ , ବ୍ୟକ୍ତି ବା ଭାବନା ଉପରେ ଆଧାରିତ ହେଇପାରେ । ଆବହମାନ କଳା ରୁ କବି ଓ କବିତା ର ସ୍ଥିତି ରହିଛି । କବିତା ର ଭାବ , ଶୈଳୀ ଓ ସ୍ଥାନ ସମୟ ଅନୁସାରେ ପରିବର୍ତନ ହେଇଥାଏ । []

History

ପ୍ରାଚୀନ ରମ ସମୟ ରେ ଧନୀ ଶ୍ରେଣୀ ର ଲୋକ ଓ ପ୍ରଭାବଶାଳୀ ବ୍ୟକ୍ତି[] ମାନେ କବି ମାନଙ୍କୁ ପେଶାଦାର ଭାବରେ ରହିବାକୁ ପ୍ରେରଣା ଦେଉଥିଲେ । ସେମାନେ ଉତ୍ଚ କୋଟି କବିତା ପାଇଁ କବି ମାନଙ୍କୁ ନିଯୋଜିତ କରୁଥିଲେ । 

ଇସଲାମିକ ଆରବୀୟ କବି ମାନେ ଏଇତିହାସିକ ମାନଙ୍କ ପରି ଇତିହାସ କୁ କବିତା ଆକାର ରେ ଲେଖୁଥିଲେ । ଅନ୍ୟ ଧର୍ମ ରେ ମଧ୍ୟ କନି ମାନେ ଘଟଣାବଳୀ କୁ କବିତା ଆକାର ରେ ଲିପିବଦ୍ଧ କରି ତାହାକୁ ସବୁଦିନ ପାଇଁ ଇତିହାସ ଭାବେ ରଖିଯାଇଛନ୍ତି । 

 Renaissance ପିରିଅଡ ରେ ଇଉରୋପ ରେ କବି ମାନଙ୍କୁ ରାଜକୀୟ ସହାୟତା ମିଳୁଥିଲା । ତେବେ ଅନେକ କବି ଅନନ୍ୟ ସୂତ୍ର ରୁ ମଧ୍ୟ ଆଯ ର ବ୍ୟବସ୍ଥା କରୁଥିଲେ । 

ରୋମାନ୍ଥିକ ପିରିୟଡ ରେ ବହୁସଙ୍ଖ୍ୟା ରେ କବି ପେଷାଦାର ଭାବେ ତାଙ୍କ କବିତା କୁ ପ୍ରକାଶନ କରି ଚାଲିଲେ ।[] ଏହି କବି ମାନଙ୍କ ମଧ୍ୟ ରେ ୱିଲିୟମ ବାର୍ଡସ୍ଵାର୍ଥ , ରବର୍ଟ ବର୍ନ ଆଦି ଅନ୍ତର୍ଭୁକ୍ତ । 

ଶିକ୍ଷ୍ୟା

ମୁଖ୍ଯତଃ ଶିକ୍ଷିତ ବ୍ୟକ୍ତି ବିଶେଷ ମାନେ କବିତା ଲେଖୁଥିଲେ ମଧ୍ୟ କିଛି ସ୍ୱଳ୍ପ ଶିକ୍ଷିତ ଲୋକ ମଧ୍ୟ କବି ଭାବରେ ସୁନାମ ଅର୍ଜନ କରିଛନ୍ତି । ବର୍ତମାନ ବିଭିନ୍ନ ବିଶ୍ୱବିଦ୍ୟାଳୟ ରେ କ୍ରିଏଟିଭ ଲେଖା ଶିକ୍ଷ୍ୟା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ଏଥିରେ କବିତା ଲିଖନ ଶୈଳୀ ମଧ୍ୟ ଏକ ଅଂଶ । []

ପୁନଶ୍ଚ ଦେଖଣା 

  • List of poets
  • Bard
  • Lyricist
  • Poet Laureate
  • Prose poetry
  • Expressionism
  • Writer

ଆଧାର ସମୂହ 

  1. The Zibaldone project, University of Birmingham
  2. Orban, Clara Elizabeth (1997).
  3. Barbara K. Gold, (2014) Literary and Artistic Patronage in Ancient Rome", University of Texas Press
  4. Peter T. Murphy (2005) "Poetry as an Occupation and an Art in Britain" Cambridge University Press
  5. Nikki Moustaki (2001), The Complete Idiot's Guide to Writing Poetry, Penguin.

ପୁନଶ୍ଚ ପଠନ 

ବାହ୍ୟ ସଂଯୋଗ