Jump to content

କାଞ୍ଜିଆ ହ୍ରଦ

ଉଇକିପିଡ଼ିଆ‌ରୁ
୧୪:୨୧, ୧୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kanjia Lake") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)



କାଞ୍ଜିଆ ହ୍ରଦ , ଭାରତୀୟ ରାଜ୍ୟ ଓଡିଶା ର ରାଜଧାନୀ ଭୁବନେଶ୍ବର ର ଉତ୍ତର ଦିଗ ରେ ନିକଟସ୍ଥ ସ୍ତ୍ଥାନ ରେ ଏହି ପ୍ରକୃତିକ ହ୍ରଦ ଅବସ୍ଥିତ । ଏହାର ଆୟତନ ପ୍ରାୟ 75 ହେକ୍ଟର ବା 190 ଆକାର । ତେବେ ଏହା ସମୁଦାଯ 260 ଆକାର ପରିମିତ ସ୍ଥାନ ଆର୍ଦ୍ର ଭୂମି ହିସାବ ରେ ପରିବ୍ୟାପ୍ତ କରିଥାଏ । 

ଜୀବଜନ୍ତୁ 

ଏହି ହ୍ରଦ ରେ ୩୭ ପ୍ରଜାତି ର ପକ୍ଷୀ , ୨୦ ପ୍ରଜାତି ର ସରୀସୃଓୟା , ୪୬ ପ୍ରକାର ମାଛ ,ଚିଙ୍ଗୁଡି ସହ  ଅନ୍ୟ ସବୁ ପ୍ରକାର ଜଳ ଜନ୍ତୁ ରହିଥାନ୍ତି ।ଏହା ସହ ଏଠାରେ ୨୪ ପ୍ରକାର ର  microphyite[] ଜାତୀୟ ପ୍ରାଣୀ ରହନ୍ତି । 

ପରିବେଶ 

ଏହି ହ୍ରଦ ସହର ର ପରିବେଶ ସନ୍ତୁଳନ[][] ପାଇଁ ବହୁତ ଅବଦାନ ଦେଇଥାଏ । ଏହାର ଚତୁର୍ପାର୍ଶ୍ୱ ରେ ଥିବା ଆର୍ଦ୍ର ଭୂମି ଅଞ୍ଚଳ ର ପରିବେଶ ପାଇଁ ବହୁଳ ଉପଯୋଗୀ ହେଇଥାଏ । 

ସମସ୍ୟା ସମୂହ 

ଏହି ହ୍ରଦ ନିକଟ ରେ ଅବାରିତ ପ୍ରସ୍ତର ଖଦାନ ସବୁ ହେଇ ଏହାର ପରିବେଶ କୁ ନଷ୍ଟ କରୁଛି । ପୁଣି ସହର ର ପରିମଳ ଏହି ହ୍ରଦ ନିକଟ ରେ ପକାଯାଉଥିବାରୁ ଏବଂ ଏହା ନିକଟ ରେ ଅନେକ ନିର୍ମାଣ କାର୍ଯ୍ୟ ବଢିଚାଲିଥିବାରୁ ହ୍ରଦ ର ଅବସ୍ଥିତି ସଂକଟାପନ୍ନ ଅବସ୍ଥା କୁ ଆସିଗଲାଣି । [][][]

ପର୍ଯ୍ୟଟନ 

ଏହି ହ୍ରଦ ନନ୍ଦନକାନନ ବନ୍ୟା ଜନ୍ତୁ ପାର୍କ ର ଏକ ଅଂଶ ଭାବରେ ପରିଚାଳିତ ହୁଏ । ଏଠାରେ ସ୍କୁବା ଡାଇଭିଙ୍ଗ ର ମଧ୍ୟ ବ୍ୟବସ୍ଥା ରହିଛି ଓ ମୋଟର ବୋଟ ଯୋଗେ ପର୍ଯ୍ୟଟକ ମାନେ ଭ୍ରମଣ କରିବା ସୁବିଧା ଉପଲବ୍ଧ । []  

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. ୩.୦ ୩.୧ ୩.୨ "Kanjia lake outlet faces threat of being clogged". The Hindu. 9 June 2009. Retrieved 14 December 2012. {{cite news}}: More than one of |accessdate= and |access-date= specified (help)
  4. "Kanjia lake shrinking?". The Hindu. 10 August 2010. Retrieved 27 January 2013. {{cite news}}: More than one of |accessdate= and |access-date= specified (help)
  5. "Nandankanan lake chokes - Encroachment threat to wetlands". The Telegraph. 30 December 2012. Retrieved 27 January 2013. {{cite news}}: More than one of |accessdate= and |access-date= specified (help)