Jump to content

ବୁର୍କିନା ଫାସୋରେ ରେଳ ବ୍ୟବସ୍ଥା

ଉଇକିପିଡ଼ିଆ‌ରୁ
୦୯:୦୯, ୧୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Rail transport in Burkina Faso") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ବୁର୍କିନା ଫାସୋ ର କୌଡୌଗୌ ଠାରେ ଥିବା ରେଳ ଷ୍ଟେସନ 

ବୁର୍କିନା ଫାସୋ ଦେଶ ରେ ସମୁଦାଯ 622 କିଲୋମିଟର ରେଳପଥ ରହିଛି । ଏହା କାୟା ଅଞ୍ଚଳ ରୁ ସିମାଞ୍ଚଳ ରେ ଥିବା କୋଟେ ବୋଇରେ (Côte d'Ivoire) ପର୍ଯ୍ୟନ୍ତ ରହିଛି ।ଏହି ରେଳପଥ ରେ ସିତାରେଲ କମ୍ପାନୀ ତରଫ ରୁ ପାସେଞ୍ଜର ଟ୍ରେନ ସପ୍ତାହ କୁ 3 ଦିନ ଟ୍ରେନ  ଚଳାଚଳ କରିଥାଏ ।.[]

ବୁର୍କିନା ଫାସୋ ଦେଶ 

ପଶ୍ଚିମ ଆଫ୍ରିକା ରେ ବୁର୍କିନା ଫାସୋ ଏକ ସମୁଦ୍ରତଟ ବିହୀନ ଏକ କ୍ଷୁଦ୍ର ଦେଶ । ଏହାର ଆୟତନ 274,200 ବର୍ଗକିଲୋମିଟର । ଏହା ଚର୍ତୁଦିଗ ରେ 6 ଟି ଦେଶ ଦ୍ଵାରା ଆବଦ୍ଧ । ପୂର୍ବରୁ ଫରାଶି ଉପନିବେଶ ଭାବରେ ବହୁକାଳ ରହିଆସିଥିବା ଏହି ଦେଶ 1960 ମସିହା ରେ ସ୍ଵାଧୀନତା ପ୍ରାପ୍ତ ହେଇଥିଲା । ଏହାର ଜଣ ସଂଖ୍ୟା 17.3 ମିଲିୟନ । 

ବୁର୍କିନା ଫାସୋ ଚତୁର୍ଦିଗ ରେ ଅନନ୍ୟ ଦେଶ ମାନଙ୍କ ଦ୍ଵାରା ପରିବେଷ୍ଟିତ ହେଇଥିଲେ ମଧ୍ୟ ଅବିଦଜାନ କୁ ରେଳପଥ ଏହାକୁ ବନ୍ଦର ସହ ଯୋଗାଯୋଗ କରିଥାଏ । ଘାନ ଦେଶ ଦେଇ ତାରାକୋଡି ବନ୍ଦର କୁ ସଂଯୋଗ ପାଇଁ ଲିଙ୍କ ରେଳପଥ ପାଇଁ ପ୍ରସ୍ତାବ ରହିଛି ।  [][][]

ଷ୍ଟେସନ 

Gare de Bobo-Dioulasso
Gare de Banfora

ବର୍ତମାନ ରେଳପଥ ଦ୍ଵାରା ବୁର୍କିନା ଫାସୋ ର ବନଫୋରା , ପେନି ,କୌଦୌଗୌ ବିଙ୍ଗୋ ପରି ମୁଖ୍ୟ ସହର ସବୁ କୁ ସେବା ଉପଲବ୍ଧ ହେଇଛି । 

ଚାଲୁଥିବା ନିର୍ମାଣ ସବୁ 

  •  କାୟା ଟର୍ମିନସ[] 
  • ଡୋରୀ 
  • ମାର୍କୋ
  • ୟୋତମ୍ବାୟୋ[] ଯାହା ନିଜର ଓ ମାଳୀ ସିମାଞ୍ଚଳ ରେ ରହିଛି । [][]

ପ୍ରସ୍ତାବିତ 

2011

  • 2011 ରେ ଏକ ରାଜିନାମା ଅନୁସାରେ ଏକ ଅନ୍ତର୍ରାଷ୍ଟ୍ରୀୟ ରେଳପଥ ଏହାକୁ ଆଇଭୋରୀ ସହ ସଂଯୋଗ ପାଇଁ ନିର୍ମିତ ହଉଛି । []

2014

  • ବୁର୍କିନା ଫାସୋ ରେ ପ୍ରଚୁର ପରିମାଣ ରେ ମାଙ୍ଗାନିଜ ଖଣିଜ ଦ୍ରବ୍ଯ ଉପଲବ୍ଧ । ଏଠାରେ 100 ମିଲିୟନ ଟନ ମାଙ୍ଗାନିଜ ଥିବାର ଆକଳନ କରା ଯାଇଛି । ଆଗାମୀ 3 ବର୍ଷ ମଧ୍ୟ ରେ ଠ ର ପରିବହନ ପାଇଁ ବିଦେଶୀ ସହାୟତା ରେ ରାସ୍ତା ଓ ରେଳପଥ ର ବିକାଶ ପାଇଁ ବ୍ୟବସ୍ଥା କରା ଯାଉଛି ।  [୧୦][୧୧]

ମେପ 

ପୁନଶ୍ଚ ଦେଖନ୍ତୁ 

  • Rail transport in Ghana; Ghana Railway Corporation
  • Transport in Burkina Faso
  • West Africa Regional Rail Integration

ଆଧାର ସମୂହ 

  1. European Rail Timetable, Summer 2014 Edition, (journey time is 43 to 48 hours)
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. Times Atlas of the World 2007 p85
  6. RailwayAfrica July 2009, p9
  7. UNHCR Map shows extension to Tambao
  8. http://www.railpage.com.au/f-p1929682.htm#1929682
  9. http://www.railwaysafrica.com/blog/2012/01/railway-to-link-west-african-states/
  10. http://www.railpage.com.au/f-p1913774.htm#1913774
  11. Reuters

ବାହ୍ୟ ସଂଯୋଗ