Jump to content

ପରିସଙ୍ଖ୍ୟନବିଦ

ଉଇକିପିଡ଼ିଆ‌ରୁ
୦୮:୩୨, ୯ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Statistician") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

 ପରିସଙ୍ଖ୍ୟନବିଦ, ଜଣେ ଏପରି ବ୍ୟକ୍ତି ଯିଏ ତଥ୍ୟାମୂଳକ ଓ ବ୍ୟବହାରିକ ପରିସଂଖ୍ୟାନ ଉପରେ କାର୍ଯ୍ୟ କରିଥାଏ । ଏହି ବୃତ୍ତି ଉଭୟ ବେସରକାରୀ ଓ ସରକାରୀ କ୍ଷେତ୍ର ରେ ରହିଥାଏ । ପରିସଙ୍ଖ୍ୟାନଗତ ଜ୍ଞାନ କୁ ଅନନ୍ୟ ବଐସେୟିକ ଜ୍ଞାନ ରେ ବ୍ୟବହାର ବହୁଳ ଭାବରେ ପ୍ରୟୋଗ ହେଇଥାଏ । 

କାର୍ଯ୍ୟ ବିଧି 

ଯୁକ୍ତରାଷ୍ଟ୍ର ଆମେରିକା ର"ବ୍ୟୁରୋ ଅଫ ଲେବର ଷ୍ଟାଟିଷ୍ଟିକ " ର ଆକଳନ ଅନୁସାରେ ୨୦୧୪ ମସିହା ଶୁଧହା୨୬,୬୯୦ ପ୍ରକାର ବୃତ୍ତି କୁ ଆମେରିକୀୟ ରାଜ୍ୟ ସମୂହ ରେ ପରିସଙ୍ଖ୍ୟନବିଦ ଶ୍ରେଣୀ ରେ ଅନ୍ତର୍ଭୁକ୍ତ କରାଯାଇଛି । [] ଏହା ମଧ୍ୟ ରୁ ୩୦ % ଲୋକ ସରକାରୀ କ୍ଷେତ୍ର ରେ କାର୍ଯ୍ୟ କରିଥାନ୍ତି । ଏହା ସମେତ ନହୁଳ ସଂଖ୍ୟା ର ଲୋକ ତାଙ୍କ କର୍ମନିବେଶ ରେ ପରିସଙ୍ଖ୍ୟାନ କୁ ବ୍ୟବହାର କରିଥାନ୍ତି , କିନ୍ତୁ ତାଙ୍କର ବୃତ୍ତି ଷ୍ଟଟିଷ୍ଟିସିଆନ ନ ହେଇ ଅନନ୍ୟ ଶ୍ରେଣୀ ର ରହିଥାଏ । ,[] ଏହି ଶ୍ରେଣୀ ରେ ପ୍ରାୟୋଗିକ ଗଣିତ , ବିତ୍ତୀୟ ସମୀକ୍ଷ୍ୟା  ,ବାସ୍ତବିକ ମନୋବିଜ୍ଞାନ, ଅର୍ଥନୀତି ସମୀକ୍ଷ୍ୟା , ସମାଜ ବିଜ୍ଞାନ ଆଦି ଅନ୍ତର୍ଭୁକ୍ତ । [] ଷ୍ଟଟିଷ୍ଟିସିଆନ କାର୍ଯ୍ୟ ଏକକ ଭାବରେ ଏକ ବୃତ୍ତି । ପରିସଙ୍ଖ୍ୟନବିଦ ମାନେ ଅଫଫିସ ରେ କାର୍ଯ୍ୟ କରନ୍ତି ଓ ତାଙ୍କର ନିର୍ଦ୍ଧିଷ୍ଟ କାର୍ଯ୍ୟ ସମୟ ରହିଥାଏ । ତେଣୁ ସେମାନଙ୍କୁ " white-collar " କର୍ମଚାରୀ ଶ୍ରେଣୀ ରେ ନିଆ ଯାଇଥାଏ । କିଛି ସଂଖ୍ୟକ ପରିସଙ୍ଖ୍ୟନବିଦ ସ୍ଵାଧୀନ ଭାବରେ ପରିସଙ୍ଖ୍ୟନ ପରମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରି ଥାନ୍ତି ।  ସେମାନେ ବିଭିନ୍ନ ବେସରକାରୀ ବା ସରକାରୀ ପ୍ରତିଷ୍ଠାନ ମାନଙ୍କୁ ଚୁକ୍ତି ଭିତ୍ତି ରେ ପରିସଙ୍ଖ୍ୟନ  ତଥ୍ୟ ଯୋଗାଇ ଥାନ୍ତି , ଯାହା ସେହି ପ୍ରତିଷ୍ଠାନ ର କାର୍ଯ୍ୟ ରେ ସୁପରିଚାଳନା ଓ ଉନ୍ନତ ପ୍ରଣାଳୀ ର ପ୍ରୟୋଗ ପାଇଁ ହେଇଥାଏ । [ଆଧାର ଲୋଡ଼ା]

ଅଧିକାଂଶ ପରିସଙ୍ଖ୍ୟନବିଦ ବୃତ୍ତି ରେ ନିଯୁକ୍ତି ପାଇଁ ପରିସଙ୍ଖ୍ୟନ ବିଦ୍ୟା ରେ ସ୍ନାତକୋତ୍ତର ଡିଗ୍ରୀ ବା ସମତୂଲ୍ୟ ଡିଗ୍ରୀ ହାସଲ କରିବା ଦରକାର ହୁଏ । କେତେକ ବୃତ୍ତିଗତ ପରିସଙ୍ଖ୍ୟନବିଦ Ph.D. ଡିଗ୍ରୀ ହାସଲ କରିଥାନ୍ତି । ପରିସଙ୍ଖ୍ୟାନ ର ମୁଖ୍ୟ କାର୍ଯ୍ୟ ମଧ୍ୟ ରେ ବୈଜ୍ଞାନିକ ଙ୍କ କାର୍ଯ୍ୟ ରେ ସହଭାଗିତା , ଗାଣିତିକ ମଡେଲ ତିଆରି , ବିକ୍ଷିପ୍ତ ବିବରଣୀ ସଂଗ୍ରହ ଓ ତର୍ଜମା , ସର୍ଭେ , ତଥା ଚଳିତ ଧାରା ର ତର୍ଜମା କରି ଭବିଷ୍ୟତ ପାଇଁ ପୂର୍ବନୁମାନ କରିବା ଆଦି ରହିଥାଏ । 

ପୁନଶ୍ଚ ଦେଖନ୍ତୁ 

  • List of statisticians

ଆଧାର ସମୂହ 

ବାହ୍ୟ ସଂଯୋଗ ସବୁ