Jump to content

ପଲାଇୟା ଜୁମ୍ମା ପାଲ୍ଲୀ

ଉଇକିପିଡ଼ିଆ‌ରୁ
୨୨:୨୪, ୬ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Palaiya Jumma Palli") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ପଲାଇୟା ଜୁମ୍ମା ପାଲ୍ଲୀ([ பழைய ஜும்மா பள்ளி, "The Old Jumma Masjid of Kilakarai" ] Error: {{Lang-xx}}: text has italic markup (help)) ବା ମୀନ କାଦାଇ ପଲ୍ଲୀ (Tamil: மீன் கடை பள்ளி)ଭାରତୀୟ ରାଜ୍ୟ ତାମିଲନାଡୁ ର ଏକ କିଲାକରାଇ ଠାରେ ଥିବା ଏକ ପ୍ରାଚୀନ ମସଜିଦ । ଏହାକୁ ଭାରତ ର ପ୍ରଥମ ମସଜିଦ କୁହା ଯାଇଥାଏ । [][] । ୬୨୮ - ୬୩୦ ମସିହା ରେ ନିର୍ମିତ ଏହି ମସଜିଦ ବିଶ୍ଵ ର ଏକ ସର୍ବ ପୁରାତନ ମସଜିଦ ଏବଂ ଏହାର ଏଇତିହ ୧୦୦୦ ବର୍ଷ ପୁରାତନ । ଏହାକୁ ୧୦୩୬ ମସିହା ରେ ପୁନର୍ନିର୍ମାଣ କରାଯାଇଥିଲା ।ଏହା ଦ୍ରାବିଡିଆନ ସମୟ ର ଇସ୍ଲାମିକ ସ୍ଥାପତ୍ୟ ର ଏକ ଉଦାହରଣ । []

ଇତିହାସ ଓ ନିର୍ମାଣ 

ପାଣ୍ଡିଆ ସମ୍ଭ୍ରାଜ୍ୟ ରେ ପ୍ରାକ- ଇସ୍ଲାମିକ ସମୟ ରେ ଯେମେନୀ ବ୍ୟବସାୟୀ ଓ ବାଣିଜ୍ୟ ପାଇଁ ଆସିଥିବା ବିକ୍ରେତା ମାନଙ୍କ ଦ୍ଵାରା ଏହା ନିର୍ମିତ ହେଇଥିଲା । ଯେମେନ ର ତତ୍ କାଳୀନ ଗଭର୍ନର ବାଧାନ ( ବାଜନ ଇବାନ ଶାସନ ) ଇସ୍ଲାମିୟ ଧର୍ମ ଗ୍ରହଣ କଳା ପରେ ଏହାର ନିର୍ମାଣ ପାଇଁ ଆଦେଶ ଦେଇଥିଲେ । ୧୧ ତମ ସତବ୍ଡି ରେ ସହିଦ ଯୁଦ୍ଧ ପରେ ଏହାର ପୁନର୍ନିର୍ମାଣ ହେବା ସହ ଏଠାକୁ ତାମିମ ଅଂଶାରି , ଅବଦୁଲ କାଡର , ଇରଭାଡି ଇବ୍ରାହିମ ସାହିବ ଙ୍କ ପରି ପ୍ରସିଦ୍ଧ ଇସଲାମିକ ବିଦ୍ଵାନ ଏହି ମସଜିଦ କୁ ଆସିଥିଲେ । .

ସ୍ଥାପତ୍ୟ 

ଦୂର ରୁ ମସଜିଦ ଏକ ମନ୍ଦିର ପରି ଦୃଷ୍ଟିଗୋଚର ହେଇଥାଏ । କିନ୍ତୁ ମୂର୍ତି ନ ଥାଇ କାନ୍ଥ ମାନଙ୍କରେ ନିଖୁଣ ଚିତ୍ର ସବୁ ଖୋଦେଇ ହେଇ ଥାଏ । ପ୍ରାର୍ଥନା ପାଇଁ ଦିଗ ଦର୍ଶାଉଥିବା ମିହରବ ଅନନ୍ୟ ମସଜିଦ ପରି ଥାଏ ।ମସଜିଦ ଭିତର କାନ୍ଥ ମାନଙ୍କୁ ପ୍ରାଚୀନ ତାମିଲ ଶୈଳୀ ମଧ୍ୟ ପରିଲକ୍ଷିତ ହେଇଥାଏ . 

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. Gibb & Beckingham 1994, pp. 814–815 Vol. 4.
  2. Krishna, Nanditha.
  3. "Documentary on Tamil Muslims inspires approach to Tamil national struggle".