ତପୋବନ ଏକ୍ସପ୍ରେସ
ଦେଖଣା
17618 / 17 ତପୋବନ ଏକ୍ସପ୍ରେସ ,ଭାରତୀୟ ରେଳବାଇ ର ଦକ୍ଷିଣ କେନ୍ଦ୍ର ଡିଭିଜନ ଦ୍ଵାରା ଚାଲୁଥିବା ଏକ ଏକ୍ସପ୍ରେସ ଟ୍ରେନ । ଏହା ମୁମ୍ବାଇ ଓ ନାନ୍ଦେଦ ମଧ୍ୟ ରେ ଚଳାଚଳ କରେ ।
ସଂସ୍କୃତ ଶବ୍ଦ "ତପସ୍ୟା" ଅନୁସାରେ ନମିତ ଏହି ଟ୍ରେନ ରେ AC କୋଚ ସହିତ ପାନ୍ତରୀ କାର ମଧ୍ୟ ରହିଥାଏ । ଏହା ସମୁଦାଯ ୬୧୦ କିଲୋମିଟର ରାସ୍ତା ଯାଏ ।
କୋଚ ସମୂହ
ତପୋବନ ଏକ୍ସପ୍ରେସ ରେ ୨ ଟି AC ଚେୟାର କାର , ୧୦ ଟି ୨ ୟ ଶ୍ରେଣୀ ସିଟିଙ୍ଗ , ୩ ଟି ସାଧାରଣ ବଗି ୨ ଟି ଲଗେଜ ସହ ପାନ୍ତରୀ କାର ରହେ । ଏଥିରେ ସମୟ ସମୟ ରେ ପରିବର୍ତନ ହୁଏ ।
ଯାତ୍ରାପଥ
ଟ୍ରେନ ଟି ହଜୁର ସାହେବ ନାନ୍ଦେଦ , ପୂର୍ଣା ଜଙ୍କସନ , ପୁରଭାନୀ , ମାନବତ , ଜଳନା , ଔରଙ୍ଗାବାଦ , ଲାତୂର , ନାସିକ ଦାଦର ସେଣ୍ଟ୍ରାଲ ଦେଇ ଯାଏ ।