ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ , ସମ୍ବଲପୁର
ଦେଖଣା
ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ , ଭାରତୀୟ ରାଜ୍ୟ ଓଡିଶା ର ପଶ୍ଚିମାଞ୍ଚଳ ର ମୁଖ୍ୟ ଜିଲ୍ଲା ସମ୍ବଲପୁର ର ସଦର ମହକୁମା ସମ୍ବଲପୁର ସହର ରେ ଅବସ୍ଥିତ । ଏହା ପ୍ରସିଦ୍ଧ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ନାମାନୁସାରେ ନାମିତ ।ଏହି ପଡିଆ ରେ ରଣଜୀ ଟ୍ରଫି ସହ ଅଦ୍ୟାବଧି 15ଟି ପ୍ରଥମ ଶ୍ରେଣୀ କ୍ରିକେଟ ମେଚ ଅନୁଷ୍ଠିତ ହେଇସାରିଲାଣି । ଏଠାରେ ପ୍ରଥମ କରି 1973.[୧] ରେ ରଣଜୀ ଟ୍ରଫି ମେଚ ର ଆୟୋଜନ କରା ଯାଇଥିଲା । ଏହି ପଡିଆ ରେ ପୂର୍ବାଞ୍ଚଳ କ୍ରିକେଟ ମେଚ ମଧ୍ୟ ଅନୁଷ୍ଠିତ ହେଇଥିଲା 1992 and 1999 ରେ .[୨]
ଆଧାର ସମୂହ
ବାହ୍ୟ ସଂଯୋଗ ସବୁ
This article about a cricket ground is a stub. You can help Wikipedia by expanding it. |