ଚେତେଶ୍ୱର ପୂଜାରା
ଚେତେଶ୍ଵର ଅରବିନ୍ଦ ପୂଜାରା (ଜନ୍ମ ୨୫ ଜାନୁଆରୀ ୧୯୮୮ , ଗୁଜରାତ ର ରାଜକୋଟ ) ଜଣେ ଭାରତୀୟ ଟେଷ୍ଟ କ୍ରିକେଟର ।
ଚେତେଶ୍ଵର ଜେନ ଡାହାଣ ହାତୀ ବେଟସମେନ ।ସେ ଶୌରଷ୍ଟ୍ର ତରଫ ରୁ ଘରେଇ କ୍ରିକେଟ ୨୦୦୫ ରୁ ଖେଳୁଥିବା ବେଳେ ୨୦୧୦ ରୁ ଭାରତୀୟ ଟେଷ୍ଟ ଦଳ ରେ ସ୍ଥାନ ପାଇଛନ୍ତି ।
ସେ 2010 ରେ ଭାରତୀୟ 19 ବର୍ଷ ରୁ ତଳ ଦଳ ରେ ଇଂଲଣ୍ଡ ଗସ୍ତ ରେ ଯାଇଥିଲେ ଏବଂ ସେହି ଟୁର ରେ ସର୍ବାଧିକ ସ୍କୋର କରିଥିଲେ । ତାଙ୍କ ଟେକନିକ ଓ ମନୋଭାବ ପାଇଁ ତାଙ୍କୁ ରାହୁଲ ଦ୍ରାବିଡ ଓ ଲକ୍ଷ୍ମଣ ଙ୍କ ପରି ଖେଳାଳି ଅବସର ନେବା ପରେ ଭାରତୀୟ ଟେଷ୍ଟ ଦଳ ପାଇଁ ଯୋଗ୍ୟ ବେଟସ ମେନ ବୋଲି ବିବେଚନା କରାଯାଉଥିଲା ।
2012 ରେ ସେ ନିଉ ଜିଲାଣ୍ଡ ବିପକ୍ଷ ରେ ଶତକ ହାସଲ କଲେ। ଇଂଲଣ୍ଡ ବିପକ୍ଷ ରେ ସେ ନଭେମ୍ବର 2012 ରେ ଦ୍ଵିଶତକ ଓ ପରେ ପରେ ଅଷ୍ଟ୍ରେଲିଆ ବିରୁଦ୍ଧ ରେ ମାର୍ଚ 2013 ରେ ପୁଣି ଏକ ଦ୍ଵିଶତକ କଲେ । ଉଭୟ ଥର ଭରତ ମେଚ ଜିତିଥିଲାୟ ସେ ମେନ ଓଫ ଥି ମେଚ ହାସଲ କରିଥିଲେ ।
ପୂଜାରା ମାତ୍ର 11 ଟି ଟେଷ୍ଟ ରେ 1.000 ରଣ ପୂରଣ କରି 2013 ପାଇଁ ଏମରଜିଙ୍ଗ "ଏମରଜିଙ୍ଗ ପ୍ଲେୟାର ଅଫ ଥି ଇୟର " ପୁରସ୍କାର ପ୍ରାପ୍ତ ହେଇଥିଲେ ।
ପ୍ରାରମ୍ଭିକ ଜୀବନ
ରାଜକୋଟ ରେ ଜନ୍ମିତ ଚେତସ୍ଵର ଙ୍କ ବାପା ଅରବିନ୍ଦ ନିଜେ ଜେନ ରଣଜୀ ଖେଳାଳି ଥିଲେ । ସେ ଚେତେଶ୍ଵର ଙ୍କୁ ପ୍ରାରମ୍ଭିକ କୋଚିଙ୍ଗ ଦେଇଥିଲେ । 2005 ରେ 19 ବର୍ଷ ତଳ ଦଳ ରେ ଯାଇ ଚେତେଶ୍ଵର ଭାରତ ପାଇଁ ପ୍ରଥମ ଟେଷ୍ଟ ରେ ଅପନର ହିସାବ ରେ 211
Awards
Cheteshwar Pujara's Test centuries | |||||||
---|---|---|---|---|---|---|---|
# | Runs | Match | Against | City/Country | Venue | Year | Result |
1 | 159 | 4 | New Zealand | Hyderabad, India | Rajiv Gandhi International Cricket Stadium | 2012 | |
2 | 206* | 6 | England | Ahmedabad, India | Sardar Patel Stadium | 2012 | |
3 | 135 | 7 | England | Mumbai, India | Wankhede Stadium | 2012 | |
4 | 204 | 11 | Australia | Hyderabad, India | Rajiv Gandhi International Cricket Stadium | 2013 | |
5 | 113 | 15 | West Indies | Mumbai, India | Wankhede Stadium | 2013 | |
6 | 153 | 16 | South Africa | Johannesburg, South Africa | Wanderers Stadium | 2013 | Drawn |
7 | 145* | 28 | Sri Lanka | Colombo, Sri Lanka | Sinhalese Sports Club Ground | 2015 | |
8 | 101* | 38 | New Zealand | Indore, India | Holkar Cricket Stadium | 2016 |
ସେ 2010 ରେ ଭାରତୀୟ 19 ବର୍ଷ ରୁ ତଳ ଦଳ ରେ ଇଂଲଣ୍ଡ ଗସ୍ତ ରେ ଯାଇଥିଲେ ଏବଂ ସେହି ଟୁର ରେ ସର୍ବାଧିକ ସ୍କୋର କରିଥିଲେ । ତାଙ୍କ ଟେକନିକ ଓ ମନୋଭାବ ପାଇଁ ତାଙ୍କୁ ରାହୁଲ ଦ୍ରାବିଡ ଓ ଲକ୍ଷ୍ମଣ ଙ୍କ ପରି ଖେଳାଳି ଅବସର ନେବା ପରେ ଭାରତୀୟ ଟେଷ୍ଟ ଦଳ ପାଇଁ ଯୋଗ୍ୟ ବେଟସ ମେନ ବୋଲି ବିବେଚନା କରାଯାଉଥିଲା ।
Cementing his place
On India's tour to South Africa in 2013, he emerged as the highest run scorer in the Test series, scoring 280 runs at an average of 70.00.[୧]
2012 ରେ ସେ ନିଉ ଜିଲାଣ୍ଡ ବିପକ୍ଷ ରେ ଶତକ ହାସଲ କଲେ। ଇଂଲଣ୍ଡ ବିପକ୍ଷ ରେ ସେ ନଭେମ୍ବର 2012 ରେ ଦ୍ଵିଶତକ ଓ ପରେ ପରେ ଅଷ୍ଟ୍ରେଲିଆ ବିରୁଦ୍ଧ ରେ ମାର୍ଚ 2013 ରେ ପୁଣି ଏକ ଦ୍ଵିଶତକ କଲେ । ଉଭୟ ଥର ଭରତ ମେଚ ଜିତିଥିଲାୟ ସେ ମେନ ଓଫ ଥି ମେଚ ହାସଲ କରିଥିଲେ ।
ପୂଜାରା ମାତ୍ର 11 ଟି ଟେଷ୍ଟ ରେ 1.000 ରଣ ପୂରଣ କରି 2013 ପାଇଁ ଏମରଜିଙ୍ଗ "ଏମରଜିଙ୍ଗ ପ୍ଲେୟାର ଅଫ ଥି ଇୟର " ପୁରସ୍କାର ପ୍ରାପ୍ତ ହେଇଥିଲେ ।
Awards
- ICC Emerging Cricketer of the Year 2013
International centuries
Test centuries
Cheteshwar Pujara's Test centuries | |||||||
---|---|---|---|---|---|---|---|
# | Runs | Match | Against | City/Country | Venue | Year | Result |
1 | 159 | 4 | New Zealand | Hyderabad, India | Rajiv Gandhi International Cricket Stadium | 2012 | |
2 | 206* | 6 | England | Ahmedabad, India | Sardar Patel Stadium | 2012 | |
3 | 135 | 7 | England | Mumbai, India | Wankhede Stadium | 2012 | |
4 | 204 | 11 | Australia | Hyderabad, India | Rajiv Gandhi International Cricket Stadium | 2013 | |
5 | 113 | 15 | West Indies | Mumbai, India | Wankhede Stadium | 2013 | |
6 | 153 | 16 | South Africa | Johannesburg, South Africa | Wanderers Stadium | 2013 | Drawn |
7 | 145* | 28 | Sri Lanka | Colombo, Sri Lanka | Sinhalese Sports Club Ground | 2015 | |
8 | 101* | 38 | New Zealand | Indore, India | Holkar Cricket Stadium | 2016 |
ଅନ୍ତର୍ଜାତିକ୍ ପୁରସ୍କାର
ଟେଷ୍ଟ କ୍ରିକେଟ
ମେନ ଅଫ ମେଚ ପୁରସ୍କାର
S No | Series | Season | Match Performance | Result |
---|---|---|---|---|
1 | 1st Test – Pataudi Trophy Test Series | 2012/13 | 1st Innings: 206* (389 balls, 21×4); 1 Ct. 2nd Innings: 41* (51 balls, 8×4) |
India won by 9 wickets.[୨] |
2 | 2nd Test – Border-Gavaskar Trophy Test Series | 2013 | 1st Innings: 204 (341 balls, 30x4, 1x6) 2nd Innings: DNB |
India won by an innings and 135 runs.[୩] |
3 | 3rd Test – India in Sri Lanka Test Series | 2015 | 1st Innings: 145* (289 balls, 14x4) 2nd Innings: 0 (2 balls) ; 1 ct. |
India won by 117 runs.[୪] |
ଆଧାର ସମୂହ
ବାହ୍ୟ ସଂଯୋଗ ସବୁ
- Player Profile: Cheteshwar Pujara from ESPNcricinfo
- Cheteshwar Pujara's profile page on Wisden
- Cheteshwar Pujara Profile and latest news at Sportskeeda
- Player Profile: Cheteshwar Pujara from CricketArchive