ଅଜିତ ଅଗରକର
ajit balachandra agarkar ( ଜନ୍ମ 4 ଡିସେମ୍ବର , 1977 ) ଜେନ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଲୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200 ରୁ ଅଧିକ ୱିକେଟ ନେବାସହ ବେଟିଙ୍ଗ ରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲ ରେ ଦିଲ୍ଲୀ ଓ କଲିକତା ପାଇଁ ଖେଳିବା ସହ ରଣଜୀ ଟ୍ରଫି ରେ ମୁମ୍ବାଇ ର ଅଧିନାଯକ ମଧ୍ୟରହିଥିଲେ । ଅଧିନାଯକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ ରେ ଉଭୟ ଟେଷ୍ଟ ଓ ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମେଚ ଖେଳିଥିଲେ । ଟି୨୦ ରେ ସେ ୨୦୦୬ ରେ ତାଙ୍କର ପ୍ରଥମ ମେଚ ଖେଳିଥିଲେ । ଏକଦିବ ସୀୟ ରେ ସେ ଭାରତ ର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ଵ କପ ରେ ଭାରତ ପାଇଁ ଖେଳିଥିଲେ ।
ବ୍ୟକ୍ତିଗତ ଜୀବନ
ନିଜର ଜେଜେବାପା ଓ ଜେଜେ ମା ଙ୍କ ଦ୍ଵାରା ପାଳିତ ଅଜିତ ଶିବାଜି ପାର୍କ ଅଞ୍ଚଳ ରେ ରହି ଥିଲେ । ଏଠାରୁ ଅନେକ ଭାରତୀୟ ପ୍ରସିଦ୍ଧ କ୍ରିକେଟ ଖେଳାଳି ଙ୍କ ଅଭିରଭାବ ହେଇଥିଲା । ରାମାକାନ୍ତ ଅଚ୍ରେକାର ଟକ୍ର କୋଚ ଥିଲେ । ସେ ପରେ ରୂପାରେଲ କଲେଜ ରେ ପଢୀଥିଲେ। ସେ ଫାଟିମା ଘାଡିଆଳି ଙ୍କୁ ବିଭାହ କରିଥିଲେ ଓ ରଙ୍କର ଏକ ପୁତ୍ର ରାଜ ଅଛି । ବର୍ତମାନ ସେ ୱୋର୍ଲି ଅଞ୍ଚଳ ରେ ବାସ କରନ୍ତି । Seaface in South Mumbai[୧]
ବୋଲିଂ ଷ୍ଟାଇଲ
ଆକାର ରେ ବେଶୀ ଉଛ ନ ଥିଲେ ମଧ୍ୟ ସେ ବଳିଷ୍ଠ ଗଠନ ଯୋଗୁ ଖୁବ ଦ୍ରୁତ ଗତି ରେ ବୋଲିଂ କରିପାରୁଥିଲେ । ପୁରୁଣା ବଲ ରେ ମଧ୍ୟ ରିଭର୍ସସ୍ଵିଙ୍ଗ ଦେଇପାରିବା ତାଙ୍କ ବିଶେଷତା ଥିଲା ।
ଆଧାର ସମୂହ
Records
Test Hundreds
# | Opponent | Venue | Season | Performance |
---|---|---|---|---|
1 | England | Lord's | July 2002 | 109*(190) |
Test 5-Wicket Hauls
# | Opponent | Venue | Season | Performance |
---|---|---|---|---|
1 | Australia | Adelaide Oval | Dec 2003 | 16.2-2-41-6 |
ODI 5-Wicket Hauls
# | Opponent | Venue | Season | Performance |
---|---|---|---|---|
1 | Australia | Melbourne | Jan 2004 | 9.3-1-42-6 |
2 | Sri Lanka | Pune | Nov 2005 | 9.5-1-44-5 |