Jump to content

ଗୋରଖପୁର ମୁମ୍ବାଇ ଜନସାଧାରଣ ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
୨୧:୩୧, ୩ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Gorakhpur Mumbai Jan Sadharan Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଗୋରଖପୁର ମୁମ୍ବାଇ ଜନସାଧାରଣ ଏକ୍ସପ୍ରେସ, ଏକ ସାପ୍ତାହିକି ଟ୍ରେନ । ଏହା ଭାରତୀୟ ରେଳ ବିଭାଗ ଦ୍ଵାରା ଗୋରଖପୁର ଜଙ୍କସନ ରୁ ମୁମ୍ବାଇ CST ବା ଛତ୍ରପତି ଶିବାଜି ଟର୍ମିନସ ଯାଇ ଚାଲିଥାଏ । ଏହା ରେଳବାଇ ର ଉତ୍ତର ପୂର୍ବ ଡିଭିଜନ ଦ୍ଵାରା ପରିଚାଳିତ ହୁଏ । ଏହା ତାହାର ଗନ୍ତବ୍ୟସ୍ଥଳ ପହଞ୍ଚିବାକୁ ୨୭ ଘଣ୍ଟା ନିଏ । 

କୋଚ ବ୍ୟବସ୍ଥା 

ସାଧାରଣତଃ ଏଥିରେ ୧୫ ଟି ପାସେଞ୍ଜର କୋଚ ଲାଗୁଥିଲେ ମଧ୍ୟ ଭିଡ ସମୟ ରେ ଅଧିକ କୋଚ ର ବ୍ୟବସ୍ଥା ଥାଏ । 

ସେବା 

ଗତିପଥ ଓ ରହଣି 

ଏହି ଟ୍ରେନ ଲକ୍ଷ୍ନୋ , କାନପୁର , ଝାଁସୀ ,ଇତାରସି  ନାସିକ , କଲ୍ୟାଣ ପରି ମୁଖ୍ୟ ଷ୍ଟେସନ ଦେଇ ମୁମ୍ବାଇ ପହଞ୍ଚିଥାଏ । 

ଆଧାର ସମୂହ