ମାଣ୍ଡ ନଦୀ
ଦେଖଣା
ମାଣ୍ଡ ନଦୀ ମଧ୍ୟ ପୂର୍ବ ଭାରତ ର ଏକ ମୁଖ୍ୟ ନଦୀ ମହାନଦୀ ର ଏକ ଉପନଦୀ ।ଏହି ନଦୀ ଓଡିଶା ରାଜ୍ୟ ସୀମା ଭିତର କୁ ଆସି ଓଡିଶା ଭିତରେ ୨୮ କିଲୋମିଟର ପ୍ରବାହିତ ହେଲା ପରେ ମହାନଦୀ ରେ ନିର୍ମିତ ହେଇଥିବା ହୀରାକୁଦ ଜଳଭଣ୍ଡାର ରେ ପତିତ ହୁଏ । ଏହା ଛତିଶଗଦ ର ସରଗୁଜା ଜିଲ୍ଲା ର ପାର୍ବତ୍ୟ ଇଲାକା ରୁ ବାହାରି ସେ ହୀରାକୁଦ ନଦୀବନ୍ଧ ରେ ପହଞ୍ଚିବା ଆଗରୁ ୨୪୧ କିଲୋମିଟର ପଥ ପ୍ରବାହିତ ହେଇଥାଏ । ମଣିପାଟ ମାଳ ଅଞ୍ଚଳ[୧] ର ଦକ୍ଷିଣ ଭାଗ ରୁ ଏହି ନଦୀ ଜଳସଂଗ୍ରହ କରିଥାଏ । ଏହାର ଜଳସଂରହ ଅଞ୍ଚଳ ର ଆୟତନ ୫୨୦୦ ବର୍ଗ କିଲୋମିଟର[୨]