ଶଙ୍ଖ ନଦୀ
ଶଙ୍ଖ ନଦୀ ପୂର୍ବ- ମଧ୍ୟ ଭାରତୀୟ ରାଜ୍ୟ ଝାରଖଣ୍ଡ , ଓଡିଶା ଓ ଛତିଶଗଦ ମଧ୍ୟ ଦେଇ ପ୍ରବାହିତ ହୁଏ । ଏହା ମୂଳ ସ୍ରୋତ ରୁ ପ୍ରାୟ ୨୪୦ କିଲୋମିଟର ପ୍ରବାହିତ ହେଲା ପରେ ଏହା କୋଏଲ ନଦୀ ସହ ସମାର୍ଜିତ ହେଇଯାଏ ।
ଗତିପଥ
ଶଙ୍ଖ ନଦୀ ସମୁଦ୍ରପତ୍ତନ ଠାରୁ ୧,୦୦୦ ମିଟର ଉତ୍ଛ ରେ ଥିବା ଲୁପୁଙ୍ଗପାଟ ଗ୍ରାମ , ଯାହା ଝାରଖଣ୍ଡ ରାଜ୍ୟ ର ଗୁମଳା ଜିଲ୍ଲା ରେ ଅବସ୍ଥିତ , ରୁ ବାହାରି ସେହି ରାଜ୍ୟ ଦେଇ ୬୭.୫ କିଲୋମିଟର ଦୁରତ୍ଵା ଅତିକ୍ରମ କଳା ପରେ ନିକଟବର୍ତୀ ଛତିଶଗଦ ରାଜ୍ୟ ରେ ପ୍ରବେଶ କରେ । ଏହା ଛତିଶଗଦ ରେ ୫୦ କିଲୋମିଟର ଗଲା ପରେ ପୁଣି ଝାରଖଣ୍ଡ ରାଜ୍ୟ ରେ ପ୍ରବେଶ କରେ । ସେହି ଠାରୁ ରାଜ୍ୟ ରେ ୭୮ କିଲୋମିଟର ପ୍ରବାହିତ ହେଲା ପରେ ଏହା ଓଡିଶା ରାଜ୍ୟ କୁ ପ୍ରବେଶ କରେ । ଓଡିଶା ରେ ଶଙ୍ଖ ନଦୀ ୪୫ କିଲୋମିଟର ବହି ଯାଇ କୋଏଲ ନଦୀ ସହ ମିଳିତ ହେଇଥାଏ । .[୧] କୋଏଲ ଏବଂ ଶଙ୍ଖ ନଦୀ ରାଉରକେଲା ସହର ପାର୍ଶ୍ଵବର୍ତୀ ବେଦବ୍ୟାସ ଠାରେ ମିଳିତ ହେଲା ପରେ ତାହା ବ୍ରାହ୍ମଣୀ ନଦୀ ହେଇ ବହି ଯାଏ । i (see 22°14′45″N 84°47′02″E / 22.2458800°N 84.7837500°E).[୨]
ସାଦନୀ ପ୍ରପାତ
ଶଙ୍ଖ ନଦୀ ରେ ଝାଡ଼ଖଣ୍ଡ ରାଜ୍ୟ ର ରାଞ୍ଚି ନିକଟ ରେ ଏକ ୨୦୦ ଫୁଟ ର ଜଳପ୍ରପାତ ସୃଷ୍ଟି ହେଇଥାଏ । ଏହାକୁ ସ୍କ୍ରାପ ପ୍ରପାତ କୁହା ଯାଏ । [୩]
ଆଧାର ସମୂହ
- ↑ Hydrology and Water Resources of India by Sharad K. Jain, Pushpendra K. Agarwal, Vijay P
- ↑
{{cite web}}
: Empty citation (help) - ↑ Physical Geography: Hydrosphere By K. Bharatdwaj. Google Books. Retrieved 2010-04-20.
This article related to a river in India is a stub. You can help Wikipedia by expanding it. |