Jump to content

ପୋଷ୍ଟ

ଉଇକିପିଡ଼ିଆ‌ରୁ
୧୩:୧୦, ୩୦ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Post") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ନିମ୍ମ ବର୍ଣିତ ବିଷୟ ବସ୍ତୁ ନା କର୍ମ ସବୁକୁ ପୋଷ୍ଟ (Post) ଆଖ୍ୟା ଦିଆ  ଯାଇପାରେ । 

ଡାକ 

  • ଡାକ ବା ପୋଷ୍ଟାଲ ବ୍ୟବସ୍ଥା ଯାହା ଦେଶ ମାନଙ୍କରେ ପ୍ରଚଳିତ ରହିଛି 
  • ହୋଟେଲ ପୋଷ୍ଟ - ସ୍ଵିଜର୍ଲାଣ୍ଡ ର ହୋଟେଲ ମାନଙ୍କୁ ଚିଠି ବା ଅନ୍ୟ ପଠାଣ ନିକଟସ୍ଥ ଡାକ ଘର କୁ ନେବା ସେବା 
  • ଇଣ୍ଟର୍ନେଟ ର ବିଭିନ୍ନ ସାମାଜିକ ମାଧ୍ୟମ  ରେ ବା ବ୍ଲଗ ସାଇଟ ସ୍ଥାପନ ପାଇଁ ଲେଖା 

ସଂବାଦପତ୍ର ଓ ମାଗାଜିନ 

  • The  Post , ଏକ ସଂବାଦପତ୍ର ଶ୍ରେଣୀ 
  • ଅଷ୍ଟ୍ରେଲିଆନ Post , ଏକ ବିଲୁପ୍ତ ଅଷ୍ଟ୍ରେଲିୟ ସାପ୍ତାହିକି ମାଗାଜିନ
  • " Post Magazine " ୧୮୪୦ ରେ ପ୍ରକାଶିତ ହେଇଥିବା ପ୍ରଥମ ବ୍ରିଟିଶ ମାଗାଜିନ । 

ସଂଗୀତ 

  • Post (Björk album), ୧୯୫୫ ର ଷ୍ଟୂଡିଓ ଆଲବମ  
  • Post (Paul Kelly album), ପ୍ରଥମ ସୋଲୋ ଆଲବମ 
  • Post Malone, କଳାକାର 
  • Post Records, ସର୍ବୋଛ ସ୍ତର 
  • Post hanger ର ବିକଳ୍ପ ନାମ 

ସଂଗଠନ ଓ କମ୍ପାନୀ ସମୂହ 

  • LIU Post, ନିଉ ୟର୍କ ର ଲଙ୍ଗ ଦ୍ଵିପ ବିଶ୍ୱବିଦ୍ୟାଳୟ ର ଏକ କେମ୍ପସ 
  • Post Foods, ସଂରକ୍ଷିତ ଖାଦ୍ୟ  କମ୍ପାନୀ 
  • Post University, ଆମେରିକା ର କନ୍ନେତିକଟ୍ ର ଏକ ବିଶ୍ୱବିଦ୍ୟାଳୟ 
  • ଆମେରିକା ର ବିଜ୍ଞାନ ଓ କାରିଗରୀ ବିଭାଗ ର ପାର୍ଲିଆମେଣ୍ଟରୀ ଅଫିସ 
  • An Post, ଆୟର୍ଲାଣ୍ଡ ଦେଶ ର ଡାକ ବ୍ୟବସ୍ଥା 

ସ୍ଥାନ ସମୂହ 

  • Post, Iran, ଇରାନ ର ଏକ ଗ୍ରାମ 
  • Post, Texas, ଆମେରିକା ର ଏକ ପାର୍ଲାମେନ୍ଟ ଆସନ 
  • Post, Oregon, ଆମେରିକା ଓରେଗାଁ ର ଭୌଗୋଳିକ କେନ୍ଦ୍ର 

କ୍ରିଡା ସମୂହ 

  • Post (basketball),ବାସ୍କେଟବଲ ରେ ବସ୍କେତ ନିକଟ ର ସ୍ଥାନ 
  • Post (route), ଆମେରିକୀୟ ଫୁଟବଲ ରେ ଦୌଡିବା ରାସ୍ତା 
  • Posting system, ଜାପାନୀ ବସେବଲ୍ଲ ରେ ବଲ ବଦଳ ପ୍ରକ୍ରିୟା 

କାରିଗରୀ 

  • Post (structural) କାଠ ରେ ଫ୍ରେମ କରିବା 
  • Power-on self-test, କମ୍ପୁଟର ଜାତୀୟ ମେସିନ ର ଖୋଲିବା ବିଧି 
  • POST (HTTP), ଏକ ଅନୁରୋଧ ବିଧି 
  • .post, ଇଣ୍ଟର୍ନେଟ ସାଇଟ 

ଅନ୍ୟସବୁ 

  • ଏକ କାର୍ଯ୍ୟ କିମ୍ବା ବୃତ୍ତି 
  • Military base,ସେନା ବାହିନୀ ପାଇଁ ଏକ ନିର୍ଧାରିତ ସ୍ଥାନ 
    • Military outpost - ସେନା ବାହିନୀ ର ଜଗିବା ସ୍ଥଳ 
  • Trading post ବାଣିଜ୍ୟ କରିବା ସ୍ଥାନ 
  • Post (surname)- ଉପନାମ 
  • Post, ଘୋଡା ଚଢିବାର ଏକ ପ୍ରକାର ଭେଦ 
  • Post, ଘର tର ଏକା ଅଂଶ  
  • Part-of-speech tagging, ଏକ ଭାଷଣ ର ବ୍ୟାଖ୍ୟା 
  • Peace Officer Standards and Training, ଆମେରିକୀୟ ସେନାବାହିନୀ ର ଏକ ଟ୍ରେନିଂ ବ୍ୟବସ୍ଥା 

ପୁନଶ୍ଚ ଦେଖଣା