କସୌଲି
କସୌଲି(Hindi: कसौली) , ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ର ସୋଲାନ ଜିଲ୍ଲା ର ଏକ କାଣ୍ଟନମେଣ୍ଟ ସହର । ଏହା ୧୮୪୨ ରେ ଏହା ପାର୍ବତ୍ଯ ନିବାସ ଭାବରେ ବ୍ରିଟିଶ ମାନଙ୍କ ଦ୍ଵାରା ନିର୍ମିତ ହେଇଥିଲା । ଏହା ଶିମଳା ଠାରୁ ୭୭ କିଲୋମିଟର , ଚଣ୍ଡିଗଡ ଠାରୁ ୬୫ କିଲୋମିଟର , ଅମ୍ବାଲା କଣ୍ଟ ଠାରୁ ୯୪ କିଲୋମିଟର ଦୁରବର୍ତୀ । ଅମ୍ବାଲା ରେ ରେଳ ଜଙ୍କସନ MSL ଠାରୁ ୬,୩୨୨ ଫୁଟ ଉପରେ ରହିଛି । ସହର ଟି ସମୁଦ୍ରପତ୍ତାନ ଠାରୁ ୧,୯୦୦ ମିଟର ଉଛ ।
ଜନ ଆବାଦୀ
According to the 2001 India census, Kasauli had a population of 4994. Males constituted 56% of the population, and females 44%. Kasauli had an average literacy rate of 80%, higher than the then national average of 75.5%; male literacy was 84%, and female 76%. 10% of the population was under 6 years of age.
ପାଗ
Kasauli has a moderate climate. Winter temperature is approximately 2 degrees Celsius, with Summer temperatures rarely exceeding 32 degrees Celsius or more. The general wind direction is south-west to north-east. Total rainfall for the year is 1020 millimetres, with humidity at 90% in September and 28% in April.
ମୁଖ୍ୟ ସ୍ଥାନ ସବୁ
ଏଠାରେ ଏକ କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ ରହିଛି । ସେଥିରେ ରୋଗ ନିରାକରଣ ଉପରେ ଗବେଷଣା ହୁଏ । .[୧]
Education
ବାପତିଷ୍ଟ ଚର୍ଚ
ଏଠାରେ ୧୯୨୩ ମସିହା ନିର୍ମିତ ବାପତିଷ୍ଟ ଚର୍ଚ ରହିଛି । ୨୦୦୮ ରେ ଏହି ଚର୍ଚ ରେ ଅଗ୍ନିକାଣ୍ଡ ଘଟି ଭିତର ଅଂଶ ନଷ୍ଟ ହେଇଯାଇଥିଲା ।
ଖ୍ରୀଷ୍ଟ ଚର୍ଚ
୧୮୫୩ ମସିହା ରୁ ଏଠାରେ ଖ୍ରୀଷ୍ଟ ଚର୍ଚ ରହିଛି ।
ଏହି ଚର୍ଚ ଅମୃତସର ର ଉତ୍ତର ଭରତ ଚର୍ଚ ଅଧୀନ ରେ ରହିଛି ।
ଗୁରୁଦ୍ୱାରା
ଗରଖଳ ବଜାର ନିକଟ ରେ ଏକ ଗୁରୁଦ୍ଵାର ରହିଛି । [ଆଧାର ଲୋଡ଼ା]
Manki Point
Beja State
Mahlog State
ଜନ ଆବାଦୀ
Education
Nearby villages
ଖ୍ରୀଷ୍ଟ ଚର୍ଚ
୧୮୫୩ ମସିହା ରୁ ଏଠାରେ ଖ୍ରୀଷ୍ଟ ଚର୍ଚ ରହିଛି ।
ଆଧାର ସମୂହ
- ↑ "Pasteur Institute of India, Kasauli" Nature 6 July 1940.
ବାହ୍ୟ ସଂଯୋଗ ସବୁ
- Kasauli travel guide from Wikivoyage
- Himachal Pradesh website. Retrieved 8 July 2011
- "Development plan for Kasauli Planning Area", Himachal Pradesh Government. Retrieved 8 July 2011
- "Kasauli - My Ride", Tranquilblog
- "Places to visit in Kasauli", Travel Diary