Jump to content

ସପୁତରା

ଉଇକିପିଡ଼ିଆ‌ରୁ
୧୭:୩୯, ୨୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Saputara") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସପୁତରା ଭାରତୀୟ ରାଜ୍ୟ ଗୁଜୁରାଟ ର ଡଙ୍ଗା ଜିଲ୍ଲା ରେ ଏକ ଶୈଳ ନିବାସ ତଥା ମୁନସିପାଳ ସହର ।  ଏକ 

ଭୌଗୋଳିକ ସ୍ଥିତି 

ପଶ୍ଚିମ ଘାଟ ପର୍ବତମାଳ ର ଡାଙ୍ଗ ଜଙ୍ଗଲ ଅଞ୍ଚଳ ରେ ଏହି ଶୈଳ ନିବାସ ରହିଛି ।  ଏହି ରେଞ୍ଜ ର ପତ୍ତନ ପ୍ରାୟ 900 ମିଟର । 

ବ୍ୟୁପତ୍ତି  ସପୁତରା ର ଅର୍ଥ " ସର୍ପ ମାନଙ୍କ  ଆବାସ " । ଏଠାରେ ନିକଟ ରେ ବହି ଯାଉଥିବା ସର୍ପଗଙ୍ଗା ନଦୀ ର ତଟ ରେ ସର୍ପ ମୂର୍ତି କୁ ଆଦିବାସୀ ମାନଙ୍କ ଦ୍ଵାରା ହୋଲି ସମୟ ରେ ପୂଜା କରାଯାଇଥାଏ । 

ସପୁତରା ସୁରାଟ ରୁ ୧୭୨ କିଲୋମିଟର ଦୂରରେ ଓ ମୁମ୍ବାଇ ଠାରୁ ୨୫୦ କିଲୋମିଟର ଦୂରରେ ଅବସ୍ଥିତ । ମହାରାଷ୍ଟ୍ର ରାଜ୍ୟ ସୀମାରେଖା ଏଠାରୁ ପ୍ରାୟ ୪ କିଲୋମିଟର ଦୂର ଦେଇ ଯାଇଛି ।  ସପୁତରା କୁ ଏକ ଉନ୍ନତ ଶୈଳ ନିବାସ କରିବା ପାଇଁ ସମସ୍ତ ପ୍ରକାର ସୁବିଢା ଦିଅ ଯାଇଛି । ଏଠାରେ ପରବତୟା ଆବାସ , ସ୍ଵୀମିଂ  ପୁଲ , ବୋଟ କ୍ଲବ , ଥିଏଟର , ରୋପ-ୱେ ର ବ୍ୟବସ୍ଥା କରାଯାଇଛି । ଏଠାରେ ଏକ ମିଉଜିଅମ ମଧ୍ୟ ରହିଛି । ସପୁତରା ଠାରୁ ୬୦ କିଲୋମିଟର ଦୂର ରେ ବରଦୀପଡା ଅଭୟାରଣ୍ୟ ଓ ୫୨ କିଲୋମିଟର ଦୂର ରେ ଗିରା ଜଳପ୍ରପାତ ଦର୍ଶନୀୟ ସ୍ଥାନ ହିସାବ ରେ ରହିଛି । 

ଦର୍ଶନୀୟ ସ୍ଥାନ ସବୁ 

ସନସେଟ ପୋଏଣ୍ଟ ର ଦୃଶ୍ୟ 
  • କଳାକାର ଗ୍ରାମ - ଏଠାରେ  ପଲ୍ଲି ନିର୍ମିତ କୁଟୀର ଶିଳ୍ପ ଜିନିଷ ସବୁ ମିଳିଥାଏ। ଏଠାରେ ମଧ୍ୟ ପରଜ୍ଯତତ ମାନଙ୍କ ପାଇଁ ରହଣି ର ବ୍ୟବସ୍ଥା ରହିଛି । []
  • ବଂଶଡା ଜାତୀୟ ପାର୍କ - DFO ଙ୍କ ଠାରୁ ଅନୁମତି ନେଇ ଏଠାକୁ ଭ୍ରମଣ ପାଇଁ ଯାଇ ହୁଏ । 
  • ପୂର୍ଣା ଅଭୟାରଣ୍ୟ - ଏହା ମହଲ ଠାରେ ଅବସ୍ଥିତ 
  • ସାତପୁର ହ୍ରଦ ରେ ବୋଟିଙ୍ଗ 
  • ସାନ ରାଇଜ ପୋଇଣ୍ଟ 
  • ରୋପ ୱେ
  • ଗିରା ପ୍ରପାତ[] 
  • ଗୀରାମଲ ପ୍ରପାତ
  • ସାବରି ଧାମ 
ଗିରା ପ୍ରପାତ 
  • []Gira Falls: Is an excursion option 52 km from Saputara. Best during the months of June to November.[]
  • Giramal Fall: Water fall in Purna wild-life century near Girmal village on Gira river.
  • Shabri Dham: Shabri mata temple located near Subir village on Ahwa-Navapur road.
  • Gardens
    • Rose Garden, a garden with many varieties of roses.
    • Step Garden, a garden set up in steps. On the steps are laid plants and flower pots
    • Lake Garden, on the banks of Saputara Lake

ଯାତାୟାତ ସୁବିଧା 

 ଏଠାରୁ ୪୬ କିଲୋମିଟର ରେ ହିନ୍ଦୁ ଧର୍ମ ସ୍ଥଳୀ ସପ୍ତଶ୍ରୁଙ୍ଗୀ କୁ ଯାଇ ହୁଏ । ଏଠାକୁ ଆସିବାକୁ ସୁରାଟ ବିମାନ  ବନ୍ଦର ନିକଟତମ । ଏହା ୧୭୨ କିୟମିଟର ଦୂର ରେ ଅଛି । ନିକଟସ୍ଥ ରେଳ ଷ୍ଟେସନ ବିଳିମୋର ଠାରେ ରହିଛି ।[]  

ଗେଲେରୀ 

ଆଧାର ସବୁ