Jump to content

ପଟନୀଟପ୍ , ଜାମ୍ମୁ ଓ କାଶ୍ମୀର

ଉଇକିପିଡ଼ିଆ‌ରୁ
୧୧:୪୪, ୨୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Patnitop") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ପଟନୀଟପ୍ ବା ପତ୍ନୀ ଟପ , ଭାରତୀୟ ରାଜ୍ୟ ଜାମ୍ମୁ ଓ କାଶ୍ମୀରର ଉଧାମପୁର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ 1 A ରେ ଜାମ୍ମୁ ଠାରୁ ୧୧୨ କିଲୋମିଟର ଦୂର ରେ ଥିବା ଏକ ପାର୍ବତ୍ୟ ରହଣି ସ୍ଥଳ । ହିମାଳୟ ପର୍ବତ ର ଶିବାଲିକ ରେଞ୍ଜ ରେ ଏହା ଅବସ୍ଥିତ । ଏହା ର ପତ୍ତନ ୬,୬୪୦ ଫୁଟ , ଏହି ଅଞ୍ଚଳ ର ସନ୍ନିକଟ ରେ ଚିନାବ ନଦୀ ପ୍ରବାହିତ ହେଇଛି ।[] 

ପଟନୀଟପ୍ ପତନିତପ ବାଇପାସ ଟନେଲ ରାସ୍ତା 

ବରଫପାତ ଓ ଶିଳାପତନ ଯୋଗୁଁ ଶୀତ କାଳ ରେ ଜାତୀୟ ରାଜପଥ 1A କିଛି ଦିନ ବନ୍ଦ ହେଇଯାଇ ଥାଏ । ଏହା ଦ୍ଵାରା ରାସ୍ତା ରେ ଗାଡି ସବୁ ବହୁ ସମୟ , ଏପରିକି ବହୁ ଦିନ ଧରି ଲାମ୍ବା ଧାଡି ରେ ରାହିଜାଏ । ଏହି ସମସ୍ୟା କୁ କିଞ୍ଚିତ ଦୂର କରିବାକୁ ଚେନାନାଇ-ନାସରି ସୁଡଙ୍ଗ ବା ପଟନୀଟପ୍[] ସୁଡଙ୍ଗ ନିର୍ମିତ ହଉଛି । ଏହା ଚେନାନାଇ ଠାରୁ 2 କିଲୋମିଟର ଦୂର ରୁ ଆରମ୍ଭ ହେଇ ନାସରି ଗ୍ରାମ ଯାଏ ରହିଛି । 

ସୁଡଙ୍ଗ ର ଦକ୍ଷିଣ ପଟ  33°02′47″N 75°16′45″E / 33.0463°N 75.2793°E / 33.0463; 75.2793 and  ଓ ଉତ୍ତର ପାଟ  33°07′43″N 75°17′34″E / 33.1285°N 75.2928°E / 33.1285; 75.2928.ରେ ଅବସ୍ଥିତ।  ସୁଡଙ୍ଗ କାମ ପୂର୍ଣ ହେଲେ ଜାତୀୟ ରାଜପଥ ଆଉ ପଟନୀଟପ୍ ଦେଇ ଯିବ ନାହିଁ । ସୁଡଙ୍ଗ 2016 ରେ କାର୍ଯ୍ୟକ୍ଷମ ହେବାର ଆକଳନ ହେଇଥିଲା । []

ଗେଲେରୀ 

ଆଧାର ସମୂହ 

  1. Silas, Sandeep (2005). "17. Patnitop". Discover India by Rail. Sterling Publishers. p. 47. ISBN 81-207-2939-0.
  2. {{cite web}}: Empty citation (help)
  3. http://economictimes.indiatimes.com/slideshows/infrastructure/chenani-nashri-indias-longest-road-tunnel-to-open-for-traffic-in-2016/four-lane-project/slideshow/48291517.cms

ବାହ୍ୟ ସଂଯୋଗ ସବୁ