Jump to content

ମେନପାଟ

ଉଇକିପିଡ଼ିଆ‌ରୁ
୦୮:୩୫, ୨୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Mainpat") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ମେନପାଟ  (मैनपाट) ଭାରତୀୟ ରାଜ୍ୟ ଛତିସଗଡ ର ସରଗୁଜା ଜିଲ୍ଲା ର ଉତ୍ତରାଞ୍ଚଳ ରେ ଏକ ଗ୍ରାମ । ଏହା ଅମ୍ବିକାପୁର ଠାରୁ ୪୫ କିୟମିଟର ଦୂର । ଏହା ଏକ ଶୈଳନିବାସ ହେବା ସହ ଏଠାରେ "ଟାଇଗର ପୋଏଣ୍ଟ "ନାମକ ଏକ ଜଳପ୍ରପାତ ମଧ୍ୟ ରହିଛି । 

Overview

[]Mainpat is known as the "Shimla/Swiss of Chhattisgarh" and is a popular tourist attraction. It is also home to a number of Tibetan religious exiles who worship at a temple dedicated to Buddha and manufacture designer mats as well as woolen cloth.[]


ମେନପାଟ ଗ୍ରାମ କୁ " ଛତିଗଡ ର ଶିମଳା " ବୋଲି ମଧ୍ୟ କୁହାଯାଇଥାଏ । ଏଠାରେ କିଛି ତିବତ ର ଅଧିବାସୀ ସ୍ଥାୟୀ ଭାବରେ ବସବାସ କରି ଆସୁଛନ୍ତି । ସେମାନେ ଏକ ବୁଦ୍ଧ ମନ୍ଦିର ରେ ଆରାଧନା କରନ୍ତି । 

ମେନପାଟ ରେ ଊଲ ରୁ ସୁନ୍ଦର ଡିଜାଇନ ର ମାଟ ତିଆରି ହୁଏ ଓ ତାହା ଦେଶ ର ଅନନ୍ୟ ସ୍ଥାନ କୁ ବିକ୍ରି ପାଇଁ ଯାଏ   ବର୍ତମାନ ଗ୍ରାମ ରେ ସଡକ ଓ ଅନନ୍ୟ ସୁବିଧା ସମୂହ ର ଉନ୍ନତିକାରଣ ହେଇଛି । ପର୍ଯ୍ୟଟକ ଙ୍କ ପାଇଁ ଆକର୍ଷକ ଏହି ସ୍ଥାନ ର ଆହୁରି ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷୀ ରୁ ଯୋଜନା ମନ ରହିଛି । ବିଶେ ଭାବରେ ଗମନା ଗମନ ସୁବିଧା ହେଲେ ଏହା ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳ ହେଇ ପାରିବ । 

ଇତିହାସ 

ଗ୍ରାମ ରେ ସାଧାରଣତଃ ଯାଦବ ଓ ମାଝି ଜାତି ର ଆଦିବାସୀ ସଂପ୍ରଦାୟ ବାସ କରନ୍ତି [].

ଆଧାର 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)

ବାହ୍ୟ ସଂଯୋଗ ସବୁ 

ମେନପାଟ travel guide from Wikivoyage