Jump to content

ନରକନ୍ଦା

ଉଇକିପିଡ଼ିଆ‌ରୁ
୧୯:୪୩, ୨୮ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Narkanda") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ନରକନ୍ଦା ଭାରତୀୟ ରାଜ୍ୟ ହିମାଚଳପ୍ରଦେଶ ର ସିମଳା ଜିଲ୍ଲା ରେ ଏକ ସହର । ଏହା ହିନ୍ଦୁସ୍ଥାନ ତିବତ ରୋଡ (NH-୨୨) ରେ ଅବସ୍ଥିତ । ସିମଳା ଠାରୁ ଏହାର ଦୂରତା ୬୫ କିଲୋମିଟର ହେଇଥିବା ବେଳେ ଏହା ଶିବାଳିକ ରେଞ୍ଜ ଦ୍ଵାରା ପରିବେଷିତ ରହିଛି । 

ନରକନ୍ଦା ଡାକ ବଙ୍ଗଳା , ୧୮୮୬ ରେ 
ବର୍ତମାନ ର ନରକନ୍ଦା ସହର .

ଏହା ଏକ ଶୈଳନିବାସ ହେବା ସହ ସ୍କିଇଙ୍ଗ ପାଇଁ ଉପଯୁକ୍ତ ସ୍ଥାନ । ଏଠାରେ ଏପଲ ଚାଷ ବହୁ ପରିମାଣ ରେ ହୁଏ । 

ଭୌଗୋଳିକ ସ୍ଥିତି 

ନରକନ୍ଦା ର ଭୌଗୋଳିକ ଅବସ୍ଥିତି  31.27°N 77.45°E []। ଏହାର ହାରାହାରି ଉଚ୍ଛତା ୮୫୯୯ ଫୁଟ । କୋତଗଡ ଏଠାରୁ ୧୬ କିଲୋମିଟର ଦୂର ଓ ଏହା ପ୍ରଥମ ଏପଲ ଚାଷ ପାଇଁ ବିଖ୍ୟାତ ହେଇଥିଲା । ଅହି ଅଞ୍ଚଳ ବାର୍ଷିକ ୩୦୦୦ କୋଟି ତାଙ୍କ ର ଏପଲ ବ୍ୟବସାୟ କରେ । 

ଜନ ଆବାଦୀ

୨୦୧୦ ଜନଗଣନା[] ଅନୁସାରେ ନରକନ୍ଦା ର ଜନସଂଖ୍ୟା ୨୭୧୨ ଥିଲା । ଏଠି ମଧ୍ୟ ରୁ ଅଉରୁଷ ସଂଖ୍ୟା ୬୨% ଥିବା ବେଳେ ମହିଳା ସଂଖ୍ୟା ମାତ୍ର ୩୮% ଥିଲା । ସାକ୍ଷ୍ୟରତା ହାର ୮୦% , ଯାହା ଜାତୀୟ ହାର ଠାରୁ ଢେର ଅଧିକ । ପୁରୁଷ ସାକ୍ଷ୍ୟରତା ୮୫% ହେଇଥିବା ସ୍ଥଳେ ମହିଳା ସାକ୍ଷ୍ୟରତା ୭୨ % ଓ ୧୫% ଜନସଂଖ୍ୟା ୬ ବର୍ଷ ରୁ କମ । 

ପୁନଶ୍ଚ ଦେଖଣା 

  • Reo Purgyil

ଆଧାର ସମୂହ 

  1. Falling Rain Genomics, Inc - Narkanda
  2. {{cite web}}: Empty citation (help)

ବାହ୍ୟ ସଂଯୋଗ