Jump to content

ଲକ୍ଷ୍ମୀପତି ବାଲାଜୀ

ଉଇକିପିଡ଼ିଆ‌ରୁ
୧୧:୧୨, ୨୮ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Lakshmipathy Balaji") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଲକ୍ଷ୍ମୀପତି ବାଲାଜୀ (Tamil: லக்ஷ்மிபதி பாலாஜி,( ଜନ୍ମ ୨୭ ଜାନୁଆରୀ , 1981) ଜେନ ଭାରତୀୟ କ୍ରିକେଟ ଖେଳାଳି । ସେ ଜେନ ଡାହାଣ ହାତି ଦ୍ରୁତ ବୋଲର । 

Personal life

ତାମିଲନାଡୁ ରାଜ୍ୟ ର କାଞ୍ଚିପୁରମ ଜିଲ୍ଲା ର ବାଲାଯାବାଗ ଠାରେ ତାଙ୍କର ଜନ୍ମ ହେଇଥିଲା । 

ଅନ୍ତର୍ଜାତିକ କ୍ରିକେଟ 

୨୦୦୧ ମସିହା ରୁ ନିଜ ରାଜ୍ୟ ତାମିଲନାଡୁ ପାଇଁ ଖେଳିବା ଆରମ୍ଭ କରିଥିବା ବାଲାଜି ଭାରତୀୟ ଜାତୀୟ ଦଳ କୁ ୨୦୦୩ ମସିହା ରେ ଦ୍ରୁତ ଗତି ବୋଲର ଭାବେ ପ୍ରବେଶ କରିଥିଲେ । ନିଉ ଜିଲାଣ୍ଡ ସହ ଅହମଦାବାଦ ଟେଷ୍ଟ ଖେଳି ତାଙ୍କର ଅନ୍ତର୍ଜାତିକ ଅଧ୍ୟାୟ ଆରମ୍ଭ କରିଥିଲେ । ତେବେ ୨୦୦୪ ମସିହା ରେ ସେ ପାକିସ୍ଥାନ ବିପକ୍ଷ ସିରିଜ ରେ ବିଜଯ ର ଏକ ମୁଖ୍ୟ ଭୂମିକା ନେଇ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ।[] ତାହା ପରେ ସେ ଆହତ ହେବା କାରଣ ରୁ ଏକ ବର୍ଷ ପାଇଁ କ୍ରିକେଟ ରୁ ଦୂରେଇ ରହିଥିଲେ । ୨୦୦୫ ରେ ପାକିସ୍ଥାନ ର ଭରତ ଗସ୍ତ ରେ ସେ ପ୍ରଥମ ଟେଷ୍ଟ ରେ 5 ୱିକେଟ ନେବା ପରେ ପୁଣି ଆହତ ହେଇ 3 ବର୍ଷ ପାଇଁ କ୍ରିକେଟ ଖେଳି ପାରିଲେ ନାହି । ୨୦୦୭ ରେ ସେ ପୁଣି ତାମିଲନାଡୁ ପାଇଁ ଘରେଇ ରଣଜୀ ଟ୍ରଫି ରେ ଚମତ୍କାର ପ୍ରଦର୍ଶନ ଦେଲେ । ବାଲାଜି ଙ୍କୁ ପୁଣି ଜାତୀୟ ଟେଷ୍ଟ ଦଳ ରେ ନିଉ ଜିଲାଣ୍ଡ ପାଇଁ ୨୦୦୯ ରେ ନିଆଯାଇଥିଲା । []

ସେ 2012 ବିଶ୍ଵ T 20 ଦଳ ପାଇଁ ଦଳ ରେ ସାମିଲ ଥିଲେ। ସେ ନିଉ ଜିଲାଣ୍ଡ ସହ T 20 ମେଚ ରେ ଚେନ୍ନଇ ଠାରେ ଖେଳିଥିଲେ । []

ଆଇପିଏଲ ରେ ବାଲାଜୀ 

ପ୍ରଥମ 3 ଟି IPL ରେ ସେ ପଞ୍ଜାବ XI ତରଫ ରୁ ଖେଳିଥିଲେ । 

ପରେ ସେ ଚେନ୍ନଇ ସୁପର କିଙ୍ଗ ତରଫ ରୁ ମଧ୍ୟ ଖେଳିଥିଲେ ଓ ଏହାର ବିଜୟୀ ହେବାରେ ତାଙ୍କର ଅବଦାନ ଦେଇଥିଲେ । 

ଆଧାର ସବୁ