Jump to content

ଝାରସୁଗୁଡ଼ା ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
୧୦:୨୮, ୨୮ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Jharsuguda Airport") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଝାରସୁଗୁଡା ବିମାନ ବନ୍ଦର(IATA: VEJH) , ଭାରତୀୟ ରାଜ୍ୟ ଓଡିଶା ର ଝାରସୁଗୁଡା ଜିଲ୍ଲା ସଦର ମହକୁମା ଝାରସୁଗୁଡା ସହର ର କେନ୍ଦ୍ର ସ୍ଥଳ ରୁ ୫ କିଲୋମିଟର ଦୁରବର୍ତୀ ସ୍ଥାନ ରେ ଅବସ୍ଥିତ । ଏହା ଝାରସୁଗୁଡା ରୁ ରଔରକେଲା ଯିବା ରାଜପଥ ଉପରେ ରହିଛି। ଏହା ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟ ରେ ବ୍ରିଟିଶ ମାନଙ୍କ ଦ୍ଵାରା ପ୍ରଥମେ ନିର୍ମିତ ହେଇ ବ୍ଯବହ୍ରୁତ ହାଉଥିଲା । ସ୍ଵାଧୀନତା ପରେ ଏହା ପରିତ୍ୟକ୍ତ ଅବସ୍ଥା ରେ ରହିଥିଲା । ପରେ ଏହାର ଉନ୍ନତିକରଣ ହେଇ ଏୟାର ଓଡିଶା ତରଫ ରୁ ଭୁବନେଶ୍ବର ଓ ରଔରକେଲା ମଧ୍ୟ ରେ ବିମାନ ସେବା ଆରମ୍ଭ  ହେଇଥିଲା ।[] 

ବିସ୍ତାରିକରଣ 

୯୦୯.୨୨ ଏକର ପରିମିତ ସ୍ଥାନ ରେ ଥିବା ଏହି ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟ ରେ ୫୦କୋଟି ତାଙ୍କ ବ୍ୟୟ କରି ୨୦୧୩ ମସିହା ରେ ଏହାର ନବୀକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ୧୭୫ କୋଟି ଟଙ୍କା ର ପ୍ରୋଜେକ୍ଟ ରେ ଭାରତୀୟ ଏୟାର ପୋର୍ଟ ଅଥରୀଟି ଓ ରାଜ୍ୟ ସରକାର ଙ୍କ ଭାଗୀଦାରୀ ରହିଛି । ପ୍ରଥମେ 80 କୋଟି ଖରଚ କରି ଏହାକୁ 15-30 ସିଟ ବିଶିଷ୍ଟ []ସାନ ଉଡାଜାହାଜ ଅପାୟନ ପ୍ରସ୍ତୁତ କରିବା ପରେ ତାକୁ ପୂର୍ଣ କ୍ଷ୍ୟମତା ସମ୍ପନ୍ନ ବିମାନ ବନ୍ଦର କରାଯିବ । [] ଏଠି ପାଇଁ ଆବଶ୍ଯକୀଯ ରାଜିନାମା ଏଏଆଇ ସଙ୍ଗେ କରାଯାଇଛି । 

References

ବାହ୍ୟ ସଂଯୋଗ ସବୁ