ବ୍ରହ୍ମପୁର ବିମାନ ବନ୍ଦର
ବରହମପୁର ବିମାନ ବନ୍ଦର , ଯାହାକୁ ରଙ୍ଗେଇଲୁଣ୍ଡା ବିମାନ ଅବତରଣ ସ୍ଥଳ ବୋଲି ମଧ୍ୟ କୁହାଯାଏ ,ଭାରତୀୟ ରାଜ୍ୟ ଓଡିଶା ର ଦକ୍ଷିଣ ରେ ଥିବା ରାଜ୍ୟ ବରହମପୁର ସହର ଠାରୁ ୯ କିଲୋମିଟର ଦୁରବର୍ତୀ ରଙ୍ଗେଇଲୁଣ୍ଡା ଠାରେ ଅବସ୍ଥିତ । ଏହା ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟ ରେ ବ୍ରିଟିଶ ମାନଙ୍କ ଦ୍ଵାରା ନିର୍ମିତ ହେଇଥିଲା । ଏହା ନିକଟ ରେ ଅଧୁନା ବରହମପୁର ବିଶ୍ୱବିଦ୍ୟାଳୟ ର କେମ୍ପସ ରହିଛି ।
୪୦ ଏକର ପରିମିତ ସ୍ଥାନ ରେ ଥିବା ଏହି ବିମାନ ବନ୍ଦର ବର୍ତମାନ ରାଜ୍ୟ ସରକାର ଙ୍କ ପବ୍ଲିକ ୱର୍କ ବିଭାଗ ଅଧୀନ ରେ ଅଛି । ଏହାର ରନୱେ ର ଦୈର୍ଘ୍ୟ ୭୫୦ ମିଟର ଓ ଏହା ଓଡିଶା ସରକାର[୧] ଙ୍କ ଦ୍ଵାରା ସାମୟିକ ଭାବେ ବ୍ୟବହାର ଓ ମରାମତିକାରଣ ହେଇଥାଏ । ଏହା ନିକଟ ରେ ଏକ ହେଲିପ୍ଯାଡ ମଧ୍ୟ ରହିଛି ।
ଏହି ରନ ୱେ ସମୟ ସମୟ ରେ ଓଡିଶା ସରକାର , କେନ୍ଦ୍ର ପ୍ରତିରକ୍ଷ୍ୟା ବିଭାଗ , ବେସରକାରୀ ପ୍ରତିଷ୍ଠାନ ମାନଙ୍କ ଦ୍ଵାରା ବ୍ଯବହ୍ରୁତ ହେଇଥାଏ , ଏଠାରେ ରାଜ୍ୟ ସରକାର ରାଜ୍ୟ ର ଦ୍ଵିତୀୟ ବିମାନ ଚାଳନା ପ୍ରଶିକ୍ଷ୍ୟଣ କେନ୍ଦ୍ର ମଧ୍ୟ ଖୋଲିବାର ବ୍ୟବସ୍ଥା କରୁଛନ୍ତି ।[୨][୩]
- ↑ Patnaik, Sunil (2012). "The Telegraph - Calcutta (Kolkata) | Odisha | Rangeilunda flying club takes off". telegraphindia.com. Calcutta, India. Retrieved 27 April 2012.
the present runway is 750-meter
{{cite news}}
: More than one of|accessdate=
and|access-date=
specified (help) - ↑ Patnaik, Sunil (2012). "The Telegraph - Calcutta (Kolkata) | Orissa | First flight takes off from Gopalpur". telegraphindia.com. Calcutta, India. Retrieved 27 April 2012.
Rangeilunda as the second flying club in Orissa
{{cite news}}
: More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help)
ବାହ୍ୟ ସଂଯୋଗ
This article about an airport in India is a stub. You can help Wikipedia by expanding it. |