Jump to content

କୋଟାଗିରି, ନିଳଗିରି

ଉଇକିପିଡ଼ିଆ‌ରୁ
୨୦:୦୯, ୨୭ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kotagiri") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ପୂର୍ବ ପୁରୁଷ ଆରାଧନା ସ୍ଥଳୀ 
କୋଟଗିରି ଗ୍ରାମ ରେ ମାତ୍ର ୧୬ ଟି ଘର 

କୋଟାଗିରି ଭାରତୀୟ ରାଜ୍ୟ ତାମିଲନାଡୁ ର ଏକ ପଞ୍ଚାଯତ ସ୍ତରୀୟ ସହର । ଏହା ନିଳଗିରି ଜିଲ୍ଲା ରେ []ଅବସ୍ଥିତ । ସମୁଦ୍ରପତ୍ତାନ ଠାରୁ ୧୭୯୩ ମିଟର ଉପରେ ଥିବା କୋଟାଗିରି ଏକ ଶୈଳନିବାସ । 

କୋଟାଗିରି ର ଅବସ୍ଥିତି  11.43°N 76.88°E[]. ଠାରେ ହେଇଥିବା ବେଳେ ଏହାର ପତ୍ତନ ନିକଟସ୍ଥ ଇଲାକା ରୁ ଅଧିକ । 

ଜନ ଆବାଦୀ

୨୦୧୧ ଜନଗଣନା ଅନୁସାରେ କୋଟାଗିରି ସହର ର ଜନସଂଖ୍ୟା ୨୮,୨୦୭ ଥିଲା ଯାହା ମଧ୍ୟ ରୁ ପୁରୁଷ ସଂଖ୍ୟା ୧୩,୬୦୭ ଥିବା ବେଳେ ମହିଳା ସଂଖ୍ୟା ୧୪,୬୦୦ ଥିଲା ।୬ ବର୍ଷ ରୁ କମ ପିଲା ଙ୍କ ସଂଖ୍ୟା ୨୩୪୦ ଥିଲା । କୋଟାଗିରି ର ସାକ୍ଷ୍ୟରତା ହାର ୮୬.୭୯ % ଯାହା ଜାତୀୟ ହାର ଠାରୁ ଢେର ଅଧିକ । ଏହା ଏପରିକି ରାଜ୍ୟ ହାର ଠାରୁ ମଧ୍ୟ ଅଧିକ  ।  

କୋଟାଗିରି ପଞ୍ଚାଯତ ର ଗ୍ରାମ ସମୂହ ର ତାଲିକା 

# Villages Administrative Division Population
1 Aracode Kotagiri 781
2 Denad Kotagiri 8,284
3 Hallimoyar Kotagiri 225
4 Jackanarai Kotagiri 4,602
5 Kadinamala Kotagiri 407
6 Kallampalayam Kotagiri 1,691
7 Kengarai Kotagiri 6,820
8 Kodanad Kotagiri 4,153
9 Kokkode Kotagiri 147
10 Konakarai Kotagiri 7,511
11 Kotagiri Kotagiri 7,952
12 Naduhatty Kotagiri 10,278
13 Nandipuram Kotagiri 172
14 Nedugula Kotagiri 13,071

Educational institutions

  • ସେଣ୍ଟ ଯୁଡେ ପବ୍ଲିକ ସ୍କୁଲ ଓ ଜୁନିଅର କଲେଜ 
  • ସେଣ୍ଟ ମାରୀ ସ୍କୁଲ 
  • Kerben village
    Kerben village

ଆଧାର ସମୂହ 

  1. {{cite web}}: Empty citation (help)
  2. Falling Rain Genomics, Inc - Kotagiri

ବାହ୍ୟ ସଂଯୋଗ ସବୁ