Jump to content

ଜାତୀୟ ରାଜପଥ ୮ ( ପୁରାତନ ନମ୍ବର )

ଉଇକିପିଡ଼ିଆ‌ରୁ
୧୧:୫୬, ୨୬ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "National Highway 8 (India) (old numbering)") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଦିଲ୍ଲୀ ଓ ଜଯପୁର ମଧ୍ୟ ରେ ଜାତୀୟ ରାଜପଥ ୪୮

ଜାତୀୟ ରାଜପଥ ୮ (NH-) ଏକ ଭାରତୀୟ ୪ ଲେନ ବିଶିଷ୍ଟ ଜାତୀୟ ରାଜପଥ ।ଏହା ଭାରତୀୟ ରାଜଧାନୀ ଦିଲ୍ଲୀ ରୁ ମୁମ୍ବାଇ ପର୍ଯ୍ୟନ୍ତ ଯାଇଛି ଓ ଏହା ଆକଳନ ହିସାବ ରେ ଉପମହାସେଶ ରେ ସବୁଠୁ ବ୍ୟସ୍ତ ରାଜପଥ । ଏହି ରାଜପଥ ରେ ଗୁରୁଗାଁ , ଜଯପୁର, ସୁରାଟ , ଆଜମେର , ଉଦୟପୁର , ଅହମଦାବାଦ , ବରୋଦା ପଡିଥାଏ । ଏହାର ପୂର୍ଣା ଦୂରତା ୧୪୨୮ କିଲୋମିଟର ।.[]

ଏହି ରାଜପଥ ଭାରତ ସରକାରଙ୍କ ଦ୍ଵାରା ନିର୍ମିତ ଓ ଆଧୂନିକୀକରଣ ହେଇଥିବା  ' ସୁବର୍ଣ  ଚତୁର୍ଭୁଜ' ପ୍ରକଳ୍ପ  ର ଏକ ଅଂଶ । 

ଦିଲ୍ଲୀ  ମୁମ୍ବାଇ ଶିଳ୍ପ  କରିଡ଼ର 

ଭାରତ -ଜାପାନ ର ମିଳିତ ସହଯୋଗ ରେ ଏହି ବହୁ ମିଲିୟନ ଟଙ୍କା ର କରିଡର ଜାତୀୟ ରାଜପଥ -୮ ରେ ଅବସ୍ଥିତ । ୯୦ବିଲିଆନ ଦଳର ଦ୍ଵାରା ନିର୍ମିତ ହେଇଥିବା ଏହି ପ୍ରକଳ୍ପ ର ପ୍ରଥମ ସୋପାନ ୨୦୧୨ ରେ ସମ୍ପୂର୍ଣ ହେଲା । 

ବାହ୍ୟ ସଂଯୋଗ 

ପୁନଶ୍ଚ ଦେଖନ୍ତୁ 

ଆଧାର ସମୂହ 

  1. [୧] Details of National Highways in India-Source-Govt. of India