Jump to content

ପ୍ଲାଷ୍ଟିକ୍ ଇଂଜିନିୟରିଂ ଓ ଟେକ୍ନୋଲଜି ପ୍ରତିଷ୍ଠାନ( ଭାରତ)

ଉଇକିପିଡ଼ିଆ‌ରୁ
୧୪:୦୩, ୨୫ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Central Institute of Plastics Engineering and Technology (India)") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

CIPET ବା  Central Institute of Plastics Engineering and Technology ଏକ ଭାରତ ସରକାର ଙ୍କ ରସାୟନ ଓ ପେଟ୍ରୋ କେମିକାଳ ମନ୍ତ୍ରଣାଳୟ ଅଧିନସ୍ଥ  ଏକ ସ୍ଵଯାଂଶାସିତ ପ୍ରତିଷ୍ଠାନ । .[][]

ଇତିହାସ 

CIPET  ର ମୁଖ୍ୟାଳୟ 1968 ମସିହା ରେ ଚେନ୍ନଇ ଠାରେ UNDP  ସହାୟତା ରେ ସ୍ଥାପିତ ହେଇଥିଲା । ଏହା ପରିଚାଳନା ପାଇଁ ଆର୍ଥିକ ସାହାଯ୍ୟ ଭାରତ ସରକାର ଙ୍କ ପ୍ରଶାସନିକ ବିଭାଗ , OPEC, UNIDO ତଥା ବିଶ୍ଵ ବେଙ୍କ ରୁ ପାଇଥାଏ । ବିଶ୍ଵାସ କରାଯାଏ ଯେ CIPET ତତ୍କାଳୀନ ବ୍ରିଗେଡିର A॰ F॰ Eugene ଙ୍କ ଦ୍ଵାରା ପ୍ରଥମେ ପ୍ରତିଷ୍ଠିତ ହେଇଥିଲା ।  

ଉପଲବ୍ଧ ସୁବିଧା ସମୂହ 

ଏହା ପ୍ଲାଷ୍ଟିକ୍ ଜାତୀୟ ଦ୍ରବ୍ୟ ର ଡିଜାଇନ , ପ୍ରସ୍ତୁତି ବିଧି , ନିର୍ମାଣ ରେ ବ୍ୟବହୃତ ଯନ୍ତ୍ରପାତି , ଗୁଣବତ୍ତା ର ପରିକ୍ଷ୍ୟା ନିରୀକ୍ଷ୍ୟା ସବୁ କରିବା ପାଇଁ ଗୋଟିଏ ଜାଗା ରେ ହେଇପାରିବା ପାଇଁ  ଭାରତ ର ଏକମାତ୍ର ପ୍ରତିଷ୍ଠାନ ।ଏହି ପ୍ରତିଷ୍ଠାନ ରେ ପ୍ଲାଷ୍ଟିକ ଜାତୀୟ ଦ୍ରବ୍ୟ ପ୍ରସ୍ତୁତି , ଉତ୍ପାଦନ ପାଇଁ ଦରକାର ଟ୍ରେନିଂ , ପରାମର୍ଶ ସବୁ ଏଠାରେ ପ୍ରଦାନ କରା ଯାଏ।  

ପ୍ଲାଷ୍ଟିକ୍ ଜାତୀୟ ଦ୍ରବ୍ୟ ର ପୁନଃ ବ୍ୟବହାରକରଣ ର ଆବଶ୍ୟକତା ପାଇଁ CIPET ତରଫ ରୁ ଦେଶ ର ବିଭିନ୍ନ ରାଜ୍ୟ ରେ ଶାଖା ସମୂହ ରହିଛି । ପ୍ରତି କେବଦ୍ରା ରେ ଉତ୍ପାଦନ ସମ୍ପର୍କିତ ସମସ୍ତ ସୁବିଧ୍ହ ପ୍ରଦାନ କରାଯିବା ସହ ଗୁଣବତ୍ତା ର  ପରିକ୍ଷ୍ୟା ପାଇଁ ସୁବିଧା  ମଧ୍ୟ ପ୍ରଦାନ କରାଯାଇଥାଏ । ଦେଶ ରେ ପ୍ଲାଷ୍ଟିକ ଶିଳ୍ପ ର ବିଶେଷ ଉନ୍ନୟନ ପାଇଁ ଏହି ସବୁ କେନ୍ଦ୍ର କାମ କରିଥାନ୍ତି । 

ପ୍ରବେଶ 

CIPET କେବର ସମୂହ  ରେ ଡିପ୍ଲୋମା ଓ ଉତଛତର ଡିପ୍ଲୋମା କୋର୍ସ ସହ ସ୍ଵଳ୍ପକାଳୀନ କୋର୍ସ ମଧ୍ୟ ପ୍ରଚାଳନ କରାଯାଇଥାଏ । ଏହା ସହିତ ସ୍ନାତକୋତ୍ତର ଡିଗ୍ରୀ , Ph॰ D॰ ପାଇଁ ଗବେଷଣା ର ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା ଉପଲବ୍ଧ କରା ଯାଇଥାଏ । ଏହି କାର୍ଜ୍ୟକ୍ରମ ପାଇଁ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ମାନଙ୍କ ସହ ଅନୁବନ୍ଧିତ ମଧ୍ୟ କରାଯାଇଛି । 

References

  1. {{cite web}}: Empty citation (help)
  2. "Satyam signs MoU with CIPET". The Hindu. Apr 3, 2008. Retrieved 5 November 2012. {{cite news}}: More than one of |accessdate= and |access-date= specified (help)