ପାଇକମାଳ
ପାଇକମାଳ , ଭାରତୀୟ ରାଜ୍ୟ ଓଡିଶା ର ବରଗଡ ଜିଲ୍ଲା ରେ ଥିବା ଏକ ସହର । ଏହା ନିକଟସ୍ଥ ସୁନ୍ଦର ପ୍ରକୃତିକ ପର୍ଜ୍ୟଟନ ସ୍ଥଳୀ ନୃସିଙ୍ଘନଥ ପାଇଁ ପ୍ରଶିଧ୍ହ । https://en.wikipedia.org/wiki/File:Gate_to_Nrusinghnath.jpg
ଭୌଗୋଳିକ ସ୍ଥିତି
20.55°N 82.49°E. ରେ ଥିବାଏହି ସହର ସମୁଦ୍ର ପତ୍ତନ ଠାରୁ ୨୬୫ ମିଟର ଉପରେ ଅବସ୍ଥିତ । ଏହା ଜିଲ୍ଲା ର ସଦର ମହକୁମା ବରଗଡ ଠାରୁ ୧୦୭ କିଲୋମିଟର ଦୂର ଓ ରାଜ୍ୟ ରାଜଧାନୀ ଠାରୁ ୪୭୭ କିଲୋମିଟର ଦୂର । ଉପଜିଲା ପଦ୍ମପୁର ଠାରୁ ୩୫ କିଲୋମିଟର ଦୁରବର୍ତୀ ପାଇକମାଳ ଏକ ବ୍ଲକ । ଏହା ନିକଟ ରେ କାଉନଶୀ ନଦୀ ନଥିବାରୁ ଏହା ଏକ ମରୁଡ଼ିପ୍ରବଣ ଅଞ୍ଚଳ ରୂପେ ଜଣାଶୁଣା । ଏହାର ୭ କିଲୋମିଟର ଦୂର ରେ ଇତିହାସ ଓ ପୁରାଣ ବିଖ୍ୟାତ ଗନ୍ଧମାର୍ଦ୍ଧନ ପର୍ବତ ରହିଛି । ଏହି ପର୍ବତ ରେ ଥିବା ନୃଶିଙ୍ଘନାଥ ମନ୍ଦିର ତାହାର ପ୍ରକୃତିକ ଶୋଭା ପାଇଁ ବିଖ୍ୟାତ ।
ଜନ ଆବାଦୀ
୨୦୦୧ ଜନଗଣନା ହିସାବ ରେ ପାଇକମାଲ ର ଜଣ ସଂଖ୍ୟା ୩୯୧୬ ଥିଲା , ଯାହା ମଧ୍ୟ ରୁ ପୁରୁଷ ସଂଖ୍ୟା ୨୦୨୭ ଓ ମହିଳା ସଂଖ୍ୟା ୧୮୮୯ ଥିଲା । ଏଠି ମଧ୍ୟ ରୁ ସାକ୍ଷ୍ୟରତା ୬୧% ଥିଲା , ଯାହା ଜାତୀୟ ହାର ଠାରୁ କିଞ୍ଚିତ ଅଧିକ ଥିଲା ।
ରାଜନୀତି
ଏହି ଅଞ୍ଚଳ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଧୀନ ରେ ଅଛି ।