Jump to content

ମେଳଛାମୁଣ୍ଡା

ଉଇକିପିଡ଼ିଆ‌ରୁ
୧୪:୫୧, ୨୪ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Melchhamunda") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ମେଳଛାମୁଣ୍ଡା , ଭାରତୀୟ ରାଜ୍ୟ ଓଡିଶା ର ବରଗଡ ଜିଲ୍ଲା ର ଏକ ବୃହତ ଗ୍ରାମ । ଏହା ପଦ୍ମପୁର ଠାରୁ ୨୧ କିଲୋମିଟର ଏବଂ ବରଗଡ ଠାରୁ ୬୦ କିଲୋମିଟର ଦୂର । ଏହା ରାଜ୍ୟ ରାଜପଥ ଉପରେ ଅବସ୍ଥିତ । ଏହି ଗ୍ରାମ ର ୧୦ କିଲୋମିଟର ଦୁରବର୍ତୀ ଗଣିଆପାଳି ଠାରେ ବୁଦ୍ଧସ୍ଥାପତ୍ୟ ର ଭଗ୍ନାବଶେଷ ଅବିଷ୍କୃତ ହେବା ପରେ ଏହି ଅଞ୍ଚଳ ପୁରାତନ ବୌଦ୍ଧିକ ଜ୍ଞାନ କେନ୍ଦ୍ର ଥିବାର ପ୍ରମାଣ ମିଳିଛି । ଏହା। ପ୍ରାଚୀନ  ବୌଦ୍ଧ ଜ୍ଞାନ କେନ୍ଦ୍ର 'ମୁଚାଲିଣ୍ଡା ' ର ଅଂଶ ବିଶେଷ ଥିବାର ଅନୁମାନ କରାଯାଏ । .

ଏହା ନିକଟ ରେ ମାତ୍ର ୧ କିଲୋମିଟର ଦୂର ରେ ଦିପ୍ତିପୁର ଠାରେ ଉତ୍କଳ ଖ୍ରୀଷ୍ଟିୟାନ ମିସନ ତରଫ ରୁ ୧୯୫୬ ମସିହା ରୁ ଏକ ବହୁବିଧ କେନ୍ଦ୍ର ଲୋକଙ୍କ ସେବା ପାଇଁ ରହିଛି । ଏଠାରେ ଶିକ୍ଷ୍ୟା , ଶ୍ଵାସ୍ୟ ଓ କୃଷି ର ଉନ୍ନତି ପାଇଁ ଗବେଷଣା ଗାର ସହ ଏକ ପୂର୍ଣାଙ୍ଗ ହସ୍ପିଟାଲ ଓ ବିଦ୍ୟଳୟ ରହିଛି । 

ଆଧାର 

ବାହ୍ୟ ସଂଯୋଗ