Jump to content

ଇବ ତାପଜ ବିଦ୍ୟୁତ କେନ୍ଦ୍ର

ଉଇକିପିଡ଼ିଆ‌ରୁ
୧୩:୦୮, ୨୪ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Ib Thermal Power Station") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଇବ ତାପଜ ବିଦ୍ୟୁତ କେନ୍ଦ୍ର (ITPS) ଏକ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ଉତ୍ପାଦନ କେଦ୍ର ଯାହା ଭାରତୀୟ ରାଜ୍ୟ ଓଡିଶା ର ଝାରସୁଗୁଡା ଜିଲ୍ଲା ରେ ଅବସ୍ଥିତ । ଇବ ନଦୀ ର ସନ୍ନିକଟ ରେ ଥିବା ହେତୁ ଏହାର ନାମକରଣ ଇବ ତାପଜ ବିଦ୍ୟୁତ କେନ୍ଦ୍ର ରଖା  ଯାଇଛି ।ଏହି କେନ୍ଦ୍ର ଟି ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ ଦ୍ଵାରା ପରିଚାଳିତ ।  

ନିକଟ ରେ ଥିବା ମହାନଦୀ କୋଇଲା ଖଣି ରୁ ନିର୍ଗତ କୋଇଲା ଏଠାରେ ନ୍ୟାଗହରୁତ ହୁଏ ଏବଂ ସନ୍ନିକଟ ରେ ଥିବା ହୀରାକୁଦ ଜଳଭବଦାର ର ଜଳ ବ୍ୟବହାର ହୁଏ । 

ଉତ୍ପାଦନ କ୍ଷ୍ୟମତା

ଏହି କେନ୍ଦ୍ର ର ପୂର୍ଣ ଉତ୍ପାଦନ କ୍ଷ୍ୟମତା 420 ମେଗା ୱାଟ । ଏହାର ନିକଟ ରେ ଆଉ  ଦୁଇଟି ଇଉନିଟ 1320 ମେଗା ୱାଟ କ୍ଷ୍ୟମତା ଥାଇ ବର୍ତମାନ ନିର୍ମାଣାଧୀନ । ଏହା ଭରତ ସରକାର ଙ୍କ  ରାଷ୍ଟ୍ରାୟତ୍ତ ଭରତ ହେଭି ଏଲେକ୍ଟ୍ରିକ ଲିମିଟେଡ ( BHEL) ଅଧୀନ ରେ ଚାଲିଛି । 

References