Jump to content

ଲରମ୍ଭା ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
୦୯:୩୭, ୨୩ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Larambha College") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଲରମ୍ଭା କଲେଜ , ଓଡିଶା ରାଜ୍ୟ ର ବରଗଡ ଜିଲ୍ଲା ଅଧୀନ ଲରମ୍ଭା ଠାରେ ଅବସ୍ଥିତ । 

ଜାତୀୟ ରାଜପଥ ୬ ର ଗୋଡଭଗା ଛକ ଠାରୁ ଗୋଡଭଗା ସୋନପୁର ରାଜ୍ୟ ରାଜପଥ ରେ ୦.୭୫ କିଲୋମିଟର ଗଲେ ଏହି କଲେଜ ପଡେ । ଏହି କଲେଜ ପଶ୍ଚିମ ଓଡିଶା ର ଏକ ସର୍ବପୁରତନ ସମ୍ପୂର୍ଣ ଡିଗ୍ରୀ କଲେଜ ଓ ଓଡିଶା ସରକାର ଙ୍କ ଦ୍ଵାରା ସମ୍ପୂର୍ଣ ଅନୁଦାନପ୍ରପ୍ତ ଶ୍ରେଣୀ ର । ଅଞ୍ଚଳ ର ଜଣାଶୁଣା ସମାଜସେବୀ ବ୍ରଜ ମୋହନ ପଣ୍ଡା ଏହା କୁ ୧୯୬୪ ରେ ପ୍ରତିଷ୍ଠା କରିଥିଲେ । 

ପ୍ରଥମ ରୁ ଏକ ବିଜ୍ଞାନ କଲେଜ ହିସାବ ରେ ଆରମ୍ଭ ହେଇଥିବା କଲେଜ ରେ ବର୍ତମାନ ଆର୍ଟସ ବିଭାଗ ରହିବା ସହ ବିଭିନ୍ନ ବିଷୟ ରେ ସମ୍ମାନ ର ସୁବିଧା ଉପଲବ୍ଧ । ଏହି କଲେଜ ର ଏକ ଉଛତର ମାଧ୍ଯମିକ ବିଭାଗ ମଧ୍ୟ ସ୍ଵତନ୍ତ୍ର ଭାବରେ ଅଛି । 

ଉଭୟ ବାଳକ ଓ ବାଳିକା ଙ୍କ ପାଇଁ ଏହି କଲେଜ ରେ ପର୍ଯ୍ୟାପ୍ତ ହଷ୍ଟେଲ ର ସୁବିଧା ଥାଇ ଏକ ସୁନ୍ଦର ଖେଳ ପଡିଆ ( mini stadium ) ମଧ୍ୟ ରହିଛି । 

NAAC (National Assessment and Accreditation Council ) ଦ୍ଵାରା B+ ମାନ୍ୟତା ପାଇଥିବା ଏହି କଲେଜ ଓଡିଶା ସରକାର ଙ୍କ ଦ୍ଵାରା 'ପ୍ରକୃତି ମିତ୍ର " ପୁରସ୍କାର ପ୍ରାପ୍ତ ହେଇଛି । 

ବାହ୍ୟ ସଂଯୋଗ