Jump to content

ଦୁରନ୍ତ ଏକ୍ସପ୍ରେସ ଟ୍ରେନ

ଉଇକିପିଡ଼ିଆ‌ରୁ
୦୯:୫୪, ୨୨ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Duronto Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଦୁରନ୍ତ ଏକ୍ସପ୍ରେସ ଏକ ଦୂରଗାମୀ , ସ୍ୱଳ୍ପ ରହଣିସ୍ଥଳ ବିଶିଷ୍ଟ ଟ୍ରେନ ଶ୍ରେଣୀ ଯାହା ଭାରତୀୟ ରେଳବାଇ ଦ୍ଵାରା ପ୍ରଚାଳନ କରାଯାଇଛି । ମୁଖ୍ୟତହ ଏହି ଟ୍ରେନ ସାନୁହ ରେ ଯାତ୍ରାରମ୍ଭ ସ୍ଥଳ ରୁ ଗନ୍ତବ୍ୟ ସ୍ଥଳ ଯାଏ ସିଧାସଳକ ଟିକେଟ ଛଡା ଆଉ ମଧ୍ୟ ବର୍ତୀ ରହଣି ରୁ ଟିକେଟ ମିଳିବାର ବ୍ୟବସ୍ଥା ନ ଥିଲା। ତେବେ ବର୍ତମାନ ଏଥିରେ ମଧ୍ୟ ବର୍ତୀ ଷ୍ଟେସନ ରୁ ମଧ୍ୟ ଟିକେଟ ବ୍ୟବସ୍ଥା ହେଲାଣି । ହରିତ ଓ ସବୁଜ ରଙ୍ଗ ବିଶିଷ୍ଟ ଏହି ଟ୍ରେନ ସମୂହ ଦେଶ ର ମୁଖ୍ୟ ମେଟ୍ରୋ ସହର ମାନଙ୍କୁ ତଥା ଭାରତୀୟ ରାଜଧାନୀ ଦିଲ୍ଲୀ କୁ ସଂଯୋଗ କରିଥାଏ । ଏହି ଟ୍ରେନ ସମୂହ ଗତି ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ ଠାରୁ ଦ୍ରୁତତର ହେଇଥାଏ । 

History

ଭାରତ ସରକାର ଙ୍କ ରେଳ ବିଭାଗ ୨୦୦୭ ରୁ ଦ୍ରୁତ ଗତି ଚଳିତ ଟ୍ରେନ ଗୁଡିକ ଚଳେଇବା ପାଇଁ ଉଦ୍ୟମ ଆରମ୍ଭ କରି ଏଥିପାଇଁ ୫୦୦ କିଲୋମିଟର ରେଳପଥ କୁ ଉପଯୁକ୍ତ ବିଲି ଚିହ୍ନଟ କରିଥିଲେ । ପରିକ୍ଷ୍ୟା ମୂଳକ ଭାବେ ଦିଲ୍ଲୀ ଅମୃତସର ମଧ୍ୟ ରେ ଥିବା ରେଳପଥ କୁ ଏଠି ପାଇଁ ସର୍ଭେ କରାଯାଇଥିଲା । ଏହା ସହିତ ପୁନେ- ମୁମ୍ବାଇ, ମୁନବାଇ-ହାଇଦେରବାଦ , ଚେନେଇ -ଥିରୁଣବ୍ତ ପୁର ରେଳପଥ କୁ ମଧ୍ୟ ବିଚାର କରାଯାଉଛି ଓ ବିଦେଶ ରୁ ଟେକନିକାଲ ପରାମଶା ନିଆ ଯାଉଛି ।  ୨୦୦୯=୧୦ ରେ ଦୁରନ୍ତ ଏକ୍ସପ୍ରେସ ଟ୍ରେନ ସାହୁହା ଏହି ଡ୍ରେତ ଗତି ଟ୍ରେନ ଶ୍ରେଣୀ ଚଳେଇବାର ପ୍ରଥମ ସୋପାନ  ହିସାବ ରେ ଆରମ୍ଭ କରାଯାଇଥିଲା । ସିଆଲଦା - ନୂଆ ଦିଲ୍ଲୀ ମଧ୍ୟ ରେ ପ୍ରଥମ ଦୁରନ୍ତ ଟ୍ରେନ ପ୍ରଚାଳନ ହେଇଥିଲା। 

Efficiency and speed

ସବୁ ଦୁରନ୍ତ ଟ୍ରେନ କୁ ଦ୍ରୁତ ଗତି ଟ୍ରେନ ହିସାବ ରେ ଗଣାଯାଏ । ସିଆଲ୍ଡ - ନୂଆ ଦିଲ୍ଲୀ ଦୁରନ୍ତ ଟ୍ରେନ କୁ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବାକୁ ୧୬ ଘଣ୍ଟା ଲାଗୁଥିଲା ବେଳେ ଅନନ୍ୟତମ ଦ୍ରୁତଗତି ଟ୍ରେନ ରାଜଧାନୀ ଏକ୍ସପ୍ରେସ ଜୁ ସେହି ପଥ ରେ ୧୭ ଘଣ୍ଟା ଲାଗିଥାଏ । ତେବେ ବର୍ତମାନ ଏହାର ବେଗ ର ସର୍ବୋଛ ସୀମା ୧୧୦ କିଲୋମିଟର ଘଣ୍ଟା ପିଛା ରଖା  ଯାଇଛି । 

List of Current Duronto Express trains

No Train number Services Avg Speed
1 12213/12214 Yeshvantapur Delhi Sarai Rohilla AC Duronto Express
2 12219/12220 Secunderabad Mumbai Duronto Express
3 12221/12222 Pune Howrah Duronto Express 71 km/hr
4 12223/12224 Lokmanya Tilak Terminus Ernakulam Duronto Express
5 12227/12228 Indore Duronto Express
6 12239/12240 Jaipur Duronto Express 70 km/hr
7 12245/12246 Howrah Yeshvantapur Duronto Express 67 km/hr
8 12259/12260 Sealdah – New Delhi Duronto Express 85 km/hr
9 12261/12262 Howrah Mumbai CST Duronto Express 74 km/hr
10 12263/12264 Hazrat Nizamuddin Pune Duronto Express 78 km/hr
11 12265/12266 Delhi Sarai Rohilla Jammu Tawi Duronto Express
12 12267/12268 Ahmedabad Duronto Express 78 km/hr
13 12269/12270 Chennai Duronto Express 77 km/hr
14 12273/12274 Howrah New Delhi Duronto Express 84 km/hr
15 12275/12276 Allahabad New Delhi Duronto Express 85 Km/Hr
16 12281/12282 Bhubaneswar Duronto Express 77 km/hr
17 12283/12284 Ernakulam Duronto Express 68 km/hr
18 12285/12286 Secunderabad Hazrat Nizamuddin Duronto Express 76 km/hr
19 12289/12290 Nagpur Duronto express 74 km/hr
20 12293/12294 Allahabad Duronto Express 70 km/hr
21 12297/12298 Pune Ahmedabad Duronto Express 82 km/hr
22 12847/12848 Howrah Digha Duronto Express 60 km/hr
23 22201/22202 Sealdah Puri Duronto Express 64 km/hr
24 22203/22204 Visakhapatnam – Secunderabad Duronto Express 73 km/hr
25 22205/22206 Chennai Madurai AC Duronto Express 62 km/hr
26 22213/22214 Kolkata Shalimar – Patna Duronto Express 62 km/hr
27 22209/22210 Mumbai New Delhi Duronto Express 82 km/hr
Yeswanthapur-Howrah Duronto Express leaving Yeswanthapur Railway Station
Allahabad Duronto at Allahabad.
No Previous Service Now running as
1 Ajmer Hazrat Nizamuddin Duronto Express Ajmer Hazrat Nizamuddin Jan Shatabdi Express
2 Chennai Coimbatore AC Duronto Express Chennai Coimbatore Shatabdi Express
3 Amrtisar Chandigarh Duronto Express Amritsar Chandigarh Superfast Express
4 Lucknow New Delhi AC Duronto Express Lucknow Rajdhani Express
5 Anuvrat AC Superfast Express Anuvrat AC Duronto Express

Incidents and accidents

  • In January 2010, the passengers of the Duronto Express between Nagpur and Mumbai complained about passengers without confirmed tickets travelling inside the reserved coaches.[]
  • In May 2010, at least 19 passengers on board the Ernakulam Duronto Express were admitted to the Government General Hospital after complaining of food poisoning.[]
  • In June 2010, the Howrah Mumbai CST Duronto express faced interruption as its engine and generator car were detached from the rest of the train's coaches due to technical problems. The problem was fixed within less than an hour.[]
  • In June 2013, the 12264 Pune Duronto derailed near Monkey Hill due to a landslide. No injuries were reported & the train reached 5 hours late at Pune Junction [୧].
  • In September 2015, 12220 Secunderabad Mumbai Duronto Express Express derailed at Martur station between Shahbad and Gulbarga on Solapur Division in Karnataka at around 2:15 am. Two passengers were killed and more than 30 injured when eight of its coaches were derailed.ପୁନଶ୍ଚ ପଢନ୍ତୁ 
  • Express trains in India
  • Jan Shatabdi Express
  • Shatabdi Express
  • Rajdhani Express
  • Garib Rath
  • Superfast Mail/Express – other categories of fast rail services in India
  • Rajya Rani Express
  • Vivek Express

ଆଧାର ସମୂହ 

ବାହ୍ୟ ସଂଯୋଗ 

|}|}|}