ଇସ୍ପାତ ଏକ୍ସପ୍ରେସ ଟ୍ରେନ
ଦେଖଣା
ଇସ୍ପାତ ଏକ୍ସପ୍ରେସ ଓଡିଶା ର ଟିଟିଲାଗଡ ରୁ କଲିକତା ଦୈନିକ ଚଳାଚଳ କରୁଥିବା ଏକ ସୁପରଫାଷ୍ଟ ଟ୍ରେନ । ଏହା ଯତ୍ରପଥ ରେ ୭୪୫ କିଲୋମିଟର ଯାଇଥାଏ । ଏହି ଟ୍ରେନ ତାର ଯତ୍ରପଥ ରେ ଓଡିଶା ର ପଶ୍ଚିନ\ମାଞ୍ଚଳ ଟିଟିଲାଗଡ ରୁ ବରଗଡ , ସମ୍ବଲପୁର ଦେଇ ବିହାର ରାଜ୍ୟ ଓ ପଶ୍ଚିମ ବଙ୍ଗ ଦେଇ କଲିକତା ପହଞ୍ଚେ । ପ୍ରାୟତଃ ଦିନ ବେଳା ଯାଉଥିବା ଏହି ଟ୍ରେନ ରେ ଶୀତତାପ ନିୟନ୍ତ୍ରିତ ଚେୟାର କାର ସମେତ ସାଧାରଣ ଚେୟାର କାର ଉପଲଭ୍ଧ । ପାନ୍ତରି ( pantry) କାର ଜରିଆ ରେ ଯାତ୍ରୀ ମାନଙ୍କୁ ଭୋଜନ ମଧ୍ୟ ମିଳିବାର ବ୍ୟବସ୍ଥା ଥାଏ । ଏହି ଟ୍ରେନ ପାଇଁ ୧୦ ଦିନ ଆଗରୁ ସ୍ଥାନ ସଂରକ୍ଷୟନ କରାଯାଇ ପାରେ । ପ୍ରଥମ ରୁ ଜମଶେଦପୁର - କଲିକତା ପାଇଁ ଆରମ୍ଭ ହେଇଥିବା ଏହି ଟ୍ରେନ କ୍ରମଶଃ ଝାରସୁଗୁଡା , ରାଉରକେଲା , ସମ୍ବଲପୁର ଯାଏ ପରିବର୍ଧିତ ହେଇ ବର୍ତମାନ ଟିଟିଲାଗଡ ପର୍ଯ୍ୟନ୍ତ ଯାଏ ।
ମୁଖ୍ୟ ରହଣି
- ଖଡଗପୁର
- ଟାଟାନଗର
- ଚକ୍ରଧରପୂର
- ରାଉରକେଲା
- Jଝାରସୁଗୁଡା
- ସମ୍ବଲପୁର
- ଟିଟିଲାଗଡ