Jump to content

କୋଣାର୍କ ଏକ୍ସପ୍ରେସ ଟ୍ରେନ

ଉଇକିପିଡ଼ିଆ‌ରୁ
୧୨:୫୯, ୧୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Konark Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କୋଣାର୍କ ଏକ୍ସପ୍ରେସ , ଏକ ଶ୍ରେଣୀବିହୀନ ସୁପର ଫାଷ୍ଟ ଟ୍ରେନ ଯାହା ସିକନ୍ଦରାବାଦ ରୁ ଭୁବନେଶ୍ବର ପର୍ଯ୍ୟନ୍ତ ୧୯୭୮ ମସିହା ଦୈନିକ ଯାତାୟାତ କରୁଥିଲା । ଏହା ତତ୍କାଳୀନ ଭାରତୀୟ ରେଳ ମନ୍ତ୍ରୀ ମଧୁ ଦଣ୍ଡବତେ ଙ୍କ ଦ୍ଵାରା ଅରନ୍ଭ କରା ହେଇଥିଲା । ଭୁବନେଶ୍ବର ରୁ ମୁମ୍ବାଇ ଯାଉଥିବା ମିନାର ଏକ୍ସପ୍ରେସ ସହ ସଂଯୁକ୍ତ ହେଇ ଯାଉଥିବା ଏହି ଟ୍ରେନ ଟି ୧୯୯୪ ରୁ ସ୍ଵତନ୍ତ୍ର ଭାବେ ମୁମ୍ବାଇ ପର୍ଯ୍ୟନ୍ତ ପରିବର୍ଧିତ ହେଇ ଦୈନିକ ଯାତ୍ରା କରୁଛି । ଏହା ପୂର୍ବ ଓ ଉତ୍ତର ଭାରତ କୁ ସଂଯୋଗ କରୁଥିବା ଏକ ସର୍ବ ପୁରାତନ ସୁପରଫାଷ୍ଟ ଟ୍ରେନ । ଏହା ମୁମ୍ବାଇ ର ଛତ୍ରପତି ଶିବାଜି ଟର୍ମିନସ ଯାଏ ଯାତ୍ରା କରେ । 

ଗତିପଥ 

ସମୁଦାୟ ୧୯୩୨ କିଲୋମିଟର ଯାତ୍ରା କରୁଥିବା ଏହି ଟ୍ରେନ କେବଳ ଆନ୍ଧ୍ରପ୍ରଦେଶ ( ବର୍ତମାନ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗନା )  ଦେଇ ୧୦୬୬ କିଲୋମିଟର ଯାଇଥାଏ । 

ବିଶେଷ ଘଟଣା 

  • ୨୦୦୮ ରେ ଗୁଲବର୍ଗା ନିକଟସ୍ଥ ଗାଙ୍ଗପୁର ଠାରେ ଦୁଇଟି ବଗି ଲାଇନ ଚ୍ୟୁତ ହେବା ଯୋଗୁ ୨ ଜଣ ଯାତ୍ରୀ ଆହତ ହେଇଥିଲେ । 

References

ବାହ୍ୟ ଆଧାର