Jump to content

ବୀଜଗଣିତ

ଉଇକିପିଡ଼ିଆ‌ରୁ
୧୧:୨୨, ୧୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bijaganita") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବୀଜଗଣିତ ଭାରତୀୟ ପ୍ରାଚୀନ ଗଣିତ ବିଶାରଦ ଭାସ୍କର ଙ୍କ ସୃଷ୍ଟି । ତାଙ୍କର ମୂଳ ସଂସ୍କୃତ ରଚନା ' ସିଦ୍ଧାନ୍ତ ଶିରୋମଣି ' ସହିତ ଲୀଳାବତୀ , ଗୃହାଗଣିତ ଓ ଗୋଲାରଧ୍ୟୟ ର ସମ୍ମିଶ୍ରଣ ରେ ବୀଜଗଣିତ ର ସୃଷ୍ଟି । 

ଅଧ୍ୟେୟ ସମୂହ 

ସମୁଦାୟ ପୁସ୍ତକ ର ବିଷୟବସ୍ତୁ ୬ ଭାଗ ରେ ବିଭକ୍ତ ।  ଏହା ମୁଖ୍ୟତଃ ବିଷମ ସମୀକରଣ ( indeterminate equations), ଚତୁର୍ଦିଗୀୟ ଶମିକରଣ (quadratic equations) ,ସରଲ ସମୀକରଣ ( simple equations), ଇତ୍ୟାଦି ଅନ୍ତର୍ଭୁକ୍ତ . ବିଷୟ ବସ୍ତୁ ଗୁଡିକ ନିମ୍ନ ପ୍ରକାର 

  • ପରିଚୟ
  • ସରଳ ସମୀକରଣ ଉପରେ 
  • ବର୍ଗୀୟ  ସମୀକରଣ ଉପରେ 
  • ପ୍ରଥମ ଡିଗ୍ରୀ ବିଶିଷ୍ଟ ବର୍ଗୀୟ ସମୀକରଣ 
  • ୨ ୟ ଡିଗ୍ରୀ ଉପରେ ବର୍ଗୀୟ ସମୀକରଣ 
  • ଚତୁର୍କୋଣ ଆକୃତି ଆଧାରିତ ସମୀକରଣ 

ବୀଜଗଣିତ ରେ ଭାସ୍କର II ଜୟଦେବ ଙ୍କ ଦ୍ଵାରା ସାଧାରଣକୃତ କରାଯାଇଥିବା ବ୍ରହ୍ମଗୁପ୍ତ ନ ବିଷମ ସମୀକରଣ ର ସମାଧାନ ସୂତ୍ର କୁ ମାର୍ଜିତ କରାଯାଇଥିଲା । ଏଥିରେ ମଧ୍ୟ pell ସମୀକରଣ ର Cyclic ବା ଚକ୍ରବାଳ ପଦ୍ଧତି ର ବ୍ୟବହାର ବିଷୟ ଦିଆ ଯାଇଥିଲା । ବୀଜଗଣିତ ପ୍ରଥମ ପୁସ୍ତକ ଯହିଁରେ ପ୍ରତ୍ୟେକ ଧନାତ୍ମକ ସଂଖ୍ୟା ର ଦୁଇଟି ବର୍ଗମୂଳ ରହିଥିବା ବିଷୟ ଉପସ୍ଥାପନା କରା ଯାଇଥିଲା । 

ଅନୁବାଦ ସାମୁହ 

ବୀଜଗଣିତ ର ସମୀକରଣ ଓ ତାହାର ସମାଧାନ ଇଂରେଜୀ ରେ ଅନୁଦିତ ହେଇଥିଲା

ବାରାଣାଶୀ ର ଦୁଇଜଣ ବିଦ୍ଵାନ ସୁଧାକର ଦ୍ଵିବେଦୀ ଓ ବପୁଦେବ ଶାସ୍ତ୍ରୀ ୧୯ ଶ ଶତାବ୍ଦୀ ରେ ବୀଜଗଣିତ ଉପରେ ବିଶଦ୍ ତର୍ଜମା କରିଥିଲେ । 

ପୁନଶ୍ଚ ପଠନ 

  • Indian mathematics
  • Timeline of algebra and geometry

ଆଧାର ସମୂହ 

Bibliography

  • Plofker, Kim (2009), Mathematics in India, Princeton University Press, ISBN 9780691120676 {{citation}}: More than one of |ISBN= and |isbn= specified (help)
  • Poulose, K. G. (1991), K. G. Poulose (ed.), Scientific heritage of India, mathematics, vol. Volume 22 of Ravivarma Samskr̥ta granthāvali, Govt. Sanskrit College (Tripunithura, India) {{citation}}: |volume= has extra text (help)

ବାହ୍ୟ ସଂଯୋଗ