Jump to content

୨୦୧୨ ଟି୨୦ ବିଶ୍ୱ କପ

ଉଇକିପିଡ଼ିଆ‌ରୁ
୦୭:୧୯, ୧୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "2012 ICC World Twenty20") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

୨୦୧୨ ବିଶ୍ଵ କପ T୨୦ , T୨୦ ବିଶ୍ଵ  କପ ର ୪ ର୍ଥ ସଂସ୍କରଣ ଥିଲା । ଏହା ୧୮ ସେପ୍ଟେମ୍ବର , ୨୦୧୨ ରେ ଶ୍ରୀଲଙ୍କା ଠାରେ ଆୟୋଜିତ ହେଇ ୱେଷ୍ଟ ଇଣ୍ଡିଜ ଚମ୍ପିୟାନ ହେଇଥିଲା । ଏହା ଏସିଆ ମହାଦେଶ ରେ ଅନୁଷ୍ଠିତ ପ୍ରଥମ ଟି୨୦ ବିଶ୍ଵ କପ । ଦକ୍ଷିଣ ଆଫ୍ରିକା ରେ ପ୍ରଥମ ବିଶ୍ଵ କପ ହେବା ପରେ ,ଇଂଲଣ୍ଡ  ଓ ୱେଷ୍ଟ ଇଣ୍ଡିକ ରେ ପରବର୍ତୀ ଦୁଇ ଟି T ୨୦ ବିଶ୍ଵ କପ ର ଆୟୋଜିତ ହେଇ ଥିଲା । 


ଅଂଶଗ୍ରହଣ କାରି ଦଳ   ଏଥିରେ ଟେଷ୍ଟ ମାନ୍ୟତା ପ୍ରାପ୍ତ ୧୦ ଟି ଦଳ ସହ , ଯୋଗ୍ୟତା ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି ପ୍ରଥମ ୨  ଟି ସ୍ଥାନ ରେ ଥିବା ଦଳ ଭାବରେ ଆୟରଲଣ୍ଡ  ଓ ଆଫଗାନିଷ୍ଠାନ ଅଂଶ ଗ୍ରହଣ କରିଥିଲେ । ଫଳରେ ଆଫଗାନିଷ୍ଠାନ ର ଏହା ପ୍ରଥମ ଅନ୍ତର୍ଜାତିକ  ପଦାର୍ପଣ ଥିଲା । 


Team Seed Pld W L NR NRR Pts
 India A2 2 2 0 0 +2.825 4
 England A1 2 1 1 0 +0.650 2
 Afghanistan 2 0 2 0 -3.475 0

ପ୍ରଚ୍ଛଦପଟ

ଚତୁର୍ଥ ସଂସ୍କାର ଏହି ବିଶ୍ଵ କପ ଆଗରୁ ୨୦୦୭ ରେ ପ୍ରଥମ ବିଶ୍ଵ କପ ଦକ୍ଷିଣ ଆଫ୍ରିକା ରେ ଆୟୋଜିତ ହେଇଥିଲା ଓ ଭାରତ ପ୍ରଥମ T ୨୦ ବିଶ୍ଵ କପ ବିଜେତା ହେଇଥିଲା । ତାହା ପରେ ୨୦୦୯ ରେ ଇଂଲଣ୍ଡ ଠାରେ ୨ ୟ ବିଶ୍ଵ କପ ଆୟୋଜିତ ହେଇ ପାକିସ୍ଥାନ ବିଜୟୀ ହେଇଥିଲା । ୨୦୧୦ ରେ ୱେଷ୍ଟ ଇଣ୍ଡିଜ ଠାରେ ତୃତୀୟ ବିଶ୍ଵ କପ ଅନୁଷ୍ଠିତ ହେଇ ଅଷ୍ଟ୍ରେଲିଆ ଚମ୍ପିୟାନ ହେଇଥିଲା । 

Format

ଏହି ବିଶ୍ଵ କପ ର ଫର୍ମାଟ ଆଗ ବିଶ୍ଵ କପ ସହ ସମାନ ଥିଲା । ୧୨ ଟି ଦଳ କୁ ୪ ଟି ଗ୍ରୁପ ରେ ବିବ ହକତା କରି ପ୍ରଥମ ସ୍ତର ଌଗ ଭିତ୍ତିକ ମେଚ ହେବା ପରେ ପ୍ରତି ଗ୍ରୁପ ର ଶ୍ରେଷ୍ଠ ଦୁଇ ଗଲା କୁ ନେଇ ସୁପର ୮ ଖେଲଲା ଯାଇଥିଲା । ସୁପର ୮ ରେ ଦୁଇଟି ଗ୍ରୁପ ରୁ ଶ୍ରେଷ୍ଠ ଦୁଇ ଟି ଲେଖା ଦଳ ଆସି ସେମି ଫାଇନାଲ ଖେଳିଲେ । 



ଯୋଗ୍ୟତା ଅର୍ଜନ 

ପୂର୍ବ ବିଶ୍ଵ କପ ପରି ଏହି ବିଶ୍ଵ କପ ରେ ମଧ୍ୟ ୧୦ ଟି ଟେଷ୍ଟ ମାନ୍ୟତା ଦଳ ସିଧା ସଳଖ ପ୍ରବେଶ ପାଇଥିବା ବେଳେ ICC ଯୋଗ୍ୟତା ଅର୍ଜନ ପ୍ରତିଯୋଗୀତା ରେ  ଭାଗ ନେଇଥିବା ୧୬ ଟି ଦଳ ମଧ୍ୟ ରୁ ଶ୍ରେଷ୍ଠ ଦୁଇ ଦଳ ହିସାବ ରେ ଏଥର ଆଇୟାର୍ଲାଣ୍ଡ ଓ ଆଫଗାନିଷ୍ଠାନ ମୁଖ୍ୟ ବିଶ୍ଵ କପ ରେ ଭାଗ ନେଇଥିଲେ । 

Venues

Pallekele Colombo Hambantota
Pallekele Cricket Stadium R. Premadasa Stadium Mahinda Rajapaksa Stadium
ଫାଇଲ:Pallekele International Cricket Stadium (2).jpg
Capacity: 35,000 Capacity: 35,000 Capacity: 35,000

ଖେଳ ସୂଚୀ ଓ ଫଳାଫଳ 

ପ୍ରାରମ୍ଭିକ ଌଗ ସ୍ତର ର ୧୨ ଟି ମେଚ ସମେତ ୧୨ ଟି ସୁପର ୮ , ସେମିଫାଇନାଲ ଓ ଫାଇନାଲ ମିଶି ସମୁଦାଯ ୨୭ ଟି ମେଚ ଖେଳା ଯାଇଥିଲା । 

ପ୍ରସ୍ତୁତି ମେଚ 

ବିଶ୍ଵ କପ ଆରମ୍ଭ ହେବା ଅବ୍ୟବହିତ  ପୂର୍ବରୁ ପ୍ରତି ଟି ଦଳ କୁ ପରିବେଶ ସହ ଖାପ ଖୁଆଇବାକୁ କିଛି ପ୍ରସ୍ତୁତି ମେଚ ଖେଳିବାର ମଧ୍ୟ ବ୍ୟବସ୍ଥା କରଯାଇଥିଲା । 

ଗ୍ରୁପ ସ୍ତର 

ଗ୍ରୁପ  A

Team Seed Pld W L NR NRR Pts
 India A2 2 2 0 0 +2.825 4
 England A1 2 1 1 0 +0.650 2
 Afghanistan 2 0 2 0 -3.475 0

ଗ୍ରୁପ B

Team Seed Pld W L NR NRR Pts
 AustraliaAustralia B1 2 2 0 0 +2.184 4
 West IndiesWest Indies B2 2 0 1 1 -1.855 1
 IrelandIreland 2 0 1 1 -2.092 1

ଗ୍ରୁପ  C

Team Seed Pld W L NR NRR Pts
 South AfricaSouth Africa C2 2 2 0 0 +3.597 4
 Sri LankaSri Lanka C1 2 1 1 0 +1.852 2
 ZimbabweZimbabwe 2 0 2 0 -3.624 0

ଗ୍ରୁପ  D

Team Seed Pld W L NR NRR Pts
 PakistanPakistan D1 2 2 0 0 +0.706 4
 New ZealandNew Zealand D2 2 1 1 0 +1.150 2
 BangladeshBangladesh 2 0 2 0 -1.868 0

ସୁପର୮ ସ୍ତର  

ଗ୍ରୁପ  ସ୍ତର ର ମେଚ ରେ ପ୍ରଥମ ଦୁଇ ଟି ସ୍ଥାନ ରେ ଥିବା ଦଳ ମାନଙ୍କୁ ନେଇ ସୁପର ୮ ପାଇଁ ୮ ଟି ଦଳ କୁ ନେଇ ପୁଣି ୨ ଟି ଗ୍ରୁପ ଗ୍ରୁପ ୧ ଓ ଗ୍ରୁପ ୨ ନାମ ରେ ୨ ଟି ଗଠନ ହେଲା । 

ଗ୍ରୁପ  1

Team[] Pld W L NR NRR Pts
 Sri LankaSri Lanka 3 3 0 0 +0.998 6
 West IndiesWest Indies 3 2 1 0 -0.375 4
 EnglandEngland 3 1 2 0 -0.397 2
 New ZealandNew Zealand 3 0 3 0 -0.169 0

ଗ୍ରୁପ  2

Team[] Pld W L NR NRR Pts
 AustraliaAustralia 3 2 1 0 +0.464 4
 PakistanPakistan 3 2 1 0 +0.272 4
 IndiaIndia 3 2 1 0 -0.274 4
 South AfricaSouth Africa 3 0 3 0 -0.421 0

ସେମିଫାଇନାଲ 

ଫାଇନାଲ 

ସେମି ଫାଇନାଲ ସ୍ତର ରେ ନିଜର ବିଧ୍ବଂଶୀ ବେଟିଙ୍ଗ ଦ୍ଵାରା ଅଷ୍ଟ୍ରେଲିଆ କୁ ପରାଜିତ କରିଥିବା କ୍ରିଶ ଗେଲ ଫାଇନାଲ ରେ ମାତ୍ର ୩ ରଣ କରି ଔତ ହେବା ଫଳ ରେ ୱେଷ୍ଟ ଇଣ୍ଡିଜ ଏକଦା ୧୪ ରଣ ରେ ଦୁଇ ୱିକେଟ ହରାଇ ଥିବା ପରେ ମରଳନ ସାମୁଏଲ ୫୫ ବଲ ରେ ୭୮ ରନ କରି ଦଳ ପାଇଁ ପ୍ରତିଯୋଗୀତା ମୂଳକ ୧୩୮ ରନ କରି ଶ୍ରୀଲଙ୍କା କୁ ପରାସ୍ତ କଲେ ।ଏହା ୱେଷ୍ଟ ଇଣ୍ଡିଜ ର ୨୦୦୪ ପରେ ଯେ କୌନଶୀ ସ୍ତର କ୍ରିକେଟ ରେ  ପ୍ରଥମ ବୃହତ ଟୁର୍ଣାମେଣ୍ଟ ବିଜୟ  ଥିଲା । 

ପରିସଙ୍ଖ୍ୟାଁନ 

Batting

Player[] Inns Runs Ave SR HS 100 50 4s 6s
Watson, ShaneShane Watson 6 249 49.80 150.00 7001720000000000000♠72 0 3 19 15
Jayawardene, MahelaMahela Jayawardene 7 243 40.50 116.26 7001650000000000000♠65* 0 1 29 5
Samuels, MarlonMarlon Samuels 6 230 38.33 132.94 78 0 3 14 15
Gayle, ChrisChris Gayle 6 222 44.40 150.00 7001750000000000000♠75* 0 3 19 16
McCullum, BrendonBrendon McCullum 5 212 42.40 159.39 7002123000000000000♠123* 1 0 20 10

Bowling

Most Wickets

Player[] Inns Wkts Ave Econ BBI SR 4WI 5WI
Mendis, AjanthaAjantha Mendis 6 15 9.80 9.6 7000612500000000000♠6/8 9.6 1 1
Watson, ShaneShane Watson 6 11 16.00 7.33 7000303846153846150♠3/26 13.0 0 0
Starc, MitchellMitchell Starc 6 10 16.40 6.83 7000305000000000000♠3/20 14.4 0 0
Balaji, LakshmipathyLakshmipathy Balaji 4 9 9.77 7.33 7000305263157894740♠3/19 8.0 0 0
Ajmal, SaeedSaeed Ajmal 6 9 18.11 6.79 7000410009999999999♠4/30 16.0 1 0
Narine, SunilSunil Narine 7 9 15.44 5.63 7000311111111111110♠3/9 16.44 0 0

Media coverage

Country/Territory[] TV Radio Internet
 Afghanistan Lemar TV Salaam Wantadar
 Australia Fox Sports

Nine Network (Australia matches & finals only)

foxsports.com.au
 Brunei Darussalam,  Malaysia Astro
 Bangladesh Bangladesh Television Bangladesh Betar espnstar.com
 China,  Hong Kong,  Maldives,    Nepal

 Papua New Guinea,  Singapore

ESPN

Star Sports
Star Cricket

espnstar.com
 Canada Sportsnet Sportsnet World Online
Caribbean, Central America and South America ESPN CMC ESPN3
 Europe excluding the United Kingdom and Ireland Eurosport 2
 India ESPN

STAR Cricket
Doordarshan (India matches only)

All India Radio www.espnstar.com
 Ireland,  United Kingdom Sky Sports BBC

Test Match Sofa (via The Cricketer)

skysports.com
Middle East and North Africa CricOne 89.1 Radio4
 New Zealand Sky TV Radio Sport
Pacific Islands Fiji TV
 Pakistan PTV Home (Terrestrial)

PTV Sports (Cable)
TEN Sports (Cable and IP TV)

PBC

Hum FM
Hot FM (Pakistan matches)

espnstar.com
 Solomon Islands Telkom TV
 Sri Lanka CSN SLBC www.csn.lk
 South Africa SABC

SuperSport

SABC supersport.com
Sub Saharan Africa SuperSport supersport.com
 Tonga Tonga TV
 USA,  Puerto Rico,  Guam,

 Mexico,  Nicaragua and  Panama

ESPN2 (Final only) ESPN3

See also

  • 2012 ICC Women's World Twenty20

References