Jump to content

ମନ୍ଥରା

ଉଇକିପିଡ଼ିଆ‌ରୁ
୧୮:୨୦, ୧୫ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Manthara") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ମନ୍ଥରା (ସଂସ୍କୃତ ରେ मंथरा; ଅର୍ଥାତ : "humpbacked")  ଭାରତୀୟ ମହାପୁରାଣ ରାମାୟାଣ ର ଜେନ ବହୁଚର୍ଚିତ ଖଲାଭିନେତ୍ରୀ ଚରିତ୍ର । ମହାରାଣୀ କ୍ୟେକେୟୀ ଙ୍କ ଦାସୀ ଭାବରେ କାମ କରୁଥିବା ମନ୍ଥରା ଜଣେ କୁଟ ବୁଦ୍ଧି ସମ୍ପନ୍ନ ମହିଳା । ମହାରାଜ ଦଶରଥ ତାଙ୍କର ୩ ରାଣୀ ଙ୍କ ମଧ୍ୟ ରୁ ବଡ ମହାରାଣୀ ଙ୍କ ଜେଷ୍ଠ ପୁତ୍ର ରାମ ଙ୍କୁ ତାଙ୍କର ସିଂହାସନ ର ଉତ୍ତରାଧିକାରୀ ଘୋଷଣା କରିବାକୁ ଯାଉଥିଲା ବେଳେ ମନ୍ଥରା ର ମନ୍ଦ ବୁଦ୍ଧି ରେ ପଡି ଅନ୍ୟତମ ରାଣୀ  କ୍ୟେକେୟୀ ତାଙ୍କ ପୁତ୍ର ଭରତ ଙ୍କୁ ଉତ୍ତରାଧିକାରୀ କରେଇବା ପାଇଁ ଚକ୍ରାନ୍ତ କରିଥିଲେ । ଫଳ ସ୍ୱରୂପ ରାମା ଓ ଲକ୍ଷ୍ମଣ ଙ୍କୁ ବନବାସ ଯିବାକୁ ହେଇଥିଲା ଓ ସେ ସମୟ ରେ ଭରତ ଶାସନ ଭାର ସମ୍ଭାଳି ଥିଲେ । 

Appearance

ବର୍ଣନା ଅନୁସାରେ ମନ୍ଥରା କୁଜି ଓ ଅତ୍ୟନ୍ତ ଅସୁନ୍ଦରୀ ଥିଲେ । କିନ୍ତୁ ସେ ଖୁବ କୁଟିଳ ଚରିତ୍ର ର ମହିଳା ଥିଲେ । 

ଭିନ୍ନ ବର୍ଣନା ଅନୁସାରେ ମନ୍ଥରା 

ମନ୍ଥରା ଦ୍ଵାରା ପ୍ରରୋଚିତ ହେଇ କଇକେୟୀ ରାଜା ଦଶରଥ ଙ୍କୁ ରାମ , ଲକ୍ଷ୍ମଣ ଙ୍କୁ ବନବାସ ରେ ପଠେଇବା ପ୍ରବର୍ତେଇଥିଲେ । 

ତେଲୁଗୁ ରାମାୟଣ ରେ ମନ୍ଥରା ବିଷୟ ରେ ଭିନ୍ନ ବର୍ଣନା ଦେଖିବାକୁ ମିଳେ । ରାମ ବାଳକ ଥିଲା ବେଳେ ଗୋଟିଏ ବାଡି ଦ୍ଵାରା ବଲ ଖେଳୁଥିବା ବେଳେ ମନ୍ଥରା ବଲ ଟିକୁ ଅନନ୍ୟ ଆଡେ ଫିଙ୍ଗି ଦେଇଥିବାରୁ , ରାମା ତାଙ୍କର ଗୋଡ  କୁ ବାଡି ରେ ପିଟି ଦେଇଥିଲେ । ତ ଦ୍ଵାରା ମନ୍ଥରା ର ଗୋଡ ଭାଙ୍ଗି ଯାଇଥିଲା । ସେହି ରାଗ ରେ ମନ୍ଥରା ରାମା ଙ୍କ ଉପରେ ଦାଉ ସଢିବାର ସମସ୍ତ ଉପାୟ ଖୋଜୁଥିଲା ।   

Manthara's scheme

Dasharatha promises to banish Rama per Kaikeyi's wishes. A folio from Ayodhya Kand manuscript

ରାଜା ଦଶରଥ ଥରେ ବେମାର ପଡିଥିବା ବେଳେ ରାଣୀ  କ୍ୟେକେୟୀ ତାଙ୍କୁ ବହୁତ ସେବା କରିଥିଲେ । ଦଶରଥ ଭଲ ହେଇଯିବା ପରେ ସେ  କ୍ୟେକେୟୀଙ୍କୁ ଦୁଇଟି ବର ଦେବାକୁ ଇଚ୍ଛା କରିଥିଲେ ।  କ୍ୟେକେୟୀ ସେଇଟା ପରେ ମାଗିବୀ କହିଥିଲେ । ଯେତେବେଳେ ଦଶରଥ ରାମ ଙ୍କୁ ତାଙ୍କ ସିଂହାସନ ପ୍ରଦାନ କରିବାକୁ ଚାହିଲେ , କ୍ୟେକେୟୀ ମନ୍ଥରା ର ଅହଂକାର ଓ ପ୍ରତିଶୋଧ ନେବାର ଇଚ୍ଛା ଯୋଗୁ ତାଙ୍କ ପ୍ରବର୍ତନା ରେ ପଡି ତାଙ୍କ ନିଜ ପୁତ୍ର ଭରତ ଙ୍କୁ ରାଜଗାଦି ଦେବାକୁ ବର ମାଗିଲେ ଓ ରାମ ଙ୍କୁ ବନବାସ ପଠେଇବାକୁ କହିଲେ । 

ଫିଲ୍ମ ଓ ଟେଲିଭିଜନ ରେ ମନ୍ଥରା ଚରିତ୍ର 

ରାମାନନ୍ଦ ସାଗର ଙ୍କ ସଫଳ ଧାରାବାହିକ 'ରାମାୟଣ' ରେ କପଟୀ ମନ୍ଥରା ଚରିତ୍ର ରେ ହିନ୍ଦୀ ଫିଲ୍ମ ର ବିଖ୍ୟାତ ଖଳାଭିନେତ୍ରୀ ଲଲିତା ପାୱାର ଅଭିନୟ କରିଥିଲେ ।