Jump to content

ଖାମୋଶୀ

ଉଇକିପିଡ଼ିଆ‌ରୁ
୧୭:୦୫, ୧୩ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Khamoshi") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଖାମୋଶୀ ( ହିନ୍ଦୀ -ख़ामोशी) ଏକ ୧୯୬୯ ନିର୍ମିତ ହିନ୍ଦୀ ଫିଲ୍ମ । ଏହା ଅସିତ ସେନ ଙ୍କ ଦ୍ଵାରା ନିର୍ଦେଶିତ ଏକ କଳା ଧଳା ଫିଲ୍ମ । ମୁଖ୍ୟ ଭୂମିକା ରେ ସେହି ସମୟ ର ଜନପ୍ରିୟ ଅଭିନେତା ରାଜେଶ ଖାନ୍ନା ଓ ଅଭିନେତ୍ରୀ ୱାହିଦା ରହମାନ ଅଭିନୀତ ଏହି ଚିତ୍ର ମୁଖ୍ୟତ ହେମନ୍ତ କୁମାର ଙ୍କ ମନମୁଗ୍ଧକର  ସଂଗୀତ , ଗୁଲଜର ଙ୍କ ରଚିତ ସୁନ୍ଦର ଭାବାପନ୍ନ ଗୀତ ଓ ସାବଲୀଳ କାହାଣୀ ପାଇଁ ଆଦୃତ ହେଇଥିଲା । କଳା ଧଳା ଚିତ୍ର ହେଇତିଳେ ମଧ୍ୟ ଏଥିରେ କାମେରାମେନ କମଳ ବୋଷ ଙ୍କ ଚିତ୍ରଗ୍ରହନ ଖୁବ ସୁନ୍ଦର ଥିଲା ଓ କମଳ ବୋଷ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ । 

ସଙ୍ଗୀତ 

ହେମନ୍ତ କୁମାର ଙ୍କ ସଙ୍ଗୀତ ନିର୍ଦେଶନା ଓ ଗୁଲକାର ଙ୍କ ରଚନା ର ସଂଗୀତ ଏହି ଚିତ୍ର ର ମୁଖ୍ୟ ଆକର୍ଷଣ 

  • 01. ତୁମ ପୁକାର ଲୋ.....ତୁମାରା  ଇନ୍ତେଜାର ହେ ...... କିଶୋର କୁମାର 
  • 02. ୱୋ ଶାମ କୁଛ ଆଜିବ   ଥି.... କିଶୋର କୁମାର 
  • 03.ହମନେ ଦେଖା ହୈ ଉନ ଆଙ୍ଖୋଂ କି ମହାକତି ଖୁସବୁ..... ଲତା  []
  • 04. ଆଯ କି ରାଟ ...... ଆରତି  []
  • 05. ଦୋସ୍ତ କାହା କୋଇ .... ମନ୍ନା ଦେ 

ପୁରସ୍କାର ଓ ମନୋନୟନ ସବୁ 

  • କମଳ ବୋଷ , ଶ୍ରେଷ୍ଠ ସିନେମାଟୋଗ୍ରାଫି [ଆଇନ ଫିଲ୍ମ ଫେୟାର ପୁରସ୍କାର 
  • ୱାହିଦା ରହମାନ , ଶ୍ରେଷ୍ଠ ଅଭିନେତ୍ରୀ , ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ 
    []

ପୁନର୍ନିର୍ମିତ 

ଏହା ଉପରେ ଆଧାରିତ ଏକ ହଲିବୁଡ ଫିଲ୍ମ ' silence ' ପାଇଁ ୨୦୦୮ ରେ ଏକ ଯୋଜନା ଥିଲା , କିନ୍ତୁ ପରେ ତାହା ଆଉ  ଫଳପ୍ରସୂ ହେଇ ନ ଥିଲା । 

References

  • ଇଣ୍ଟରନେଟ ମୁଭି ଡାଟାବେସରେ Khamoshi Internet Movie Database