Jump to content

ଗୋସାଣୀ ଯାତ୍ରା

ଉଇକିପିଡ଼ିଆ‌ରୁ
୧୦:୧୧, ୨ ନଭେମ୍ବର ୨୦୧୫ ବେଳେ Aditya Mahar (ଆଲୋଚନା | ଅବଦାନ) (ଗୋଷାଣୀ ଯାତ୍ରା) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଗୋଷାଣୀ ଯାତ୍ରା (ଗୋଷାଣୀ ଯାତ) ଶ୍ରୀକ୍ଷେତ୍ର ପୁରୀର ଏକ ପ୍ରସିଦ୍ଧ ପର୍ବ । ଦଶହରା ସମୟରେ ଦୁର୍ଗାପୂଜାକୁ ପୁରୀରେ ଗୋଷାଣି ଯାତ୍ରା ଭାବେ ପାଳନ କରାଯାଏ ।[] ପୁରୀରେ ଥିବା ଅନେକ ସ୍ଥାନରେ ମା' ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିପୂଜା ପାଆନ୍ତି। ମହିଷାସୁରର ପତ୍ତନ ପରେ ଦୁର୍ଗାଙ୍କ ସହଚରୀ ଯୋଗିନୀମାନେ ବିଭିନ୍ନ ପୀଠରେ ଅବସ୍ଥାନ କଲେ । ଏହି ମାନଙ୍କ ରୂପକୁ ଗୋଷାଣୀ କୁହାଯାଏ । ଗୋଷାଣୀମାନଙ୍କ ମୃଣ୍ମୟୀ ମୂର୍ତ୍ତି ଦୁର୍ଗାମୂର୍ତ୍ତିଙ୍କ ଠାରୁ ଭିନ୍ନ। ସପ୍ତମୀଠାରୁ ମହାନବମୀ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କର ପୂଜା ହେଉଥିବା ବେଳେ ଏହି ଯୋଗିନୀମାନଙ୍କର ପୂଜା ସପ୍ତମୀ ଏକାଦଶୀ ପର୍ଯ୍ୟନ୍ତ ହୁଏ। ଶ୍ରୀକ୍ଷେତ୍ରରେ ଗୋଷାଣୀମାନଙ୍କ ଭିନ୍ନ ଭିନ୍ନ ଯଥା କାକୁଡ଼ିଖାଇ, ବାରହାଟି, ଜହ୍ନିଖାଇ, ଶୂନ୍ୟଗୋଷାଣୀ, ବଜ୍ରକୋଟ, କଣ୍ଟକାନି,ପଣୀପ୍ରିୟା,ବେଲଖଇ,ହଜୁରୀ,ନାଗକୋଟ,କଉଡିଗୋଷାଣୀ ଇତ୍ୟାଦି ।

ଇତିହାସ

ଗୋଷାଣି ଉପାସନା

ଆଧାର

  1. J C Manti (22 August 2014). The Saga of Jagannatha and Badadeula at Puri (: Story of Lord Jagannatha and his Temple). Vij Books India Pvt Ltd. pp. 245–. ISBN 978-93-82652-45-8.

ବାହର ତଥ୍ୟ