Jump to content

ଜ୍ୟାକ୍‌ସନ ପୋଲୋକ

ଉଇକିପିଡ଼ିଆ‌ରୁ
୧୬:୫୨, ୨୮ ଅଗଷ୍ଟ ୨୦୧୪ ବେଳେ Aditya Mahar (ଆଲୋଚନା | ଅବଦାନ) (ଜେକସନ ପୋଲୋକ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଜେକସନ ପୋଲୋକ
ଜନ୍ମ ନାଆଁପଲ୍ ଜେକସନ ପୋଲୋକ
ଜନ୍ମ(1912-01-28)ଜାନୁଆରୀ ୨୮, ୧୯୧୨
Cody, Wyoming, United States
ମୃତ୍ୟୁଅଗଷ୍ଟ ୧୧, ୧୯୫୬(1956-08-11) (ବୟସ ୪୪)
Springs, ନ୍ୟୁ ୟୋର୍କ, U.S.
ଜାତୀୟତାଆମେରିକୀୟ
ବିଭାଗଚିତ୍ରକର
ପ୍ରଶିକ୍ଷଣArt Students League of New York
ଆନ୍ଦୋଳନAbstract expressionism
ସଂର଼କ୍ଷକPeggy Guggenheim
କାହାଦେଇ ପ୍ରଭାବିତThomas Hart Benton, Pablo Picasso, Joan Miró [][][]
କାହାକୁ ପ୍ରଭାବିତ କରିଥିଲେHelen Frankenthaler

ପଲ୍ ଜେକସନ ପୋଲୋକ ( ୨୮ ଜାନୁଆରୀ ୧୯୧୨- ୧୧ ଅଗଷ୍ଟ ୧୯୫୬) ଜଣେ ପ୍ରସିଦ୍ଧ ପ୍ରଭାବୀ ଆମେରିକୀୟ ଚିତ୍ରଶିଳ୍ପୀ । ଏହି ଚିତ୍ରଶିଳ୍ପୀଙ୍କୁ ବିଂଶଶତାବ୍ଦୀର ଚିତ୍ର ଜଗତର ଧ୍ରୁବତାରା ବୋଲି କୁହାଯାଏ । ଆମେରିକାର ଏହି ଚିତ୍ରକରଙ୍କର ବିଶେଷତା ଥିଲା ଡ୍ରିପ୍ ପେଣ୍ଟିଂରେ । ସେ ଅବ୍ୟବସ୍ଥିତ ପ୍ରକୃତି ତଥା ମଣିଷମାନଙ୍କର ମନକୁ ନେଇ ଅତି ସୁନ୍ଦର ଭାବରେ ଚିତ୍ର ପ୍ରସ୍ତୁତ କରିପାରୁଥିଲେ । ଜୀବନର ସ୍ଵଳ୍ପ ପରିଧୀ ମଧ୍ୟରେ ସେ ଲାଭ କରିଛନ୍ତି ଅସୁମାରି ଶ୍ରଦ୍ଧା ଓ ଖ୍ୟାତି । ନିର୍ଜନତା ଥିଲା ତାଙ୍କର ଅତ୍ୟନ୍ତ ପ୍ରିୟ । ସେ ସବୁଠୁ ବେଶୀ ଖୁସି ପାଉଥିଲେ ଯେତେବେଳେ ତାଙ୍କୁ ନିଃସଙ୍ଗତା ମିଳିଯାଉଥିଲା। ସେଥିଲାଗି ତାଙ୍କୁ ଅନେକ ସନ୍ୟାସୀ ଚିତ୍ରଶିଳ୍ପୀ ବୋଲି ସମ୍ବୋଧନ କରୁଥିଲେ । ୧୯୪୫ ମସିହାରେ ତାଙ୍କର ବିବାହ ହୋଇଥିଲା ଶିଳ୍ପୀ ଲୀ’ କ୍ରାସନରଙ୍କ ସହିତ । ବିବାହ ପରେ ଲୀ’ଙ୍କ ପ୍ରେରଣା ତାଙ୍କର ଚିତ୍ରକର ଜୀବନକୁ ଅଧିକ ଶାଣିତ ଓ ରଙ୍ଗମୟ କରିଥିଲା । []

ପ୍ରାଥମିକ ଜୀବନ

ବିବାହ

ଏକ୍ସପେରିମେଣ୍ଟ

ଶେଷ ଜୀବନ

ଆଧାର

  1. Karmel, Pepe (1999). Jackson Pollock: Interviews, Articles, and Reviews. In Conjunction with the Exhibition "Jackson Pollock" ... The Museum of Modern Art, New York, November 1, 1998 to February 2, 1999. The Museum of Modern Art. pp. 151–. ISBN 978-0-87070-037-8. Retrieved 4 May 2013.
  2. Johnson, Caitlin A. (January 18, 2007). "Picasso's Influence On American Artists". CBS Sunday Morning. {{cite web}}: Italic or bold markup not allowed in: |work= (help)
  3. Emmerling, Leonard (2003). Jackson Pollock, 1912-1956. Taschen. pp. 48–. ISBN 978-3-8228-2132-9. Retrieved 4 May 2013.
  4. Naifeh, Steven W.; Smith, Gregory White (24 December 1989). Jackson Pollock: an American saga. C.N. Potter. ISBN 978-0-517-56084-6. Retrieved 4 May 2013.

ବାହାର ତଥ୍ୟ

, Number 1A, 1948

Museums