Jump to content

ମାନ୍ନା ଦେ

ଉଇକିପିଡ଼ିଆ‌ରୁ
୨୧:୦୧, ୨୪ ଅକ୍ଟୋବର ୨୦୧୩ ବେଳେ Aditya Mahar (ଆଲୋଚନା | ଅବଦାନ) (ମନ୍ନା ଡେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ମନ୍ନା ଡେ
୨୦୦୭ ଦାଦା ସାହେବ ଫାଲକେ ପୁରସ୍କାର ସମାରୋହରେ ମନ୍ନା ଡେ
Background information
ମୂଳ ନାମ
মান্না দে
ଜନ୍ମ ସମୟରେ ନାମପ୍ରବୋଧ ଚନ୍ଦ୍ର ଡେ
Also known asମନ୍ନା ଡେ
ଜନ୍ମ(1919-05-01)ମଇ ୧, ୧୯୧୯


[]
କଲିକତା, ବ୍ରିଟିଶ ଭାରତ
ମୃତ୍ୟୁ୨୪ ଅକ୍ଟୋବର ୨୦୧୩(2013-10-24) (ବୟସ ୯୪)
ବାଙ୍ଗାଲୋର, ଭାରତ
ଶୈଳୀପାର୍ଶ୍ଵ ଗାୟକ
ପେଷାଗାୟକ
ବାଦ୍ୟଯନ୍ତ୍ରVocalist
କାର୍ଯ୍ୟକାଳ୧୯୪୨-୨୦୧୩
ୱେବସାଇଟwww.mannadey.in

ପ୍ରବୋଧ ଚନ୍ଦ୍ର ଡେ (୧ ମେ ୧୯୧୯-୨୪ ଅକ୍ଟୋବର ୨୦୧୩), ରଙ୍ଗମଞ୍ଚ ଦୁନିଆଁରେ ମନ୍ନା ଡେ ନାମରେ ପରିଚିତ, ଜଣେ ଭାରତୀୟ ପାର୍ଶ୍ଵ ଗାୟକ। ସେ ୧୯୪୨ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ତମନ୍ନାରୁ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରି ୨୦୧୩ ମସିହା ମଧ୍ୟରେ ୪୦୦୦ରୁ ଅଧିକା ଗୀତ ଗାଇଥିଲେ । ଭାରତ ସରକାର ତାଙ୍କୁ ୧୯୭୧ ମସିହାରେ ପଦ୍ମଶ୍ରୀ ପୁରସ୍କାର , ୨୦୦୫ ରେ ପଦ୍ମଭୂଷଣ ପୁରସ୍କାର ଏବଂ ୨୦୦୭ରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଥିଲେ। ମନ୍ନା ଡେ ମୂଖ୍ୟତଃ ହିନ୍ଦୀବଙ୍ଗାଳୀ ଭାଷାରେ ଅଧିକ ଗୀତରେ କଣ୍ଠଦାନ କରିଥିଲେ ଏବଂ ତାହା ବ୍ୟତୀତ ଅନ୍ୟ କେତେକ ଭାରତୀୟ ଭାଷାରେ ମଧ୍ୟ ଗୀତ ଗାଇଥିଲେ। ୨୦୧୩ ମସିହା ଅକ୍ଟୋବର ୨୪ ତାରିଖରେ ବାଙ୍ଗାଲୋର ଠାରେ ୯୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା

ପ୍ରାଥମିକ ଜୀବନ

ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ

ବ୍ୟକ୍ତିଗତ ଜୀବନ

ପୁରସ୍କାର ଓ ସମ୍ମାନ

ଆଧାର

  1. "Padmabhusan Manna Dey". Mannadey.in. Retrieved 22 October 2012.

ବାହାର ତଥ୍ୟ