Jump to content

ଆମ୍ବସରମୁଣ୍ଡା

ଉଇକିପିଡ଼ିଆ‌ରୁ
୧୩:୧୩, ୧ ଅପ୍ରେଲ ୨୦୧୩ ବେଳେ Aditya Mahar (ଆଲୋଚନା | ଅବଦାନ) (ଆମ୍ବସରମୁଣ୍ଡା) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଆମ୍ବସରମୁଣ୍ଡା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ ଜିଲ୍ଲା
ପଞ୍ଚାୟତ ସମିତିଆଠମଲ୍ଲିକ
ଗ୍ରାମ ପଞ୍ଚାୟତଆମ୍ବସରମୁଣ୍ଡା
ତହସିଲଆଠମଲ୍ଲିକ
Time zoneIST (+୫.୩୦)
ଡାକ କୋଡ଼
୭୯୫୧୩୨
Area code+୦୬୭୬୩
ଯାନବାହାନ ପଞ୍ଚୀକରଣOD/19

ଆମ୍ବସରମୁଣ୍ଡା, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ

ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳ ଠାରୁ ୬୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଅଛି ।

ସଂସ୍କୃତି

ଏହି ଗାଆଁରେ ଏକ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର