ଭାଲେଣ୍ଟାଇନ ଦିବସ
ଦେଖଣା
Saint Valentine's Day | |
---|---|
ଅନ୍ୟ ନାମ | Valentine's Day Feast of Saint Valentine |
ପାଳନକାରୀ | People in many countries; Anglican Communion (see calendar), Eastern Orthodox Church (see calendar), Lutheran Church (see calendar) |
ପ୍ରକାର | Cultural, Christian, commercial |
ବିଶେଷତା | Feast day of Saint Valentine; the celebration of Love and affection |
ପର୍ବ ପାଳନ | Sending greeting cards and gifts, dating, church services |
ତାରିଖ | February 14 (fixed by the Western Christian Churches); July 6 (fixed by the Eastern Christian Churches) |
ଫେବୃୟାରୀ ୧୪ ତାରିଖକୁ ଭାଲେଣ୍ଟାଇନ ଦିବସ ଭାବେ ପାଳନ କରାଯାଏ । ବ୍ୟାପକ ଅର୍ଥରେ ପ୍ରେମର ପ୍ରତିକ ରୂପେ ବିଚାର କରାଯାଉଥିବା ଜନୈକ ମହାପୁରୁଷଙ୍କ ନାମାନୁସାରେ ଏହା ନାମିତ । କିନ୍ତୁ ଯୁବକ-ଯୁବତୀଙ୍କ ଉଦ୍ଦାମତା ସଂକୀର୍ଣ୍ଣ ଅର୍ଥରେ ପ୍ରେମ ରୂପେ ଗଣନା କରି ଏହାକୁ ପ୍ରେମ ଦିବସ ବୋଲି ମଧ୍ୟ କୁହାଯାଉଛି । ଆମ ଦେଶରେ ଏ ସଂସ୍କୃତି ବ୍ୟାପକ ହୋଇଛି ଭୋଗବାଦର ବାହାକ ମୁକ୍ତ ଅର୍ଥନୀତିର ଆଗମନ ସହିତ ।
ଇତିହାସ
ବିବାଦ
ଆଧାର
ବାହାର ତଥ୍ୟ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |