ନୂରଜାହାନ
ଦେଖଣା
ବେଗମ ନୂରଜାହାନ | |
---|---|
ମୋଗଲ ସାମ୍ରାଜ୍ଞୀ
| |
ଜୀବନସାଥୀ | Sher Afghan Quli Khan Jahangir |
ସନ୍ତାନସନ୍ତତିଗଣ | |
Mehr-Un-Nisaa | |
ବଂଶ | Timurid |
ବାପା | Mirza Ghias Beg |
ମାଆ | Asmat Begum |
ଜନ୍ମ | 31 may 1577 Kandahar, Mughal Empire |
ମୃତ୍ୟ | 17 December 1645 ଲାହୋର, ମୋଗଲ ସାମ୍ରାଜ୍ୟ |
ସମାଧି | Shahdara Bagh, Lahore |
ଧର୍ମ | ଶିଆ ଇସଲାମ |
ନୂରଜାହାନ ହେଉଛନ୍ତି ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କର ପତ୍ନୀ । ନୂରଜାହାନଙ୍କର ପିଲାଦିନର ନାମ ଥିଲା ମେହେର-ଉନ୍ନିସା । ତାନକ ପିତା ମିର୍ଜା ଗିୟାସ ବେଗ ଆକବରଙ୍କ ରାଜତ୍ଵ କାଳରେ ପାରସ୍ୟ ଦେଶରୁ ଭାରତକୁ ପଳେଇଆସି ଆକବରଙ୍କ ଦରବାରରେ ଚାକିରି କରୁଥିଲେ ।
ଜାହାଙ୍ଗୀରଙ୍କ ସହ ବିବାହ
ମୋଗଲ ସାମ୍ରାଜ୍ୟ
ନୂରଜାହାନ ସୁନ୍ଦରୀ, ବୁଦ୍ଧିମତୀଓ ଗୁଣବତୀ ଥିଲେ । ତାଙ୍କ ଠାରେ ଉଚ୍ଚାଭିଳାଷ ପୁରି ରହିଥିଲା । ସାମ୍ରାଜ୍ଞୀ ହେବା ପରେ ସେ ଜାହାଙ୍ଗୀରଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲେ । ଜାହାଙ୍ଗୀର ମ୍ଦ୍ୟପାନ ଓ ବିଳାସ ବ୍ୟସନରେ କାଳାତିପାତ କରିବାରୁ ନୂରଜାହାନ ଶାସନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ସର୍ବେସର୍ବା ହୋଇଉଠିଲେ । ସେ ତାନକ ପିତା ମିର୍ଜାଗିୟାସ ବେଗ ଓ ଭ୍ରାତା ଆସଫ ଖାଁଙ୍କୁ ଉଚ୍ଚ କାର୍ଯ୍ୟରେ ନିଯୁକ୍ତ କରିଥିଲେ । ରାଜଦରବାର ରେ ବସି ଜାହାଙ୍ଗୀରଙ୍କ ସହିତ ରାଜକାର୍ଯ୍ୟ ପରିଚାଲନା କରୁଥିଲେ । ମୁଦ୍ରାମାନଙ୍କରେ ଜାହାଙ୍ଗୀରଙ୍କ ସହିତ ତାଙ୍କ ସ୍ଥାନ ପାଇଥିଲା । [୧]
ମୃତ୍ୟୁ
ଆଧାର
ବାହାର ତଥ୍ୟ
ଉଇକିମିଡ଼ିଆ କମନ୍ସରେ ନୂରଜାହାନ
ବାବଦରେ ମାଧ୍ୟମ ରହିଛି ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |