ଶେର ଶାହ ସୁରୀ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଶେର ସାହ ସୁରୀ | |
---|---|
ଶାସନକାଳ | 17 May 1540 – 22 May 1545 |
ରାଜ୍ୟାଭିଷେକ | 1540 |
ପୂର୍ବାଧିକାରୀ | ହୁମାୟୁନ |
ଉତ୍ତରାଧିକାରୀ | ଇସଲାମ ସାହ ସୁରୀ |
Consort | Malika Bibi |
ସନ୍ତାନସନ୍ତତିଗଣ | |
Jalal Khan | |
ବଂଶ | Sur dynasty |
ବାପା | Mian Hassan Khan Sur |
ଜନ୍ମ | 1472[୧] ସାସରାମ, ରୋହତାସ ଜିଲ୍ଲା , ଭାରତ |
ମୃତ୍ୟ | 22 May 1545 Kalinjar, Bundelkhand |
ସମାଧି | Sher Shah Suri Tomb, ସସାରାମ |
ଧର୍ମ | ଇସଲାମ |
ଶେର ସାହ ( ୧୫୪୦- ୧୫୪୮ ଖ୍ରୀଷ୍ଟାବ୍ଦ) ଜଣେ ଆଫଗାନ ସର୍ଦ୍ଦାର ଓ ତାଙ୍କ ପ୍ରକୃତ ନାମ ଫରିଅଦ ଖାଁ ସୁର ।
ବାଲ୍ୟାବସ୍ଥା
ଶେର ସାହ ବିହାର ଅନ୍ତର୍ଗତ ସାସାରାମର ଜାୟଗିରଦାର ହାସନ୍ଙ୍କ ପୁତ୍ର ଥିଲେ । [୨]ବିମାତାଙ୍କ ଅତ୍ୟାଚାର ଯୋଗୁଁ ସେ ପିତୃସ୍ନେହରୁ ବଞ୍ଚିତ ହୋଇଥିଲେ । ବାଲ୍ୟାବସ୍ଥାରେ ସେ ଅଳ୍ପକାଳ ଜୋନପୁରରେ ବିଦ୍ୟାଶିକ୍ଷା କରି ଆରବୀ ଓ ପାରସୀ ଭାଷାରେ ବ୍ୟୁପ୍ତତ୍ତିଲାଭ କରିଥିଲେ । ସେଠାରୁ ଫେରି ସେ ପ୍ରାୟ ଏଗାର ବର୍ଷ କାଳ ନିଜପିତାଙ୍କ ଜାୟଗିରି ଶାସନ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । କିନ୍ତୁ ପୁନର୍ବାର ବିମାତାଙ୍କ ଦୁର୍ବ୍ୟବହାର ଯୋଗୁଁ ବଞ୍ଚିତ ହୋଇଥିଲେ । ଏହା ପରେ ସେ ବିହାରର ଶାସନକର୍ତ୍ତା ବାହାର ଖାଁଙ୍କ ଅଧୀନରେ ଚାକିରୀ କଲେ । ଥରେ ଶିକାର ସମୟରେ ସେ ଏକା ଏକ ବାଘକୁ ମାରି ଦେବାରୁ ବାହାର ଖାଁ ତାଙ୍କୁ ଶେର ଖାଁ ଉପାଧୀ ପ୍ରଦାନ କରିଥିଲେ । [୩]ତାଙ୍କ ବୀରତ୍ଵ ଓ କାର୍ଯ୍ୟ ଦକ୍ଷତାରେ ସନ୍ତୁଷ୍ଟ ହୋଇ ବାହାର ଖାଁ ନିଜ ପୁତ୍ର ଜଲାଲ ଖାଁଙ୍କ ଶିକ୍ଷାଭାର ତାଙ୍କ ହସ୍ତରେ ନ୍ୟସ୍ତ କରିଥିଲେ । ବାହାର ଖାଁଙ୍କ ମୃତ୍ୟୁପରେ ଶେର ଖାଁ ନାବାଳକ ଜଲାଲ ଖାଁ ଙ୍କ ଅଭିଭାବକ ରୁପେ ନିଯୁକ୍ତ ହୋଇଥିଲେ । ଜଲାଲ ଖାଁ ସାବାଳକ ହେବା ପରେ ତାନକ୍ ପ୍ରତ୍ତିପତ୍ତି ଓ କ୍ଷମତା ଗର୍ବ କରିବା ପାଇଁ ବଙ୍ଗ ସୁଲତାନଙ୍କ ସାହାର୍ଯ୍ୟ ନେଇଥିଲେ । କିନ୍ତୁ ଶେର ଖାଁ ବଙ୍ଗ ଓ ବିହାର ର ମିଳିତ ବାହିନୀକୁ ପରାସ୍ତ କରି ବିହାରର ସର୍ବେସର୍ବା ହେଲେ । ଏହା ପରେ ସେ ବଙ୍ଗ ଆକ୍ରମଣ କରି ସେଠାର ସୁଲତାନଙ୍କୁ ପରାସ୍ତ କରିଥିଲେ । ସେ ସେର ରାଜବଂଶର ପ୍ରତିଷ୍ଠାତା ଓ ତାଙ୍କର ରାଜଧାନୀ ଦିଲ୍ଲୀ ଥିଲା । [୪][୫][୬][୭]
ରାଜ୍ୟ ବିସ୍ତାର
ଶାସନପଦ୍ଧତି
ଆଧାର
- ↑ Muhammad Ansar Ali , Sher Shah, Banglapedia: The National Encyclopedia of Bangladesh, Asiatic Society of Bangladesh, Dhaka, Retrieved: 17 March 2012
- ↑ http://www.britannica.com/EBchecked/topic/539997/Sher-Shah-of-Sur
- ↑ Greenberger, Robert (2003). A Historical Atlas of Pakistan. The Rosen Publishing Group. p. 28. ISBN 0-8239-3866-2. Retrieved 23 August 2010.
{{cite book}}
: Cite has empty unknown parameter:|coauthors=
(help); More than one of|pages=
and|page=
specified (help) - ↑ "Shēr Shah of Sūr". Online Encyclopædia Britannica. 2010. Retrieved 23 August 2010.
- ↑ Chaurasia, Radhey Shyam (2002). History of medieval India: from 1000 A.D. to 1707 A.D. Crabtree Publishing Company. p. 179. ISBN 81-269-0123-3. Retrieved 23 August 2010.
{{cite book}}
: Cite has empty unknown parameter:|coauthors=
(help); More than one of|pages=
and|page=
specified (help) - ↑ Schimmel, Annemarie (2004). The empire of the great Mughals: history, art and culture. Reaktion Books. p. 28. ISBN 1-86189-185-7. Retrieved 23 August 2010.
{{cite book}}
: More than one of|pages=
and|page=
specified (help); Unknown parameter|coauthors=
ignored (|author=
suggested) (help) - ↑ Singh, Sarina (2008). Pakistan & the Karakoram Highway. Vol. 7, illustrated. Lonely Planet. p. 137. ISBN 1-74104-542-8. Retrieved 23 August 2010.
{{cite book}}
: More than one of|pages=
and|page=
specified (help); Unknown parameter|coauthors=
ignored (|author=
suggested) (help)
ବାହାର ଆଧାର
- Encyclopædia Britannica – Sher Shah of Sur
- Encyclopædia Britannica – Sur Dynasty
- Columbia Encyclopedia – Sher Khan
- Sher Shah Suri – The Lion King
- Sher Shah brief biography as ruler
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |