Jump to content

ଏୟାର ଇଣ୍ଡିଆ

ଉଇକିପିଡ଼ିଆ‌ରୁ
୧୩:୩୮, ୨୧ ନଭେମ୍ବର ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) (ଏୟାର ଇଣ୍ଡିଆ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Air India
ଫାଇଲ:Air India Logo.svg
IATA
AI
ICAO
AIC
Callsign
AIRINDIA
FoundedJuly 1932 (as Tata Airlines)
Commenced operations15 ଅକ୍ଟୋବର 1932 (1932-10-15) (୯୨ ବର୍ଷ ପୂର୍ବରୁ)
Hubs
Secondary hubs
Focus cities
Frequent-flyer programFlying Returns
Airport loungeMaharaja Lounge
Subsidiaries
Fleet size102 (+ 27 orders)
Destinations55 (excl. subsidiaries)
Company sloganYour Palace in the Sky
Parent companyAir India Limited
HeadquartersAir India Building,
Nariman Point, Mumbai, Maharashtra, India (moving to Delhi in 2013)[]
Key peopleJRD Tata (Founder)
Websitehttp://airindia.in

ଏୟାର ଇଣ୍ଡିଆ' (Air India), ଭାରତର ଏକ ବିମାନସେବା । ଭାରତ ସରକାରଙ୍କ ଦ୍ଵାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଅନ୍ୟତମ (ଅନ୍ୟଟି ଇଣ୍ଡିଆନ ଏୟାରଲାଇନ୍ସ। ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ ଟାଟା ଏୟାରଲାଇନ୍ସ ରହିଥିଲା । ୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା ।[] []ଏହାର କର୍ପୋରେଟ କାର୍ଯୟାଳୟ ଦକ୍ଷିଣ ବମ୍ବେର [[ନରିମାନ ପଇଣ୍ଟରେ ଅବସ୍ତିତ । ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି । ଗୋଟିଏ ଇନ୍ଦିରାଗାନ୍ଧି ଇଣ୍ଟରନ୍ୟାଶନାଲ ବିମାନବନ୍ଦରରେ ରହିଥିବା ବେଳେ ଅନ୍ୟଟି ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର ଏସିଆ, ୟୁରୋପ ଓ ଉତ୍ତର ଆମେରିକାକୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଛି ।

ଆଧାର

  1. Business Standard. "Air India headquarters to shift to Delhi". Business-standard.com. Retrieved 2012-10-13. {{cite web}}: |author= has generic name (help)
  2. http://www.airindia.in/SBCMS/Webpages/JRD.aspx?MID=196
  3. http://www.flightglobal.com/pdfarchive/view/1939/1939%20-%201264.html

ବାହାର ତଥ୍ୟ